ଖେଳ

‘ନିଜ ଖେଳାଳିଙ୍କୁ ସମ୍ମାନ ଦିଅ’

ଦୁବାଇ,୨୬।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନଠାରୁ ପରାଜିତ ହେବା ପରେ ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କୁ ଅନଲାଇନ୍‌ରେ ପ୍ରବଳ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସପକ୍ଷରେ ବାହାରିଛନ୍ତି ପାକିସ୍ତାନର ଉଇକେଟକିପର ତଥା ଓପନର ମହମ୍ମଦ ରିଜଓ୍ବାନ। “ଜଣେ...

ଭଲ କାମ କରିବାକୁ ଯାଉଛନ୍ତି ପାକିସ୍ତାନ ଅଧିନାୟକ

ଦୁବାଇ,୨୬।୧୦: ଦୁଇ ଦିନ ପୂର୍ବେ ପାକିସ୍ତାନ ଅଧିନାୟକ ବାବର ଆଜମ ନିଜ ଦେଶର କ୍ରିକେଟ ପ୍ରଶଂସକମାନଙ୍କୁ ଉତ୍ସବ ପାଳନ କରିବାକୁ ଏପରି ସୁଯୋଗ ଦେଇଥିଲେ, ଯାହାକି ସେମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ବାବରଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟି -୨୦...

ପାଣ୍ଡ୍ୟା ଫିଟ୍‌ ନା ଅନଫିଟ୍‌: ଆସିଲା ଅପଡେଟ୍‌

ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ପାଇଁ ଉପଲବ୍ଧ ହେବାର ସମ୍ଭାବନା...

ପାକିସ୍ତାନ ଜିତିଲେ ଭାରତକୁ ଫାଇଦା

ଦୁବାଇ,୨୬।୧୦: କ୍ରିକେଟ୍‌ ଏକ ଅନିଶ୍ଚିତାର ଖେଳ, କେତେବେଳେ କେଉଁ ଦଳ କାହା ଉପରେ ଭାରୀ ପଡ଼ିବ ତାହା କହିବା କଷ୍ଟକର। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନଠାରୁ ୧୦ ଉଇକେଟ୍‌ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଭାରତର...

ଅଧିନାୟକଙ୍କ ଆଖିରେ ଲୁହ

ଦୁବାଇ,୨୬।୧୦: ଆଫଗାନିସ୍ତାନ ଟି-୨୦ ବିଶ୍ୱକପ ୨୦୨୧ରେ ଏକ ଜବରଦସ୍ତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୁପର -୧୨ ରାଉଣ୍ଡରେ ଆଫଗାନିସ୍ତାନ ସ୍କଟଲ୍ୟାଣ୍ଡକୁ ୧୩୦ ରନରେ ପରାସ୍ତ କରିଛି। ରନ ଦୃଷ୍ଟିରୁ ଟି -୨୦ରେ ଏହା ଦଳର ସବୁଠାରୁ ବଡ ବିଜୟ।...

ଚେତାବନୀ ଦେଲା ଅଫଗାନିସ୍ତାନ

ଶାରଜା,୨୬।୧୦: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଏବଂ ସ୍କଟଲ୍ୟାଣ୍ଡ ଭଳି ଦେଶକୁ ଅନେକ ଲୋକ ଭାବନ୍ତି ଯେ ଏହି ଦୁଇଜଣ ଛୋଟ ଏବଂ ଦୁର୍ବଳ ଦଳ। କିନ୍ତୁ ଉଭୟ ଦଳ ଚଳିତ ବିଶ୍ୱକପ୍‌ରେ ଏହି ୨ ଦିନ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି।...

ଭାରତ ପାଇଁ ସହଜ ନୁହେଁ ସେମିଫାଇନାଲ ରାସ୍ତା: ଜାଣନ୍ତୁ କ’ଣ ରହିଛି ସମୀକରଣ

ଦୁବାଇ,୨୬।୧୦: ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି। ଏହି ପରାଜୟ କେବଳ ଟିମ ଇଣ୍ଡିଆର ମନୋବଳକୁ ପ୍ରଭାବିତ କରିବ ନାହିଁ, ବରଂ ସେମିଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ବହୁ...

ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି ରୟଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ। କିନ୍ତୁ,...

୬୦ରେ ରୋକିଦେଲେ ମୁଜୀବ-ରଶିଦ

ଶାରଜା,୨୫।୧୦: ସ୍କଟଲାଣ୍ଡକୁ ୬୦ ରନ୍‌ରେ ଅଲଆଉଟ୍‌ କରି ଦେଇଛି ଆଫଗାନିସ୍ତାନର ଦୁଇ ସ୍ପିନରଙ୍କ ଯୋଡ଼ି। ମୁଜୀବ ଉର ରେହମାନ ୪ ଓଭରରେ ୨୦ ରନ୍‌ ବ୍ୟୟରେ ୫ ଉଇକେଟ ନେଇଥିଲେ। ତାଙ୍କ ସହଯୋଗୀ ପାଲଟିଥିଲେ ରଶିଦ ଖାନ (୨.୨ ଓଭରରେ...

ଶାରଜାରେ ଛକା ବର୍ଷା କଲା ଆଫଗାନିସ୍ତାନ

ଶାରଜା,୨୫।୧୦: ଶାରଜାର ଧିମା ପିଚ୍‌ରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୦ ରନ୍‌ କରିଛି।...

ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍‌

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ ସିଭିସି କ୍ୟାପିଟାଲ ଆଇପିଏଲର ନୂଆ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି। ଆରପିଏସ୍‌ଜି ଗ୍ରୁପ୍‌...

‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ

ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍‌ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ‘ମୌକା ମୌକା’ ବିଜ୍ଞାପନ ଉପରେ ଅନେକ ମିମ୍ସ ଭାଇରାଲ ହେଉଛି। ‘ମୌକା ମୌକା’ ବିଜ୍ଞାପନ ମୁଖ୍ୟତଃ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri