ଖେଳ

ଆର୍‌ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି

ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ ଚାଲିଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ ଶେଷ ହେବା ପରେ କୋହଲି...

ମାଇଲଷ୍ଟୋନ ମ୍ୟାଚ୍‌ରେ ବୁମରାଙ୍କୁ ଡବଲ୍‌ ଉଇକେଟ

ଦୁବାଇ,୧୯।୯: ଭାରତୀୟ ପେସର ଯଶପ୍ରୀତ ବୁମରା ରବିବାର ମୁମ୍ବାଇ ଇଣ୍ଡିଆ ପାଇଁ ଖେଳିଛନ୍ତି ୧୦୦ତମ ମ୍ୟାଚ୍‌। ଏହି ଅବସରରେ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ସ୍ବତନ୍ତ୍ର ଜର୍ସି ପ୍ରଦାନ କରିଥିଲେ ବୋଲିଂ କୋଚ୍‌ ଜାହିର ଖାନ। ତେବେ ମୁମ୍ବାଇ ପକ୍ଷରୁ ୧୦୦...

ରୋହିତଙ୍କ ଆହତ ସମସ୍ୟା ଉପରେ ଆସିଲା ଅପଡେଟ୍‌

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ର ପ୍ରଥମ ମ୍ୟାଚ୍‌ରେ ବିଶ୍ରାମ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ସେ ଏବେ ଆଣ୍ଠୁ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ଏଣୁ ତାଙ୍କୁ ଆହୁରି ବିଶ୍ରାମ...

ସିଏସ୍‌କେକୁ ଜବରଦସ୍ତ ଫିନିଶିଂ ଦେଲେ ରୁତୁରାଜ

ଦୁବାଇ,୧୯।୯: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଆଗରେ ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି। ଆରମ୍ଭରୁ ୩ ଓଭରରେ ୩ ଉଇକେଟ୍‌ ହରାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ...

‘ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିଲା’

ଅକ୍‌ଲାଣ୍ଡ,୧୯।୯: ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓହରିବା ନିଷ୍ପତ୍ତିକୁ ସମର୍ଥନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ଖେଳାଳିଙ୍କ ଆସୋସିଏଶନ୍‌ (ଏନ୍‌ଜେଡ୍‌ସିପିଏ)। ଦଳର ପ୍ରସ୍ଥାନ ପୂର୍ବରୁ କିଛି ଖେଳାଳିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା। କିନ୍ତୁ ଏହାକୁ ସେତେବେଳେ ଗୁରୁତ୍ୱ...

ଆରମ୍ଭରୁ ସିଏସ୍‌କେକୁ ୫୦ ଭୋଲ୍ଟର ଝଟ୍‌କା

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଆରମ୍ଭରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ୫୦ ଭୋଲ୍ଟର ଝଟ୍‌କା। ପ୍ରଥମ ୨ ଓଭରରେ...

ଆରମ୍ଭ ହେଲା ଆଇପିଏଲ୍‌, ପ୍ରଥମେ ବ୍ୟାଟିଂ କରିବ ସିଏସ୍‌କେ

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟର ଲିଗ୍‌ ମ୍ୟାଚ୍‌ ରବିବାରଠାରୁ ଦୁବାଇରେ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ...

ସେହ୍ବାଗଙ୍କ ବଡ଼ ଭବିଷ୍ୟବାଣୀ: ଏହି ଦଳ ଜିତିବ ଆଇପିଏଲ ୨୦୨୧ ଟାଇଟଲ୍‌

ୟୁଏଇ,୧୯।୯: ଆଜିଠାରୁ ୟୁଏଇରେ ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ଏହି ବଡ ଲିଗ ଚଳିତ ବର୍ଷ ଏପ୍ରିଲ ମାସରେ ଭାରତରେ ଆରମ୍ଭ ହୋଇଥିଲା। କିନ୍ତୁ କରୋନା ଦ୍ୱିତୀୟ ଲହର ହେତୁ ଏହାକୁ ୪ ମେ ମଧ୍ୟଭାଗରେ...

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା...

କ୍ରିକେଟ୍‌ ପଡିଆରେ ଘଟିଲା ଏମିତି ବିରଳ ଘଟଣା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୯: କ୍ରିକେଟ ପଡିଆରେ ବେଳେବେଳେ ଏକ ଛୋଟ ଭୁଲ ଦଳ ଏବଂ ଖେଳାଳିଙ୍କ ଉପରେ ଭାରୀ ପଡିଯାଏ। କେଣ୍ଟ ଏବଂ ସମମରସେଟ ମଧ୍ୟରେ ଭାଇଟାଲିଟି ବ୍ଲାଷ୍ଟର ଟାଇଟଲ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେତେବେଳେ ବାଉଣ୍ଡ୍ରି ଲାଇନ୍‌ରେ ଫିଲ୍ଡରଙ୍କ...

ଟୁଇଟ୍‌ କରି କ୍ରିକେଟ୍‌ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍‌ ଗେଲ୍‌: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର ଦିନ ଏହି ସିରିଜ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଦଳ...

ହେଭିଓ୍ବେଟ୍‌ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ଦୁବାଇ,୧୮।୯: ବିଶ୍ୱର ସର୍ବଶ୍ରେଷ୍ଠ ଟି୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ରବିବାରଠାରୁ ଆଇପିଏଲ୍‌ ୧୪ତମ ସଂସ୍କରଣର ବାକିଥିବା ମ୍ୟାଚ୍‌ ଆରମ୍ଭ ହେବ। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri