ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର: ଚାକିରିରେ ପଦୋନ୍ନତି
ନୂଆଦିଲ୍ଲୀ,୨୮।୭(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ଓ୍ବେଟ୍ଲିଫ୍ଟର ମୀରାବାଈ ଚାନୁଙ୍କ ଉପରେ ପୁରସ୍କାର ଓଜାଡ଼ି ହୋଇପଡୁଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାନୁଙ୍କ ପାଇଁ ୨ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।...
ଉଇକେଟ୍ ନେବା ପରେ ବୋଲର୍ କଲେ ଏମିତି କାମ, ଯାହା ପୂର୍ବରୁ କେବେ ଶୁଣି ନ ଥିବେ
ନୂଆଦିଲ୍ଲୀ,୨୮।୭: ରୋମାନିଆର କ୍ରିକେଟର ପାଭେଲ ଫ୍ଲୋରିନ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଅନନ୍ୟ ବୋଲିଂ ଆକ୍ସନ ପାଇଁ ଫ୍ଲୋରିନ ଉଇକେଟ୍ ନେବା ପରେ ଏମିତି ଖୁସି ମନାଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାନାସା ଏବଂ...
କ୍ରିକେଟ୍ ମ୍ୟାଚ୍ ଛାଡି ଚୋର ଧରିବାକୁ ଦୌଡିଲେ ଖେଳାଳି: ଆଉ ତା’ପରେ…
ଲଣ୍ଡନ,୨୮।୭: କ୍ରିକେଟ ପଡ଼ିଆରେ ଏପରି ଅନେକ ଘଟଣା ନିଶ୍ଚୟ ଘଟେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । କିନ୍ତୁ ଏଥର କିଛି କ୍ରିକେଟ ପଡିଆରେ ଏକ ଭିନ୍ନ ଘଟଣା ଘଟିଛି, ଯାହା ବିଷୟରେ ଆପଣ ପୂର୍ବରୁ କେବେ ଶୁଣି...
ଟୋକିଓ ଫ୍ଲାଇଟ୍ ମିସ୍ କଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ,୨୭।୭: ଅଲିମ୍ପିକ୍ସରେ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ରେସଲର ଭିନେଶ ଫୋଗଟ ବିଳମ୍ବରେ ପହଞ୍ଚିବେ ଟୋକିଓରେ। ତାଙ୍କୁ ମଙ୍ଗଳବାର ଫ୍ରାଙ୍କଫର୍ଟରୁ ଟୋକିଓ ଫ୍ଲାଇଟ୍ ନେବାର ଥିଲା। କିନ୍ତୁ ୟୁରୋପୀୟ ସଂଘ(ୟୁରୋପିଆନ ୟୁନିଅନ)ରେ ରହିବା ପାଇଁ ତାଙ୍କ ଭିଜାରେ...
ରୁମ୍ କ୍ୱାରେଣ୍ଟିନରେ ଟିମ୍ ଇଣ୍ଡିଆ ଖେଳାଳି
କଲମ୍ବୋ,୨୭।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସିରିଜ୍ର ବଳକା ଦୁଇ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି କ୍ରୁନାଲ। ତାଙ୍କୁ...
କ୍ରୁନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି ଟିମ୍ ଇଣ୍ଡିଆର ୮ ଖେଳାଳି
ନୂଆଦିଲ୍ଲୀ,୨୭।୭: ଭାରତୀୟ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମଙ୍ଗଳବାର ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍କୁ ସ୍ଥଗିତ କରି ଦିଆଯାଇଛି। ଏହି ମ୍ୟାଚ୍ ବୁଧବାର ସମାନ ଆର. ପ୍ରେମଦାସା...
ବାୟୋ-ବବଲ୍ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’
କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବାର ଖବର ଆସିଥିଲା। ଏହାକୁ ନେଇ ମ୍ୟାଚ୍କୁ ସ୍ଥଗିତ ରଖାଯାଇଥିବା ସୂଚନା...
ଟିମ୍ ଇଣ୍ଡିଆର ଟେଷ୍ଟ ଦଳ ପାଇଁ ଖୁସି ଖବର
ଡର୍ହାମ,୨୭।୭: ଭାରତୀୟ ଟେଷ୍ଟ ଦଳକୁ ମଙ୍ଗଳବାର ଏକ ଖୁସି ଖବର ମିଳିଛି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଅଭ୍ୟାସ ମ୍ୟାଚ୍ରେ ଖେଳି ନ ଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଅଗଷ୍ଟ ୪ରୁ ନଟିଂହାମଠାରେ ଖେଳାଯିବାକୁ ଥିବା...
କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ
କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବାରୁ କଲମ୍ବୋ ଖେଳାଯିବାକୁ ଥିବା ଆଜିର ମ୍ୟାଚ ଗୋଟିଏ ଦିନ...
ଆଉ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଲଭ୍ଲିନା
ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରବାଇ ଚାନୁ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେବେଠାରୁ ପ୍ରତ୍ୟେକ ଦିନ ଟୋକିଓରୁ ଦେଶବାସୀ ନିରାଶାଜନକ ଖବର ପାଉଛନ୍ତି। ମଙ୍ଗଳବାର ବକ୍ସିଂରେ ଭାରତ ପାଇଁ...
ପଡିଆରେ ବାନ୍ତି କଲେ, ହ୍ବିଲ୍ଚେୟାର୍ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ
ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ ଏହି ପ୍ରତ୍ୟେକ ଖେଳରେ ଖେଳାଳିଙ୍କୁ କେବଳ ନିଜ ଖେଳକୁ ଶକ୍ତିଶାଳୀ କରିବାକୁ ପଡିବ...
ଟୋକିଓ ଅଲିମ୍ପିକ୍ସରେ ଶରଥଙ୍କ ଅଭିଯାନ ଶେଷ
ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ଦିନରେ ଭାରତୀୟ ଆଥଲେଟ୍ସମାନେ ନିରାଶାଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ଆଉ ଏକ ବଡ଼ ଝଟ୍କା ଲାଗିଛି। ଭାରତର କିମ୍ବଦନ୍ତୀ ଟେବୁଲ ଟେନିସ ଖେଳାଳି ଶରଥ କମଲଙ୍କୁ...
Archives


