ପଞ୍ଜାବକୁ ଦିଗହରା ହେବାକୁ ଦେଲେନି ଶାହାରୁଖ ଖାନ
ଦୁବାଇ,୨।୧୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ହରାଇ ଦେଇଛି। କେକେଆର୍ ପକ୍ଷରୁ ଧାର୍ଯ୍ୟ ୧୬୬ ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୯.୩ ଓଭରରେ ହାସଲ କରିଥିଲା। ପଞ୍ଜାବ...
ପଞ୍ଜାବ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ
ଦୁବାଇ,୧।୧୦ : ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ ଲିଗ୍ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଆଗରେ ୧୬୬ ରନ୍ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଓପନର ଭେଙ୍କଟେଶ ଆୟାରଙ୍କ ୬୭...
ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି
ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ ହୋଇଛି। ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ...
କର ବା ମର ମ୍ୟାଚ୍; ପ୍ରଥମେ ବ୍ୟାଟିଂ କରିବ କେକେଆର
ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ରାତିରେ କାକର ପଡ଼ିବାର ସମ୍ଭାବନା...
ଗୋଟିଏ ଛକା, ଅନେକ ଭିଡିଓ; ଦେଖନ୍ତୁ ଧୋନୀ ବିଜୟୀ ଛକା ମାରିବା ପରେ…
ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା ଲାଗି ରହିଥିଲେ ହେଁ ଧୋନୀଙ୍କ ପ୍ରତି ଥିବା ଭଲପାଇବା କମ୍ ହୋଇନାହିଁ। ଗୁରୁବାର...
ଖୁସିରେ ଝୁମି ଉଠିଲେ ଧୋନୀଙ୍କ ସ୍ତ୍ରୀ-ଝିଅ
ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୬ ଉଇକେଟରେ ପରାସ୍ତ କରିଛି। ଏହା ସହିତ ସିଏସକେ ପ୍ଲେ ଅଫରେ ପହଞ୍ଚିବାରେ ପ୍ରଥମ ଦଳ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଉଇକେଟ ହରାଇ ୧୩୪ ରନ...
ଇତିହାସ ରଚିଲେ ମନ୍ଧାନା
ସିଡନୀ,୧।୯: ଅଷ୍ଟ୍ରେଲିଆ ବିପକ୍ଷ ଡେ’ ନାଇଟ ଟେଷ୍ଟରେ ଶତକ ହାସଲ କରି ଭାରତର ଓପନର୍ ସ୍ମୃତି ମନ୍ଧାନା ଇତିହାସ ସୃଷ୍ଟି କରିଛନ୍ତି। ସେ ଡେ’ ନାଇଟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା ଭାରତର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି।...
୯୬ ମିଟର ଛକା ମାରି ମ୍ୟାଚ୍ ଜିତାଇଲେ ଧୋନୀ, ପ୍ରଶଂସକ କହିଲେ…
ଶାରଜା,୧।୧୦: ଆଇପିଏଲ ୨୦୨୧ର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୬ଟି ଉଇକେଟରେ ପରାସ୍ତ କରିଛି।ଏହି ବିଜୟ ସହିତ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସକେ ଚଳିତ ସିଜିନର ପ୍ଲେ ଅଫରେ ସ୍ଥାନ ପାଇବାରେ ପ୍ରଥମ ଦଳ ହୋଇପାରିଛି।...
ବୋଲରଙ୍କୁ ଚ୍ୟାଲେଞ୍ଜ୍ ଦେଲେ ଶେୟାସ
ଶାରଜା,୧।୧୦: ଆଇପିଏଲ ୨୦୨୧ରେ ଶ୍ରେୟସ ଆୟାର ବ୍ୟାଟିଂରେ କମାଲ୍ କରିଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରି ତିନୋଟି ମ୍ୟାଚରେ ୯୧ ରନ ସଂଗ୍ରହ କରି ଦିଲ୍ଲୀକୁ ଦୁଇଟି ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲେ। କାନ୍ଧରେ ଆଘାତ ହେତୁ ଶ୍ରେୟସ ଆଇପିଏଲ୍...
ଆଇପିଏଲ୍ ଅଧାରୁ ଛାଡି ପଳାଇଲେ ‘ୟୁନିଭର୍ସ ବସ୍’: ଜାଣନ୍ତୁ କାହିଁକି
ଦୁବାଇ,୧।୧୦: ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସକୁ ଏକ ବଡ଼ ଝଟ୍କା ଲାଗିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ଆଜିର ମ୍ୟାଚ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଆଇପିଏଲରୁ ଓହରି ଯାଇଛନ୍ତି। ବାୟୋ-ବବଲ ଥକ୍କା କାରଣରୁ ସେ ଆଇପିଏଲରୁ...
ମନର ଯନ୍ତ୍ରଣା ବଖାଣିଲେ ଧୋନୀ
ଶାରଜା,୧।୧୦: ଚେନ୍ନାଇ ସୁପର କିଙ୍ଗସ ଏକାଦଶ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗରପ୍ଲେ ଅଫରେ ପ୍ରବେଶ କରିଛି। କିନ୍ତୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱାସ କରନ୍ତି ଯେ ଗତ ବର୍ଷ ପ୍ରଥମ ଥର ପାଇଁ ଦଳ ଏହି ମାଇଲଖୁଣ୍ଟରେ...
ଆଇପିଏଲ୍ରେ ପ୍ରଥମ କ୍ରିକେଟର୍ ଭାବେ ଏମିତି କାରନାମା କଲେ ଧୋନୀ
ଶାରଜା,୧।୧୦:ଆଇପିଏଲ ୨୦୨୧ରେ ଆଉ ଏକ ରେକର୍ଡ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ସିଜିନର ୪୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନୀ ଗୁରୁବାର ଶାରଜାଠାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ କ୍ୟାଚ ରେକର୍ଡ କରିଛନ୍ତି। ଏହି ଟି -୨୦ ଲିଗରେ...
Archives


