ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲେ କୋହଲି, ରାହାନେ
ଡର୍ହାମ,୨୦।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜ୍ଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ାଇଛି ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଆହତ ସମସ୍ୟା। ଦୁହେଁ...
ଆଇସିସି ନିୟମରେ ପରିବର୍ତ୍ତନ ଚାହାନ୍ତି କିମ୍ବଦନ୍ତୀ ଖେଳାଳି
କରାଚି,୨୦।୭: ସ୍ପିନରଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିୟମରେ ପରିବର୍ତ୍ତନ ଚାହାନ୍ତି ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ସାକଲିନ ମୁସ୍ତାକ। ଧାର୍ଯ୍ୟ ୧୫ ଡିଗ୍ରୀ ମଧ୍ୟରେ ହାତ ବୁଲାଇ ବୋଲିଂ କରିବା ନିୟମ ଉପରେ ଆଇସିସି ପୁନଃ ବିଚାର...
ଅଭ୍ୟାସ ମ୍ୟାଚ୍ରେ ବି ଫେଲ୍ ମାରିଲେ ରୋହିତ, ପୂଜାରା
ଡର୍ହାମ,୨୦।୭: ଚେଷ୍ଟର ଲେ-ଷ୍ଟ୍ରିଟ୍ସ୍ଥିତ ରିଭରସାଇଡ୍ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ କାଉଣ୍ଟି ସିଲେକ୍ଟ ଏକାଦଶ ଓ ଭାରତୀୟ ଦଳ ମଧ୍ୟରେ ଆରମ୍ଭ ହୋଇଛି ୩ ଦିନିଆ ଅଭ୍ୟାସ ମ୍ୟାଚ୍। ଏହି ଅଭ୍ୟାସ ମ୍ୟାଚ୍ରେ ଫେଲ୍ ମାରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଓପନର ରୋହିତ...
୬ ବର୍ଷ ପରେ ନୋ ବଲ
କଲମ୍ବୋ,୨୦।୭: ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ୩ ଉଇକେଟ ନେଇ ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। କିନ୍ତୁ ମ୍ୟାଚ୍ରେ ସେ ପକାଇଥିବା ଏକମାତ୍ର ନୋ ବଲ ପାଇଁ ବେଶ୍ ଚର୍ଚ୍ଚା ଚାଲିଛି...
ଭାରତ ଆଗରେ ଚ୍ୟାଲେଞ୍ଜିଂ ଟାର୍ଗେଟ
କଲମ୍ବୋ,୨୦।୭: ଆରମ୍ଭରୁ ଭାରତୀୟ ବୋଲରଙ୍କୁ ସଫଳତା ମିଳି ନ ଥିଲା। କିନ୍ତୁ ୟୁଜବେନ୍ଦ୍ର ଚହଲ, ଦୀପକ ଚହର ଓ ଭୁବନେଶ୍ୱର କୁମାରଙ୍କ ବଳରେ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା ଟିମ୍ ଇଣ୍ଡିଆ। ଶେଷ ଆଡ଼କୁ ଚାମିକା କରୁଣାରତ୍ନେଙ୍କ ଉପଯୋଗୀ ୪୪ ରନ୍ର...
ଟପ୍ ୩ ବ୍ୟାଟ୍ସଓମେନଙ୍କ ମଧ୍ୟରେ ଭାରତର ୨
ଦୁବାଇ,୨୦।୭: ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍ର ଟପ୍-୩ରେ ସ୍ଥାନ ପାଇଛନ୍ତି ଦୁଇ ଭାରତୀୟ। ଭାରତୀୟ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଥରେ ଶୀର୍ଷକୁ ଫେରିଥିବାବେଳେ ୩ୟ ମାନ୍ୟତା ହାସଲ କରିଛନ୍ତି ବାମହାତୀ ଓପନର ସ୍ମ୍ରିତି ମନ୍ଧାନା। ୧୬ ବର୍ଷର...
ରାଜ୍ କୁନ୍ଦ୍ରା ଗିରଫ ପରେ ୟୁଜର୍ସଙ୍କ ଟାର୍ଗେଟକୁ ଆସିଲେ ଅଜିଙ୍କେ ରାହାନେ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୦।୭:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ ମାଧ୍ୟମରେ ପ୍ରକାଶନ ଅଭିଯୋଗରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଗିରଫ କରିଛି। ରାଜ କୁନ୍ଦ୍ରା ଗିରଫ ହେବା ପରେ...
ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍ ଜିତିଲା ଶ୍ରୀଲଙ୍କା
କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥି ସହିତ ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ...
ଖେଳ ମନ୍ତ୍ରୀଙ୍କୁ ମିଳିଲା ବଙ୍ଗଳା କ୍ରିକେଟ୍ ଟିମ୍ରେ ସ୍ଥାନ: ପୂର୍ବରୁ ମାରିଥିଲେ ତ୍ରିଶତକ
କୋଲକାତା,୨୦।୭: ଚଳିତ ବର୍ଷ ବିଧାନସଭା ନିର୍ବାଚନ ମାଧ୍ୟମରେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିବା ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀଙ୍କୁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲର ୩୯ ଜଣିଆ ସମ୍ଭାବ୍ୟ ତାଲିକାରେ ସ୍ଥାନ ଦିଆଯାଇଛି। ମାର୍ଚ୍ଚ ୨୦୨୦ରେ ବଙ୍ଗଳାର...
୧୩ ବଲ୍ରେ ୬୩ ରନ୍ର ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍
ଚେନ୍ନାଇ,୨୦।୭: ତାମିଲନାଡୁ ପ୍ରିମିୟର ଲିଗ (ଟିଏନପିଲ୍)ର ପ୍ରଥମ ମ୍ୟାଚରେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଚମତ୍କାର ବ୍ୟାଟିଂ କରିଛନ୍ତି। ସେ ୪୩ ବଲରେ ୮୭ ରନ୍ର ପାଳି ଖେଳିଥିଲେ। ସେ ୧୩ ବଲରେ ୬୨ ରନ କେବଳ ଚୌକା...
ଟୋକିଓରେ ଭାରତୀୟ ଆଥଲେଟ୍ଙ୍କ ଟ୍ରେନିଂ ଆରମ୍ଭ
ଟୋକିଓ, ୨୦।୭(ପି.ଟି.): ଟୋକିଓରେ ପହଞ୍ଚତ୍ବାର ଗୋଟିଏ ଦିନପରେ ଭାରତୀୟ ଆଥଲେଟ୍ମାନେ ଅଲିମ୍ପିକ୍ସ ପାଇଁ ସୋମବାର ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ମହାମାରୀ ପାଇଁ ଗୋଟିଏ ବର୍ଷ ଘୁଞ୍ଚତ୍ଥିବା କ୍ରୀଡ଼ା ମହାକୁମ୍ଭରେ ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ରହିଛନ୍ତି ଭାରତୀୟ ଆଥଲେଟ୍। ଭାରତୀୟ...
ରାଜ୍ୟ ମହିଳା ଚେସ୍: ସାଇନା ଚାମ୍ପିୟନ
ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)-ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ଅନ୍ଲାଇନ୍ ମହିଳା ଚେସ୍ରେ ମହିଳା ଫିଡେମାଷ୍ଟର ସାଇନା ସାଲୋନିକା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସାଇନା ୫.୫ ପଏଣ୍ଟ ପାଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି।...
Archives


