ଟକ୍କର ଦେଇ ହାରିଲା ହାଇଦ୍ରାବାଦ୍
ଶାରଜା,୨୫।୯: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୩୭ତମ ମ୍ୟାଚ୍ରେ ଶନିବାର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୫ ରନରେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୨୦...
୧୨୫ରେ ଅଟକିଲା ପଞ୍ଜାବ
ଶାରଜା,୨୫।୯: ଶାରଜାରେ ଶନିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଦ୍ୱିତୀୟ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ କେନ ଓ୍ବିଲିୟମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଅଧିନାୟକ ଲୋକେଶ ରାହୁଲଙ୍କ ପଞ୍ଜାବ...
ଦିଲ୍ଲୀ କ୍ୟାପିଟାଲ୍ସ ଶୀର୍ଷରେ
ଅବୁଧାବି,୨୫।୯: ୟୁଏଇରେ ଚାଳିଥିବା ଆଇପିଏଲ୍ ଫେଜ୍-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଶୀର୍ଷ ସ୍ଥାନକୁ ଉଠିଛି। ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲକୁ ୩୩ ରନ୍ରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ବିଜୟ ସହ ଅଧିନାୟ...
ହାର୍ଦ୍ଦିକ ଯଦି ଆହତ ତେବେ କାହିଁକି ବିଶ୍ୱକପ୍ ଟିମ୍ରେ କରାଗଲା ସାମିଲ? ଏଭଳି ପ୍ରଶ୍ନ ଉଠାଇଲେ…
ନୂଆଦିଲ୍ଲୀ,୨୫।୯: ଭାରତର ପର୍ବତନ କ୍ରିକେଟର ସବା କରିମ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟ୍ନେସ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆସନ୍ତା ମାସରେ ୟୁଏଇ ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ଟିମ୍ରେ କାହିଁକି ତାଙ୍କୁ...
ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍; ଅଡୁଆରେ ପଡ଼ିବ କି ଦିଲ୍ଲୀ…
ଆବୁଧାବି,୨୫।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର ଏହା ଦ୍ୱିତୀୟ ମ୍ୟାଚ୍ ହୋଇଥିବା ବେଳେ ଦଳ ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ...
ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ରେ ରୋକିଲା ରାଜସ୍ଥାନ
ଅବୁଧାବି,୨୫।୯: ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ ଅଧିନାୟ ସଞ୍ଜୁ ସାମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪...
ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍ସିବି ବିପକ୍ଷ ମ୍ୟାଚ୍ ଜିତିବା ପରେ…
ଆବୁଧାବି,୨୫।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୩୫ତମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୫୬ରନ୍ କରିଥିଲା। ଜବାବରେ ଚେନ୍ନାଇ...
ପୁଣି ଶୀର୍ଷକୁ ଫେରିଲା ସିଏସ୍କେ
ଶାରଜା,୨୪।୯: ସ୍ଥାନୀୟ ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୬ ଉଇକେଟରେ ହରାଇ ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଏହି ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍କେ ୧୪ ପଏଣ୍ଟ...
ପୁଣି ଥରେ ପଦାରେ ପଡ଼ିଲା ଆରସିବିର ମିଡିଲ ଅର୍ଡର ସମସ୍ୟା
ଶାରଜା,୨୪।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ। ଦୁହେଁ ୧୩ ଓଭରରେ ୧୧୧ ରନ୍ କରିଥିଲେ। ଏହାପରେ ଆରସିବିର ମଧ୍ୟକ୍ରମର ଦୁର୍ବୃଳତା...
ମ୍ୟାଚ୍ ପୂର୍ବରୁ ଶାରଜାରେ ଧୂଳିଝଡ଼
ଶାରଜା,୨୪।୯: ଛକା ଓ ଚୌକା ପାଇଁ ଜଣାଶୁଣା ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଦେଖାଦେଇଛି ଧୂଳିଝଡ଼। ଏଥି ଯୋଗୁ ୧୦...
ପାକିସ୍ତାନ ମନରୁ ଏବେ ବି ଲିଭିନି ପରାଜୟ
ନୂଆଦିଲ୍ଲୀ,୨୪।୯: ସେପ୍ଟେମ୍ବର ୨୪ ତାରିଖ ଭାରତୀୟ କ୍ରିକେଟ ପାଇଁ ସ୍ବର୍ଣ୍ଣିମ ଦିନ। ଠିକ୍ ୧୪ ବର୍ଷ ତଳେ ଅର୍ଥାତ୍ ୨୦୦୭ରେ ଆଜିର ଦିନରେ ଭାରତ ଟି୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା। ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଇତିହାସ ରଚିଥିଲା ମହେନ୍ଦ୍ର...
ନଟରାଜନଙ୍କ ସ୍ଥାନରେ ନୂଆ ପେସର
ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି କରିଛି ସନରାଇଜର୍ସ। ତେବେ ନଟରାଜନ ସୁସ୍ଥ ହୋଇ ଦଳରେ ଯୋଗ ନ ଦେଲା...
Archives


