ଏହି କାରଣରୁ ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ ଧୋନୀ

ବଲିଉଡ୍‌ ଏବଂ ଖେଳ ଜଗତ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଅନେକ କ୍ରିକେଟ୍‌ର୍‌ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କିଛି ପ୍ରେମ ସମ୍ପର୍କ ବିବାହରେ ପରିଣ ହୋଇଥିବାବେଳେ ଆଉ କିଛି ସମ୍ପର୍କ ଅଧାରୁ ଶେଷ ହୋଇଛି। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସେଥି ମଧ୍ୟରୁ ଅନ୍ୟତମ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଇଣ୍ଡଷ୍ଟ୍ରୀରେ ବେଶ୍‌ ଚର୍ଚ୍ଚା ହୋଇଥିଲା। କୁହାଯାଏ, ଉଭୟ ପରସ୍ପର ସହ ସମୟ ବିତାଇବାକୁ ମଧ୍ୟ ପସନ୍ଦ କରୁଥିଲେ। ଏକ ରାମ୍ପ୍‌ ଶୋ’ରେ ମଧ୍ୟ ଦୁହେଁ ଏକାଠି ନଜର ଆସିଥିଲେ।ଏହାସହ ଅଷ୍ଟ୍ରେଲିଆ ବିପକ୍ଷ ଏକ ଟି-୨୦ ମ୍ୟାଚ୍‌ରେ ମାହିଙ୍କୁ ଚିୟର କରିବା ପାଇଁ ଦୀପିକା ଷ୍ଟାଡିୟମରେ ପହଞ୍ଚିଥିଲେ। କିନ୍ତୁ କୁହାଯାଏ, ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂ ଏହି ପ୍ରେମ ସମ୍ପର୍କରେ କଣ୍ଟା ସାଜିଥିଲେ। ଯୁବରାଜ ଏବଂ ଦୀପିକା ନିକଟତର ହେବା ଦେଖି ମାହି ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ। ଏoହାପରେ ମାହି ସାକ୍ଷୀ ରାଓ୍ବତଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ

ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି...

ଆଇପିଏଲ୍‌-୧୪ : ଭାଗ୍ୟ ବଦଳାଇବା ଆଶାରେ ଆରସିବି

ଚେନ୍ନାଇ,୮।୪(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଭାରତୀୟ...

‘ଧୋନୀଙ୍କୁ ଭାରତୀୟ ଟିମ୍‌ର ପରବର୍ତ୍ତୀ କୋଚ୍‌ କରାଯାଉ’

ନୂଆଦିଲ୍ଲୀ,୧୭।୧୧: ଭାରତୀୟ କ୍ରିକେଟ ଟିମ୍‌ ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ର ସେମିଫାଇନାଲରୁ ବିଦା ହୋଇଥିଲା। ଏହାପରଠାରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍‌...

ଲକ୍ଷ୍ମୀକାନ୍ତଙ୍କ ପାଇଁ ଜୋର୍‌ରେ କାନ୍ଦିଥିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର...

ଆର୍‌ସିବିର ନୂଆ ଅଧିନାୟକ ହେବେ ଏହି କ୍ରିକେଟର ! କିଛି ଏଭଳି…

ନୂଆଦିଲ୍ଲୀ,୧୮।୨: ଖୁବ୍‌ଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନୂତନ ଅଧିନାୟକଙ୍କୁ ନେଇ ଘୋଷଣା ହେବ। ଗତବର୍ଷ ବିରାଟ କୋହଲି ଦଳର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏଣୁ...

ବିଜୟର ନିକଟତର ଭାରତ: ଆଉ ମାତ୍ର ଦୁଇ ଉଇକେଟ ଦୂରରେ

ବିଶାଖାପାଟଣା, ୬।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବିଜୟ ପାଇଁ ଆଉ ଦୁଇ ଉଇକେଟ ଦୂରରେ ଅଛି। ଲଞ୍ଚ୍‌ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା...

ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ବଦଳାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ଅଭିନୟରେ ସମସ୍ତଙ୍କୁ ଆକର୍ଷିତ କରିଥିବା ଅଭିନେତ୍ରୀ ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏମିତି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ପ୍ରତ୍ୟେକ...

ପରଦାରେ ମୁଲାୟମଙ୍କ କାହାଣୀ

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ରାଜନୀତିର ବରିଷ୍ଠ ନେତା ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଛି। ଗୋଟିଏ ପଟେ ରାଜନେତାଙ୍କଠାରୁ ଆରମ୍ଭକରି ସିନେ...

Advertisement
Archives

Model This Week