ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ
ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍ ପଦକ ଆଶା ଶେଷ ହୋଇଛି। ଅନେକ ବଳିଦାନ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ...
ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ
ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ହରାଇ ଦେଇଛି। ପୁରୁଷ ହକିର ନମ୍ବର ଓ୍ବାନ...
କାହିଁକି ଟୁଇଟ୍ର୍ରେ ଟ୍ରେଣ୍ଡ୍ କରୁଛନ୍ତି ପ୍ରିୟା ମଲିକ
ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେବା ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ...
ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି
ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ନିଜ ପ୍ରତିଦ୍ୱନ୍ଦ୍ୱୀ ହର୍ଣ୍ଣାଡିଜ ଗାର୍ସିଆଙ୍କୁ ୪-୧ରେ ପରାସ୍ତ...
ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର
ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ ଭାବନା ସୃଷ୍ଟି କରିଛନ୍ତି। କୋହଲି ଭାରତୀୟ କ୍ରିକେଟର ମାନସିକତାକୁ ପରିବର୍ତ୍ତନ କରିଛନ୍ତି। ଗତ...
ବିରାଟ କୋହଲିଙ୍କୁ ଲାଗିପାରେ ଆଉ ଏକ ଝଟ୍କା
ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍କା ଲାଗିଛି। ଅଫ୍ ସ୍ପିନର୍ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ ଗସ୍ତରୁ ନୁହେଁ, ସେ ଆଇପିଏଲ୍ ୨୦୨୧ରୁ ମଧ୍ୟ ବାଦ୍ ପଡିବାର ସମ୍ଭାବନା ରହିଛି।...
ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ
ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଶନିବାର ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଛନ୍ତି। ଆସନ୍ତା ୩୦ ତାରିଖରେ ସେ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ସମୟ ସକାଳ ୮ଟାରେ ତାଙ୍କର ୧୦୦ ମିଟର ହିଟ୍...
ୟାଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ
ଟୋକିଓ, ୨୫।୭- ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କ୍ୱିଆନ ୟାଙ୍ଗ୍(୨୫୧.୮ ପଏଣ୍ଟ)। ଶନିବାର ଆସାକା ଶୁଟିଂ ରେଞ୍ଜ୍ରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୨୧...
ସୂର୍ଯ୍ୟକୁମାର, ପୃଥ୍ବୀ, ଜୟନ୍ତ ଇଂଲଣ୍ଡ ଯିବେ
ନୂଆଦିଲ୍ଲୀ, ୨୫।୭(ପି.ଟି.)- ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଜୟନ୍ତ ଯାଦବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ଇଂଲଣ୍ଡ ଯିବେ। ସମ୍ପ୍ରତି ଇଂଲଣ୍ଡରେ ଥିବା ଖେଳାଳିଙ୍କ ମଧ୍ୟରୁ ୩ ଜଣ ଆହତ ଅଛନ୍ତି। ତେଣୁ...
ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍
ନୂଆଦିଲ୍ଲୀ, ୨୫ା୭ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ କ୍ରୀଡ଼ା ସମ୍ମାନ ୨୦୧୯ ପାଇଁ ବର୍ଷର ଶ୍ରେଷ୍ଠ ଭିନ୍ନକ୍ଷମ କ୍ରୀଡ଼ାବିତ୍ ବିବେଚିତ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଏହି ପୁରସ୍କାର ଘୋଷଣା...
ନାଗାଲ ୨୫ ବର୍ଷରେ ପ୍ରଥମ ଭାରତୀୟ
ଟୋକିଓ, ୨୫ା୭ (ପି.ଟି.)-ଅଲିମ୍ପିକ ଗେମ୍ସରେ ଏକ ପୁରୁଷ ସିଙ୍ଗଲ୍ସ ଟେନିସ ମ୍ୟାଚ ଜିତିବାରେ ସୁମିତ ନାଗାଲ ୨୫ବର୍ଷରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଭାରତୀୟ ବିବେଚିତ ହୋଇଛନ୍ତି। ସେ ଶନିବାର ଏକ ୩ ସେଟ୍ ବିଶିଷ୍ଟ ମ୍ୟାଚରେ ଉଜବେକିସ୍ତାନର...
ହକି ଷ୍ଟିକ୍ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼
ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ବରାବର ରହିଥିଲା। ମ୍ୟାଚ୍ ଶେଷ ହେବାର...
Archives


