ଟି୨୦ ବିଶ୍ୱକପ୍ ପୂର୍ବରୁ ସମସ୍ତଙ୍କୁ ଚକିତ କଲେ ଏହି ବୋଲର୍; ଡେବ୍ୟୁ ମ୍ୟାଚ୍ରେ ନେଲେ ହାଟ୍ରିକ୍; ତଥାପି ହାରିଲା…
ନୂଆଦିଲ୍ଲୀ,୭।୮: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟଚ୍ରେ ବାଂଲାଦେଶ-ଅଷ୍ଟ୍ରେଲିଆ ଶୁକ୍ରବାର ମୁହାଁମୁହିଁ ହୋଇଥିଲେ। ଢ଼ାକାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ଜଣେ ନୂଆ ଖେଳାଳି ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ୍ରେ ୨୬ ବର୍ଷୀୟ ଦ୍ରୁତ ବୋଲର ନାଥାନ୍...
ପରାଜିତ ହୋଇ ବି ଆଦିତିଙ୍କୁ ନେଇ ମିଡ଼ିଆରେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ବଢାଇଲେ ମନୋବଳ…
ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିବାରେ ଗଲ୍ଫର୍ ଆଦିତି ଅଶୋକ ବଞ୍ଚିତ ହୋଇଛନ୍ତି। ଆଦିତି ଗଲ୍ଫ ଇଭେଣ୍ଟରେ କମ୍ ବ୍ୟବଧାନରେ ପଦକ ରୁ ବଞ୍ଚିତ ହୋଇଛନ୍ତି। ଖରାପ ପାଗ ଯୋଗୁ ଚତୁର୍ଥ...
ଖେଳାଳିମାନେ ଜିତୁଥିବା ଅଲିମ୍ପିକ୍ ପଦକର ମୂଲ୍ୟ କେତେ? କ’ଣ ଥାଏ ତାର ସ୍ବତନ୍ତ୍ରତା ଜାଣନ୍ତୁ…
ଟୋକିଓରେ ଅଲିମ୍ପିକ୍ସ-୨୦୨୦ ଜାରି ରହିଛି। ଚଳିତ ବର୍ଷ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅଗଷ୍ଟ ୮ ଯାଏ ଚାଲିବ। ଏଥିରେ ଚାଇନା ପାଖାପାଖି ୭୫ ପଦକ ଜିତିଥିବା ବେଳେ ସେଥିରେ ୩୪ ସ୍ବର୍ଣ୍ଣ ରହିଛି। ସେହିଭଳି ଭାରତ...
ପରାଜୟ ପରେ ଟିମ୍ ଇଣ୍ଡିଆର କୋଚ୍ ପଦ ଛାଡ଼ିଲେ
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ମ୍ୟାଚ୍ରେ ପରାସ୍ତ ହୋଇଥିବା ଭାରତୀୟ ମହିଳା ଦଳକୁ ଲାଗିଛି ବଡ଼ ଝଟ୍କା। ମହିଳା ଦଳର ଅଲିମ୍ପିକ୍ସ ସଫଳତା ପଛରେ ଥିବା କୋଚ୍ ଜୋର୍ଡ ମାରିଜନେଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ହକି ଇଣ୍ଡିଆ ତାଙ୍କ...
ବିଶ୍ୱ କ୍ରିକେଟର ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଲା ବାଂଲାଦେଶ
ଢାକା,୬।୮: କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଲଗାତାର ୩ ଥର ହରାଇ ଦେଇଛି ବାଂଲାଦେଶ। ବିଶ୍ୱ କ୍ରିକେଟରେ ଏହାକୁ ସବୁଠୁ ବଡ଼ ବିପର୍ଯ୍ୟୟ କହିଲେ ଭୁଲ ହେବ ନାହିଁ। ଏଥି ପୂର୍ବରୁ କୌଣସି ଫର୍ମାଟରେ ଅଷ୍ଟ୍ରେଲିଆକୁ ବାଂଲାଦେଶ...
ଭାରତକୁ ଅଗ୍ରଣୀ ଦେଲେ ଜାଡେଜା, ରାହୁଲ, ଟେଲଏଣ୍ଡର୍ସ
ଟ୍ରେଣ୍ଟ ବ୍ରିଜ୍,୬।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୯୫ ରନ୍ର ଅଗ୍ରଣୀ ହାସଲ କରିଛି ଭାରତୀୟ ଦଳ। ଲୋକେଶ ରାହୁଲ ୮୪ ( ୧୨ ଚୌକା) ଓ ରବୀନ୍ଦ୍ର ଜାଡେଜାଙ୍କ ୫୬ (୮ ଚୌକା ଓ ଗୋଟିଏ...
ଭାଙ୍ଗିଲା କୁମ୍ବଲେଙ୍କ ରେକର୍ଡ
ଟ୍ରେଣ୍ଟ ବ୍ରିଜ,୬।୮: ଟେଷ୍ଟ କ୍ରିକେଟ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଇଂଲଣ୍ଡର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନ। ଏଥିସହ କିମ୍ବଦନ୍ତୀ ଭାରତୀୟ ଲେଗ୍ ସ୍ପିନର ଅନୀଲ କମ୍ବେଲେଙ୍କୁ ସେ ପଛରେ ଛାଡ଼ି...
ଭାରତୀୟ ରେସଲରଙ୍କ ପରାଜୟ ପରେ ରେଫରିଙ୍କୁ ପିଟିଲେ କୋଚ୍
ଟୋକିଓ,୬।୮: ଟୋକିଓ ଅଳିମ୍ପିକ୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ଫ୍ରିଷ୍ଟାଇଲ ବ୍ରୋଞ୍ଜ ପଦକ ମ୍ୟାଚ୍ରେ ସାନ ମାରିନୋର ମାଇଲ ନାଜିମ ଆମିନେଙ୍କ ଠାରୁ ୪-୨ରେ ପରାସ୍ତ ହୋଇଥିଲେ। ମାତ୍ର କିଛି ସେକେଣ୍ଡ୍ରେ...
ଟିମ୍ ଇଣ୍ଡିଆକୁ ଇନିଂସ ଅଗ୍ରଣୀ ଦେଲେ ରାହୁଲ
ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ତୃତୀୟ ଦିନର ମଧ୍ୟାହ୍ନ ଭୋଜନ ସୁଦ୍ଧା ୫...
କପିଳ ଦେବଙ୍କ କ୍ଲବରେ ଜାଡେଜା
ନୂଆଦିଲ୍ଲୀ,୬।୮: ମହାନ ଅଲରାଉଣ୍ଡର ତଥା ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କ କ୍ଲବରେ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି। ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟର ପ୍ରଥମ ଇନିଂସରେ ଅପରାଜିତ ୨୬ ରନ୍ର ଇନିଂସ ଖେଳିବା ଅବସରରେ କ୍ରିକେଟ...
କ୍ରିକେଟ ନୁହେଁ ହକିର ପ୍ରଶଂସକ ପାଲଟିଲା ଦିଲ୍ଲୀ କ୍ୟାପିଟାଲ୍ସ, କିଛି ଏଭଳି ଢ଼ଙ୍ଗରେ ଦେଲା ସମ୍ମାନ
ନୂଆଦିଲ୍ଲୀ,୬।୮: ଟୋକିଓରେ ଅନୁଷ୍ଠିତ ହେଉଥିବା ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନ ଉଚ୍ଚକୋଟିର ରହିଥିଲା। ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ଧରି ଚାଲିଆସିଥିବା ପଦକ ଶୂନ୍ୟତାକୁ ଦୂର କରିଥିବା ବେଳେ ମହିଳା ହକି ଦଳକୁ ନିରାଶ ହେବାକୁ...
କ୍ୟାପଟେନ କୁଲଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍
ନୂଆଦିଲ୍ଲୀ,୬।୮: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ କାର୍ଯ୍ୟକଳାପ, ଫ୍ୟାଶନ ଓ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏବେ କ୍ୟାପଟେନ କୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା...
Archives


