ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ
ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଧିନାୟକ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପିଚ୍ ହାର୍ଡ ଦେଖାଦେଉଥିବାରୁ ପ୍ରଥମେ ବ୍ୟାଟିଂ କରିବା ସହଜ...
‘ଶ୍ରେଷ୍ଠ ଫିନିଶର ଭାବେ ମନେ ରଖାଯିବ’
ଆବୁଧାବି,୧୧।୧୦: ”ମୋ ମତରେ ମହେନ୍ଦ୍ର ସିଂ ଧୋନୀ ଜଣେ କିମ୍ବଦନ୍ତୀ ଖେଳାଳି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଡେଥ୍ ଓଭରରେ ଚେନ୍ନାଇ ରବୀନ୍ଦ୍ର ଜାଡେଜା ନା ମହେନ୍ଦ୍ର ସିଂ ଧୋନୀଙ୍କୁ ପଠାଇବ ବୋଲି ଆମେ ଡଗଆଉଟ୍ରେ ଆଲୋଚନା କରୁଥିଲୁ। ଧୋନୀ...
ଅଧିନାୟକ କୋହଲିଙ୍କ ପାଇଁ ଅନ୍ତିମ ମ୍ୟାଚ୍!
ଶାରଜା,୧୧।୧୦: ସ୍ଥାନୀୟ ଶାରଜା କ୍ରିକେଟ ଗ୍ରାଉଣ୍ଡରେ ସୋମବାର ସନ୍ଧ୍ୟାରେ ଖେଳାଯିବ ଚଳିତ ଆଇପିଏଲର ପ୍ରଥମ ଏଲିମିନେଟର। ଏହି ନକ୍ଆଉଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପରସ୍ପରକୁ ଭେଟିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,...
ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର...
ହୃଦୟ ଜିତିଲେ ଧୋନୀ, କାନ୍ଦିଲେ ସ୍ତ୍ରୀ
ଦୁବାଇ,୧୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ ୨୦୨୧ର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି। ଏହି ମ୍ୟାଚ୍ରେ ନିଜକୁ ବିଶ୍ୱର ସବୁଠୁ ବଡ ମ୍ୟାଚ ବିଜେତା...
କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ
ଦୁବାଇ,୧୧।୧୦: ଆଇପିଏଲ୍ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଜିତିବା ପରେ ଫିନିସର ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ପ୍ରାଧାନ୍ୟ...
ବଡ଼ ରେକର୍ଡ ହାସଲ କଲେ ରିଷଭ
ଦୁବାଇ,୧୧।୧୦: ଆଇପିଏଲର ରୋମାଞ୍ଚକର ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟ୍ରେ ପରାସ୍ତ କରି ପ୍ଲେ ଅଫ୍ରେ ପହଞ୍ଚିିଛି। ଏହି ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ ହାରିଥିଲେ। କିନ୍ତୁ ଏହି ମ୍ୟାଚ ଖେଳିବା ସହ...
ଧୋନୀ ମ୍ୟାଚ୍ ଜିତାଇବା ଦେଖି ଚେୟାର୍ ଉପରୁ ଡେଇଁ ପଡିଲେ କୋହଲି : ଆଉ ତା’ପରେ
ଦୁବାଇ,୧୧।୧୦: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍କେ) ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସ୍କେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରୁତୁରାଜ ଗାଇକ୍ୱାଡ (୭୦)ଙ୍କ ବ୍ୟତୀତ...
ଚେନ୍ନାଇ ଜିତିଲା, ଭୋ ଭୋ ହୋଇ କାନ୍ଦିଲେ କୁନି ପ୍ରଶଂସକ: ଜାଣନ୍ତୁ କାହିଁକି
ଦୁବାଇ,୧୧।୧୦: ଆଇପିଏଲ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଏମଏସ ଧୋନୀଙ୍କୁ ତାଙ୍କ ପୁରୁଣା ରଙ୍ଗରେ ଦେଖିବାକୁ ମିଳିଥିଲା। କ୍ରିକେଟ ପ୍ରଶଂସକମାନେ ମାହିଙ୍କ ଏହି ଅବତାରକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିବା ଧୋନୀ ନିଜ...
କୋଭିଡ୍ ମାମଲାରେ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ ଆଇସିସି କମିଟି
ଦୁବାଇ, ୧୧ା୧୦: ଟି୨୦ ବିଶ୍ୱକପ୍ ବେଳେ କୌଣସି ଦଳ କୋଭିଡ୍ ମାମଲାରେ ପ୍ରଭାବିତ ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଗଠିତ କମିଟି ସମ୍ପୃକ୍ତ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଦ୍ୱିପାକ୍ଷିକ ମୁକାବିଲାରେ କୌଣସି ସଦସ୍ୟ ରାଷ୍ଟ୍ର ଏକତରଫା...
ଏତିକି ଟଙ୍କାରେ ବିକ୍ରି ହେଲା ଭାରତ ପ୍ରଥମ ବିଶ୍ୱକପ୍ ଟ୍ରଫି
ନୂଆଦିଲ୍ଲୀ,୧୧।୧୧: ବିଶ୍ୱର ପ୍ରଥମ ଅଗମେଣ୍ଟେଡ ରିଅଲିଟି କ୍ରିକେଟ ଏନଏଫ୍ଟି ପ୍ଲାଟଫର୍ମ – କ୍ରିକ ଫ୍ଲିକ୍ସ ଜୋରରଦାର ଢଙ୍ଗରେ ଆରମ୍ଭ ହୋଇଛି। ଆରମ୍ଭ ହେବାର ପ୍ରଥମ ଘଣ୍ଟାରେ ସମୁଦାୟ ୧,୮୫,୦୦ ଡଲାର (୧.୩୮ କୋଟି ଟଙ୍କା) ରୋଜଗାର କରାଯାଇଥିଲା। ଭାରତର ପ୍ରଥମ...
ଫାଇନାଲରେ ଚେନ୍ନାଇ
ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୧ ମ୍ୟାଚରେ ଚେନ୍ନାଇ ୪ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍ କରିଥିବା ବେଳେ ଚେନ୍ନାଇ ୧୯.୪...
Archives


