ଖେଳ

କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବାକୁ ନେଇ ସେ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋହଲିଙ୍କ ଏହି...

ପ୍ରଥମେ ବ୍ୟାଟିଂ କରିବ ଆର୍‌ସିବି

ଆବୁ ଧାବି,୨୦।୯: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ଦଳର ଅଧିନାୟକ ବିରାଟ କୋହଲି। ତେବେ କୋହଲିଙ୍କ ନେତୃତ୍ୱାଧୀନ ଦଳ ଏହି ମ୍ୟାଚ୍‌ରେ...

ବାରବାଟୀରେ ଟି୨୦ ମ୍ୟାଚ୍‌

କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ୨୦୨୨ ଫେବୃୟାରୀରେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର...

ରନ୍‌ଆଉଟ୍‌ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍‌, ଆଉ ତା’ପରେ…

ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ ସାମିଲ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର...

କୋହଲିଙ୍କ ପାଇଁ ଆଜି ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ତିନିଥର ଫାଇନାଲିଷ୍ଟ ଆରସିବି ଆଜି ଦୁଇଥର ଚାମ୍ପିଅନ କେକେଆର୍‌ ସହିତ ମୁହାଁମୁହିଁ ହେବେ। ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପରେ ଆରସିବି ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା...

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ସହ...

ଅରେଞ୍ଜ, ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି କେଉଁ ଖେଳାଳି: ଜାଣନ୍ତୁ

ୟୁଏଇ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧)ର ୧୪ ତମ ସିଜନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଧୋନୀଙ୍କ ସିଏସକେ...

ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ

ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍‌ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ ଡିଆରଏସ୍‌କୁ ଧୋନୀ ସମୀକ୍ଷା ସିଷ୍ଟମ ଆଖ୍ୟା ଦେଇଛନ୍ତି। ଧୋନୀଙ୍କ ଡିଆରଏସ୍‌ ପ୍ରାୟ ଅଧିକାଂଶ...

କ’ଣ ହେବ କୋହଲିଙ୍କ ଭବିଷ୍ୟତ?

ୟୁଏଇ,୨୦।୯: ଯାହା ଆଶା କରାଯାଉଥିଲା, ଶେଷରେ ତାହା ହିଁ ଘଟିଲା। ବିରାଟ କୋହଲି ୨ ଦିନ ମଧ୍ୟରେ ଦ୍ୱିତୀୟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏବେ ତାଙ୍କୁ ଆଇପିଏଲରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଦେଖିବାକୁ ମିଳିବ ନାହିଁ। ସେ...

ସେହ୍ବାଗଙ୍କ ବିସ୍ଫୋରକ ସଟ୍‌ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ…

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗ୍‌ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି ପାରିନାହାନ୍ତି। ନିକଟରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ...

ଦିନିକିଆ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍‌ ହ୍ୟାଟ୍ରିକ୍‌ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ରେ ପ୍ରଥମ ହ୍ୟାଟ୍ରିକ୍‌ କେଉଁ ବୋଲର୍‌ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ...

ସିଏସ୍‌କେକୁ ଶିଖରରେ ପହଞ୍ଚାଇଲେ ରୁତୁରାଜ

ଦୁବାଇ,୧୯।୯: ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ସତ୍ତ୍ୱେ ରୁତୁରାଜ ଗାଏକ୍ୱାଡଙ୍କ ୮୮ ରନ୍‌ର ବିସ୍ଫୋରକ ପାଳି ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରତିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଛିଡ଼ା କରିଥିଲା ୧୫୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ତା’ ପରେ ଦୀପକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri