ଖେଳ

ସ୍ବର୍ଣ୍ଣ ଆଣିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ,୪ା୯: ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଆଣିଛନ୍ତି। ଫାଇନାଲରେ ପ୍ରମୋଦ ତାଙ୍କ ବ୍ରିଟେନ...

ନୀରଜ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଉପସ୍ଥାପକ, ଲାଜରେ ସରି କହିବାକୁ ବାଧ୍ୟ ହେଲେ ଗୋଲଡେନ୍‌ ବୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍‌ ଥ୍ରୋଓର ନୀରଜ ଚୋପ୍ରା ଏବେ ଅଜବ ପ୍ରଶ୍ନସବୁର ସାମ୍ନା କରୁଛନ୍ତି। ଭାରତ ଫେରିବା ପରେ ନୀରଜଙ୍କ ଉପରେ ଖାଲି ପ୍ରଶ୍ନ ବର୍ଷା। ସବୁଠୁ ଆଶ୍ଚର୍ଯ୍ୟର କଥା ଏଥର ଯେଉଁ ପ୍ରଶ୍ନ...

ଶୁଟିଂରେ ଭାରତକୁ ସ୍ବର୍ଣ୍ଣ-ରୌପ୍ୟ ପଦକ…

ଟୋକିଓ ,୪।୯: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶନିବାର ଭାରତକୁ ଶୁଟିଂରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଶୁଟର ମନୀଷ ନରୱାଲ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଣିଥିବାବେଳେ ସିଂହରାଜ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ...

ଗିରଫ ହେଲେ ଜାର୍ଭୋ

ଲଣ୍ଡନ,୪।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ବରାମ୍ବାର ଗ୍ରାଉଣ୍ଡରେ ପଶି ଖେଳରେ ବାଧକ ସାଜୁଥିବା ୟୁଟ୍ୟୁବର ଡାନିଏଲ ଜାର୍ଭିସଙ୍କୁ ଶୁକ୍ରାବର ଗିରଫ କରାଯାଇଛି। ଓଭାଲଠାରେ ଚାଲିଥିବା ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନର ପ୍ରଥମ ସେସନରେ ଜାର୍ଭୋ ପୁଣି ଥରେ ଗ୍ରାଉଣ୍ଡରେ ପ୍ରବେଶ...

ଉଇକେଟ ପଡ଼ିବାକୁ ଦେଲେନି ରାହୁଲ-ରୋହିତ

ଓଭାଲ,୩।୯: ଚତୁର୍ଥ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଦିନ ମଧ୍ୟ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୯୮ ରନ୍‌ର ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଦଳ ଦ୍ୱିତୀୟ ଦିନ ସୁଦ୍ଧା ବିନା କୌଣସି କ୍ଷତିରେ...

ପରିସ୍ଥିତିର ଫାଇଦା ଉଠାଇ ପାରିଲେନି ଭାରତୀୟ ବୋଲର

ଓଭାଲ,୩।୯: ଚଳିତ ଓଭାଲ ଟେଷ୍ଟରେ ପ୍ରମୁଖ ବ୍ୟାଟ୍ସମ୍ୟାନ ବିଫଳ ହେବା ସତ୍ତ୍ୱେ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଭାରତ ୧୯୧ ରନ୍‌ କରିଥିବା ବେଳେ ୨୯୦ ରନ୍‌ରେ ଅଲଆଉଟ୍‌ ହୋଇଛି ଘରୋଇ ଇଂଲଣ୍ଡ ଦଳ। ଫଳରେ ଇଂଲଣ୍ଡ...

ମ୍ୟାଚ୍‌ ଫିକ୍ସିଂ କରିବାକୁ କୋଚ୍‌ କହୁଥିଲେ

ନୂଆଦିଲ୍ଲୀ,୩।୯: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଶୁକ୍ରବାର ଜାତୀୟ କୋଚ୍‌ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ ଆୟୋଜିତ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ତାଙ୍କ ଛାତ୍ର ଠାରୁ ଜାଣିଶୁଣି ହାରି...

ପାକିସ୍ତାନର ଏହି ଅଲରାଉଣ୍ଡର ଧୋନୀଙ୍କ ବଡ଼ ପ୍ରଶଂସକ; ଘରର କାନ୍ଥରେ ଲଗାଇଛନ୍ତି ଫଟୋ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦୁନିଆର କୋଣ ଅନୁକୋଣରେ ଧୋନୀଙ୍କ ପ୍ରଶଂସକ ରହିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ପାକିସ୍ତାନୀ ଅଲରାଉଣ୍ଡର। ସେ ହେଉଛନ୍ତି...

ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍‌ କରି ଭାରତୀୟ ପେସର ଉମେଶ ଯାଦବ ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ...

କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ

ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ ଭାର ସମ୍ଭାଳିବେ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦଳର...

ସକାଳୁ ମିଳିଲା ଡବଲ ଉଇକେଟ୍‌, ତଥାପି ଲଢ଼ୁଛି ଇଂଲଣ୍ଡ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୪ର୍ଥ ଟେଷ୍ଟରେ ଦ୍ୱିତୀୟ ଦିନ ଲଞ୍ଚ ସୁଦ୍ଧା ମ୍ୟାଚ୍‌ ବରାବର ସ୍ଥିତିରେ ରହିଛି। ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୫୩/୩)ରୁ ବ୍ୟାଟିଂ ଆରମ୍ଭ କରିଥିଲା ଇଂଲଣ୍ଡ। ସକାଳୁ ସକାଳୁ ଉମେଶ...

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍‌ରାଙ୍କ ସହ ସମାନ ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri