ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା
ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମର୍ରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ମୋଶାରଫ୍ ଜଣେ...
ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି
ନୂଆଦିଲ୍ଲୀ,୧୫।୧୦: ଆସନ୍ତା ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ବିଶ୍ୱକପ୍। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ଟିମ୍ର ନୂଆ ଜର୍ସି ବୁଧବାର ଉନ୍ମୋଚିତ ହୋଇଥିଲା। ଏହି ଜର୍ସିକୁ ବିଶ୍ୱକପ୍ରେ ଖେଳାଳିମାନେ ପିନ୍ଧିବେ। ତେବେ ବିଶ୍ୱର ସବୁଠାରୁ...
‘ତାରକା ଖଚ୍ଚିତ ଟିମ୍ ଇଣ୍ଡିଆକୁ ହରାଇପାରିବ ପାକିସ୍ତାନ’
କରାଚୀ,୧୪।୧୦: ବିନା ଚାପ ଓ ବିନା ଡରରେ ଖେଳିଲେ ତାରକା ଖଚ୍ଚିତ ଟିମ୍ ଇଣ୍ଡିଆକୁ ଆମେ ହରାଇପାରିବା। ଏଭଳି ମତ ରଖିଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ। ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ଆସନ୍ତା ୨୪ ତାରିଖରେ ଆଗାମୀ ଟି୨୦...
ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ
ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା ଲାଗି ବିସିସିଆଇ ପକ୍ଷରୁ ବିଜ୍ଞାପନ ଜାରି କରାଯିବ। କିନ୍ତୁ ବିଶ୍ୱକପ୍ ପରେ ହେବାକୁ...
ପେଲେଙ୍କ ରେକର୍ଡ ଭାଙ୍ଗିଲେ ଛେତ୍ରୀ
ମେଲ,୧୪।୧୦: ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ଭାରତ ୩-୧ ଗୋଲରେ ମାଲଦ୍ୱୀପକୁ ହରାଇ ଦେଇଛି। ଏହି ବିଜୟ ସହ ସାଫ୍ ଚାମ୍ପିୟନଶିପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ୩୩ତମ ମିନିଟ୍ରେ ଭାରତ ପାଇଁ ପ୍ରଥମ ଗୋଲ...
ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ
ଦୁବାଇ,୧୪।୧୦: ଆଇପିଏଲ୍-୨୦୨୦ରେ ରନର୍ସଅପ୍ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ଦଳ ପରାସ୍ତ ହୋଇଥିଲା। ଫଳରେ ଦିଲ୍ଲୀର ଟାଇଟଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। ମ୍ୟାଚ୍ରେ...
କେ.ଏଲ୍. ରାହୁଲ ଭଲ ଖେଳିଲେ କୋହଲିଙ୍କ ଉପରେ ଚାପ କମିବ: ବ୍ରେଟ୍ ଲି
ସିଡନୀ,୧୪।୧୦: ଟି-୨୦ ବିଶ୍ୱକପ୍ରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ କମ୍ କରାଯାଇପାରେ। ଏହାଦ୍ୱାରା ସେ ନିଜର ସ୍ବାଭାବିକ ଖେଳ ଖେଳିପାରିବେ। ତେବେ ଏଥିପାଇଁ କେଏଲ୍ ରାହୁଲଙ୍କୁ ଅଧିକ ରନ୍ କରିବାକୁ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ...
ଏବେ ମୋର ସମ୍ପୂର୍ଣ୍ଣ ଧ୍ୟାନ ଫାଇନାଲ ଉପରେ, ଭାରତୀୟ ଟିମ୍ରେ ସାମିଲ କଥା ପଛ: ଭେଙ୍କଟେଶ ଆୟାର
ଦୁବାଇ,୧୪।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍କୁ ଆଇପିଏଲ୍ର କ୍ୱାଲିଫାୟର-୨ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ୍ ରାଇଡର୍ସ। ଦଳ ଆସନ୍ତା ଅକ୍ଟୋବର ୧୫ରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଫାଇନାଲ ଖେଳିବ। ତେବେ ଏହି ରୋମାଞ୍ଚକର ମ୍ୟାଚ୍ରେ କୋଲକାତାକୁ...
କେକେଆର୍ର ବାଜିଗର୍ ରାହୁଲ; ପ୍ରଶଂସକ କହିଲେ ହାରିକରି ଜିତୁଥିବା…
ଦୁବାଇ,୧୪।୧୦: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ସହ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ହରାଇ ଫାଇନାଲରେ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା କ୍ୱାଲିଫାୟର-୨ର ରୋମାଞ୍ଚକର ମୁକାବିଲାରେ କେକେଆର୍ ବାଜିମାତ କରିଥିଲା। ଏକ...
ଅକ୍ଷର ଆଉଟ୍, ଶାର୍ଦ୍ଦୁଳ ଇନ୍
ନୂଆଦିଲ୍ଲୀ,୧୪।୧୦: ଆସନ୍ତା ୧୭ରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍। ଏହାପୂର୍ବରୁ ଭାରତୀୟ ଟିମ୍ରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ୧୫ ଜଣିଆ ସ୍କ୍ବାର୍ଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଅଲରାଉଣ୍ଡର...
ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’
ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ...
୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…
ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ ଟିମ୍ କୋଲକାତାଠାରୁ ୩ ଉଇକେଟରେ...
Archives


