ଖେଳ

ଜଣେ ଖେଳାଳିଙ୍କୁ ଆଉଟ୍‌ କରିବା ପାଇଁ ୧୧ ଖେଳାଳି ଲାଗିପଡି ଥିଲେ, ପରେ…

ସାଉଥମ୍ପଟନ,୩।୯: କାଉଣ୍ଟି କ୍ରିକେଟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ହାମ୍ପସାୟର୍‌ ଏବଂ ୟର୍କଶାୟର୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ୪୬ଟି ବଲ ଖେଳିବାକୁ ବାକି ଥିଲା ଏବଂ କେବଳ ଗୋଟିଏ ଉଇକେଟ ଥିଲା। ଶେଷ ମୁହୂର୍ତ୍ତରେ, ୟର୍କଶାୟର୍‌ ବୋଲରଙ୍କ ସମେତ...

ପୁଣି ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅବନୀ

ଟୋକିଓ,୩।୯: ମହିଳା ୫୦ ମିଟର ରାଇଫଲ ପି-୩, ଏସ୍‌ଏଚ୍‌-୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଅବନୀ ଲେଖରା ଇତିହାସ ସୃଷ୍ଟି କରଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା ଅବନୀଙ୍କର ଦ୍ୱିତୀୟ ପଦକ। ଏହାପୂର୍ବରୁ ସେ ସ୍ବର୍ଣ୍ଣ ପଦକ ଜିତଥିଲେ। ଏହା ବ୍ୟତୀତ...

ଆଣ୍ଠୁରୁ ବୋହୁଥିଲା ଧାର ଧାର ରକ୍ତ; ତଥାପି ବୋଲିଂ କରି ଚାଲିଥିଲେ: ପ୍ରଶଂସକ କହିଲେ…

ଓଭାଲ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ମୋଟ ୧୩ ଉଇକେଟ ପଡିଥିଲା। କିନ୍ତୁ ଏହି ସମୟରେ ଇଂଲଣ୍ଡର ଦ୍ରୁତ ବୋଲର...

ଇତିହାସ ରଚିଲେ ପ୍ରବୀଣ

ଟୋକିଓ,୩।୯: ଭାରତୀୟ ଆଥଲେଟ ପ୍ରବୀଣ କୁମାର ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଟି -୬୪ ହାଇ ଜମ୍ପ୍‌ ଇଭେଣ୍ଟ ଫାଇନାଲରେ ରୌପ୍ୟ ପଦକ ଜିତିଥିଲେ। ଏହି ମ୍ୟାଚ୍‌ରେ ନୋଏଡା ନିବାସୀ ପ୍ରବୀଣ ୨.୦୭ ମିଟର ଡେଇଁ...

ଆଇନର ଆଶ୍ରୟ ନେଲେ ଦୂତୀ

ଭୁବନେଶ୍ୱର,୩।୯(କ୍ରୀଡ଼ା ପ୍ରତିନିଧି): ୨୦୧୬ ରିଓ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ସହ ଏସିଆନ ଗେମ୍ସରେ ୨ଟି ରୌପ୍ୟ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିବା ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବେ ନିଜକୁ ଅସହଜ ମନେକରୁଛନ୍ତି। ତାଙ୍କ...

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଲିଡ୍ସ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ...

ଡେବ୍ୟୁ ମ୍ୟାଚ୍‌ରେ ୯ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଥିଲେ ଏହି ବୋଲର୍‌

ଭାରତୀୟ ପେସର୍‌ ମହମ୍ମଦ ଶାମି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଇଂଲଣ୍ଡ ଗସ୍ତରେ ଟିମ ଇଣ୍ଡିଆ ସହିତ ଥିବା ଶାମି ତାଙ୍କ କ୍ୟାରିୟରରେ ଅନେକ ଥର ବିଜୟରେ ସହଯୋଗ କରିଥିଲେ। ଟେଷ୍ଟ ଡେବ୍ୟୁରେ ସେ ୱେଷ୍ଟଇଣ୍ଡିଜ...

ଓ୍ବାଇଡ୍‌-ନୋ’ ବଲ୍‌ ନାହିଁ; ତଥାପି ଗୋଟିଏ ଓଭରରେ ପଡିଲା ୭ ବଲ୍‌: ଜାଣନ୍ତୁ ରୋଚକ ଘଟଣା ବିଷୟରେ..

କଲମ୍ବୋ,୩।୯:ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ ଟି ଦିନିକିଆ ସିରିଜ ଗୁରୁବାର ଠାରୁ କଲମ୍ବୋରେ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଶ୍ରୀଲଙ୍କା ଇନିଂସର...

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ।...

ଗୋଟିଏ ଓଭରରେ ଇଂଲଣ୍ଡକୁ ଡବଲ ଝଟକା ଦେଲେ ବୁମରା

ଓଭାଲ,୨।୯: ଏଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହାପରେ ଗୋଟିଏ ଓଭରରେ ଇଂଲଣ୍ଡର ଦୁଇ ଓପନରଙ୍କୁ ବିଦା କରିଛନ୍ତି ଯଶପ୍ରୀତ ବୁମରା। ରୋରି ବନର୍‌ସ (୫)ଙ୍କୁ କ୍ଲିନ ବୋଲ୍ଡ କରିବା...

୨୦୦ ଛୁଇଁ ପାରିଲାନି ଟିମ୍‌ ଇଣ୍ଡିଆ

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷରେ ଏଠାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୯୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ପୂରା ଫେଲ୍‌ ମାରିଥିଲା ଟପ୍‌ ଅର୍ଡର। କେବଳ ଅଧିନାୟକ...

ଭଲ ଆରମ୍ଭକୁ ବଡ଼ ଇନିଂସରେ ପରିବର୍ତ୍ତନ କରିପାରିଲେ ନାହିଁ କୋହଲି

ଓଭାଲ,୨।୯: ଇଂଲଣ୍ଡ ବିପକ୍ଷ ଓଭାଲ ତଥା ଚତୁର୍ଥ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଭଲ ଆରମ୍ଭ ମିଳିଥିଲା। ଥରେ ସ୍ଲିପ୍‌ ଅଞ୍ଚଳରେ ଜୀବନଦାନ ପାଇଥିବା କୋହଲି ୯୬ ବଲର ସମ୍ମୁଖୀନ ହୋଇ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri