ଖେଳ

ମାଞ୍ଚେଷ୍ଟର ଟେଷ୍ଟ ଉପରେ କଳା ବାଦଲ

ମୁମ୍ବାଇ,୯।୯: ଜଣଙ୍କ ପରେ ଜଣେ ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସିଆର୍‌ ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ପରେ ଟିମ୍‌ ଇଣ୍ଡିଆର ଜଣେ ଆସିଷ୍ଟାଣ୍ଟ ଫିଜିଓଥେରାପିଷ୍ଟ ଯୋଗେଶ ପର୍ମାର କୋଭିଡ୍‌-୧୯ରେ ସଂକ୍ରମିତ ହୋଇଛନ୍ତି। ଏଥି ଯୋଗୁ...

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ଏକ ବର୍ଷ ପୂର୍ବେ ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଟିମ୍‌ରେ କେହି ଜାଣି ନ...

କେବଳ ଏହି ସର୍ତ୍ତରେ ମେଣ୍ଟର ହେବାକୁ ରାଜି ହୋଇଛନ୍ତି ଧୋନୀ; ବିଶ୍ୱକପ୍‌ ଶେଷ ହେବା ପରେ…

ନୂଆଦିଲ୍ଲୀ,୯।୯: ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ଘୋଷଣା କରାଯାଇଛି। ଏଥିସହ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବିଶ୍ୱକପ୍‌ରେ ଜଣେ ମେଣ୍ଟର୍‌ ଭାବେ ନିଯୁକ୍ତ କରାଯାଇଛି। ଧୋନୀଙ୍କ ମାର୍ଗଦର୍ଶକରେ ଭାରତୀୟ ଟିମ୍‌ ଭଲ...

ଖୁସି ଖବର ଦେଲେ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କ ପ୍ରଶଂସକଙ୍କ ସହ ଏକ ବଡ଼ ଖବର ବାଣ୍ଟିଛନ୍ତି। ଟୁଇଟର୍‌ରେ ଗାଙ୍ଗୁଲି ତାଙ୍କ ବାୟୋପିକ ବିଷୟରେ ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ଲଭ ଫିଲ୍ମସ ତାଙ୍କର ବାୟୋପିକ କରୁଛି...

ଟି-୨୦ ଟିମ୍‌ରେ ଅଶ୍ୱିନଙ୍କୁ କାହିଁକି ମିଳିଲା ସୁଯୋଗ; ଚୟନ ଟିମ୍‌ ମୁଖ୍ୟ କହିଲେ କାରଣ…

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ୟୁଏଇର ଅବସ୍ଥାକୁ ଦୃଷ୍ଟିରେ ରଖି ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଦଳରେ ୫...

ଧୋନୀ ମେଣ୍ଟର ହେବା ଦେଖି ଡରିଗଲେ ଗାଭାସ୍କର: ୧୭ ବର୍ଷ ତଳର କଥାକୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୯।୮: ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରୁ ଅନେକ ଭଲ ଖେଳାଳିଙ୍କୁ ବାଦ୍‌ ଦିଆଯାଇଥିବାବେଳେ ଅନେକ ନୂତନ ଚେହେରା ଏକ ସୁଯୋଗ ପାଇଛନ୍ତି। କିନ୍ତୁ ଗୋଟିଏ ନାମକୁ ନେଇ ସବୁଠାରୁ...

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ କୋହଲି; କିଛି ଏଭଳି ଅଛି ରେକର୍ଡ

ନୂଆଦିଲ୍ଲୀ,୯।୯: ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷଣା କରାଯାଇଛି। ୧୫ ସଦସ୍ୟ ଥିବା ଟିମ୍‌ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବିରାଟ କୋହଲି। ବିରାଟ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ...

ଏହି କାରଣରୁ ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ ଧୋନୀ

ବଲିଉଡ୍‌ ଏବଂ ଖେଳ ଜଗତ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଅନେକ କ୍ରିକେଟ୍‌ର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କିଛି ପ୍ରେମ ସମ୍ପର୍କ ବିବାହରେ ପରିଣ ହୋଇଥିବାବେଳେ ଆଉ କିଛି ସମ୍ପର୍କ ଅଧାରୁ ଶେଷ ହୋଇଛି। ଭାରତୀୟ କ୍ରିକେଟ୍‌...

ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବା ପରେ ଏହି କ୍ରିକେଟର୍‌ଙ୍କୁ ହେଲାନି ବିଶ୍ୱାସ: କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ୟୁଏଇ,୯।୯: ୟୁଏଇ ଏବଂ ଓମାନରେ ଆସନ୍ତା ମାସର ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୫ ଜଣିଆ ଦଳରେ ମୁମ୍ବାଇ ଇଣ୍ଡିଆନ୍ସର ୬ ଖେଳାଳିଙ୍କୁ ସାମିଲ କରାଯାଇଛି। ଏଥିରେ ଲେଗ...

ଭାରତରେ ହେଉଥିଲେ ଅଣଦେଖା; ଏବେ ଅନ୍ୟ ଦେଶରେ ୧୦ ଛକା, ୩୦ ଚୌକା ସହ ୩୦୪ ରନ୍‌ କଲେ ଏହି କ୍ରିକେଟର୍‌

ଓ୍ବାଶିଂଟନ୍‌,୯।୯ ଆମେରିକାର ମାଇନୋର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କ ଚମତ୍କାର ବ୍ୟାଟିଂ କରୁଛନ୍ତି। ଉନ୍ମୁକ୍ଟ ଏବେ ଚମତ୍କାର ଫର୍ମରେ ଅଛନ୍ତି ଏବଂ ତାଙ୍କ ଦଳକୁ ଚିକାଗୋ ବ୍ଲାଷ୍ଟର୍ସ ବିପକ୍ଷରେ ୯ ଉଇକେଟ୍‌ ବିଜୟ...

ଧୋନୀ ଦଳରେ ଥିଲେ ହେବ ୫ ଫାଇଦା

ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାମାନେ ଏକ ସନ୍ତୁଳିତ ଦଳ ବାଛିଛନ୍ତି। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ...

ଡିପ୍ରେସନ୍‌ରେ ଥିଲେ ରହସ୍ୟମୟୀ ସ୍ପିନର୍‌: ଗୋଟିଏ ଫୋନ୍‌ କଲ୍‌ ବଦଳାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ ଏକ ରହସ୍ୟମୟୀ ସ୍ପିନର କୁହାଯାଉଥିଲା କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri