୧୬ ଛକା, ୨୨ ଚୌକା ସହ ୨୫୪ ରନ୍ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମ୍କାଇ ଦେଇଥିଲେ ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍
ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଜଣେ ଜଣାଶୁଣା ଅଲରାଉଣ୍ଡର ଥିେଲେ। ଖେଳର ପ୍ରତ୍ୟେକ ବିଭାଗରେ ବ୍ୟାଟିଂ, ବୋଲିଂ କିମ୍ବା ଫିଲ୍ଡିଂରେ ସେ ନିଜର ପରିଚୟ ଛାଡି ପାରିଥିଲେ। ତେବେ ବିବାଦ ସହ ତାଙ୍କର ମଧ୍ୟ ଗଭୀର ସମ୍ପର୍କ ଥିଲା।...
ଏହି ରେକର୍ଡ କହୁଛି ଭାରତ ହାରିବା କଷ୍ଟକର
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ଟେଷ୍ଟ ଡ୍ର ଥିଲା। ବିରାଟ କୋହଲିଙ୍କ...
ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୨୫ଠାରୁ ଲିଡ୍ସରେ ଖେଳାଯିବ। ଭାରତ ଆତ୍ମବିଶ୍ୱାସ ବଢ଼ାଇ ମ୍ୟାଚକୁ ଆସିବ ଏବଂ ସିରିଜରେ ନିଜର ସ୍ଥିତିକୁ ମଜବୁତ କରିବାକୁ ଚାହୁଁଥିବାବେଳେ ଆୟୋଜକ ଇଂଲଣ୍ଡ ବିଜୟ ସହ ଆକାଉଣ୍ଟ...
ଓ୍ବିନିଂ କମ୍ବିନେଶନରେ ପରିବର୍ତ୍ତନ ହୋଇପାରେ: କୋହଲି
ଲିଡ୍ସ,୨୪।୮ : ଓ୍ବିନିଂ କମ୍ବିନେଶନରେ କୌଣସି ପ୍ରକାର ପରିବର୍ତ୍ତନ ଚାହାନ୍ତି ନାହିଁ ଭାରତୀୟ ଅଧିନାୟକ ବିରାଟ କୋହଲି। କିନ୍ତୁ ହେଡିଂଲେ ପିଚ୍କୁ ଦେଖିବା ପରେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଖେଳିବାର ସମ୍ଭାବନା ବଢ଼ିଯାଇଛି ବୋଲି କୋହଲି କହିଛନ୍ତି। ସାଧାରଣତଃ...
‘ବୁମରା ମୋତେ ଆଉଟ୍ କରିବାକୁ ଚାହୁଁ ନ ଥିଲେ’
ଲିଡ୍ସ,୨୪।୮ : ଲଡର୍ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ ଶର୍ଟ ପିଚ୍ ବଲ ପକାଇଥିଲେ। ତେବେ ବୁମରା ମୋତେ ଆଉଟ୍ କରିବାକୁ ଉଦ୍ୟମ...
ଇତିହାସ ରଚିପାରନ୍ତି ବୁମ୍ରା
ଲଡ୍ସ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେରେ ଖେଳାଯିବ। ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ଅଗଷ୍ଟ ୨୫ରୁ ଅର୍ଥାତ୍ ଆଜିଠୁ ଆରମ୍ଭ ହେବ। ଇଂଲଣ୍ଡ ଦଳ ବିପକ୍ଷ ତୃତୀୟ ମ୍ୟାଚ...
କ୍ଷମା ମାଗିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଜୋହାନ୍ସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟ କିପର ତଥା ବର୍ତ୍ତମାନର ମୁଖ୍ୟ କୋଚ ମାର୍କ ବାଉଚର୍ କ୍ଷମା ମାଗିଛନ୍ତି। ସେ ଖେଳୁଥିବା ସମୟରେ ଅପମାନଜନକ ଗୀତ ଗାଉଥିବା ଏକ ଗୋଷ୍ଠୀର ଅଂଶ ହୋଇଥିବାରୁ ଏବଂ ଅଶ୍ୱେତ ସାଥୀ ଖେଳାଳିଙ୍କ ଅପମାନ...
ବିରାଟବାହିନୀଙ୍କୁ ଡରିଗଲେ ଇଂଲଣ୍ଡ ଅଧିନାୟକ: କହିଲେ ଏମିତି କଥା
ଲଣ୍ଡନ,୨୪।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଅଗଷ୍ଟ ୨୫ ବୁଧବାର ଠାରୁ ଆରମ୍ଭ ହେଉଛି। ହେଡିଙ୍ଗଲିରେ ଆୟୋଜିତ ହେବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ...
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍
ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ସେ ନିଜର ସ୍ପେଲ୍ ପୂରଣ କରିପାରି ନ ଥିଲେ। ଏଭଳି...
ଇତିହାସ ରଚିଲେ ଏହି କ୍ରିକେଟର୍
କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗଷ୍ଟନ ଟେଷ୍ଟର ତୃତୀୟ ଦିନରେ ସେ ଏକ ଶତକ ସ୍କୋର କରି ଏହା...
୫୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ୍ ଦଳ ରଚିଥିଲା ଇତିହାସ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆକୁ ୨୫ ଅଗଷ୍ଟରୁ ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ଖେଳିବ। ଲର୍ଡସ ଟେଷ୍ଟ ଜିତିବା ପରେ ଭାରତ ଏହି ସିରିଜକୁ ୧-୦ରେ ଆଗେଇ ନେଇଛି। କିନ୍ତୁ କିଛି...
ବିରାଟ କୋହଲିଙ୍କଠାରୁ ଅଧିକ ଦରମା ନିଅନ୍ତି ଏହି ୨ କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ବିରାଟ ଗୋଟିଏ ବର୍ଷରେ କେତେ ଟଙ୍କା ରୋଜଗାର କରନ୍ତି ତାହା ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବିସିସିଆଇ ମଧ୍ୟ...
Archives


