Posted inଖେଳ

‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ

ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍‌ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍‌ର ଏଭଳି ଫଳାଫଳ ସହ ‘ମୌକା ମୌକା’ ବିଜ୍ଞାପନ ଉପରେ ଅନେକ ମିମ୍ସ ଭାଇରାଲ ହେଉଛି। ‘ମୌକା ମୌକା’ ବିଜ୍ଞାପନ ମୁଖ୍ୟତଃ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ପୂର୍ବରୁ ପ୍ରକାଶ ପାଇଥାଏ।

ବହୁ ପ୍ରତିକ୍ଷିତ ମ୍ୟାଚ୍‌ ପୂର୍ବରୁ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ପ୍ରସାରଣକାରୀ ଚ୍ୟାନେଲ ଷ୍ଟାର ସ୍ପୋଟର୍‌ସ ପକ୍ଷରୁ ମୌକା ମୌକା ବିଜ୍ଞାପନ ପ୍ରକାଶ ପାଇଥିଲା। ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ଥିବା ଭାରତ ଏଥର ମଧ୍ୟ ପାକିସ୍ତାନୀ ପ୍ରଶଂସକଙ୍କୁ ଉତ୍ସବ ମନାଇବାର ମୌକା (ସୁଯୋଗ) ଦେବ ନାହିଁ। କିନ୍ତୁ ରବିବାର ଖେଳାଯାଇଥିବା ମ୍ୟାଚ୍‌ ସବୁ କିଛି ବଦଳି ଦେଇଛି। ଏଣୁ ‘ମୌକା ମୌକା’ ବିଜ୍ଞାପନର ଆଉ ଉପଯୋଗୀତା ନାହିଁ ବୋଲି ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ଜଣାଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆଗାମୀ ବର୍ଷ ଠାରୁ କୌଣସି ‘ମୌକା ମୌକା’ ବିଜ୍ଞାପନ ଆସିବ ନାହିଁ। ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବିଜ୍ଞାପନରେ ପାକିସ୍ତାନୀ ପ୍ରଶଂସକଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା କାନ୍ଦିବେ ନା ହସିବେ ଜାଣିପାରୁ ନାହାନ୍ତି। ଅନ୍ୟ କିଛି ମିମ୍ସରେ ପାକିସ୍ତାନର ବିଜୟ ସହ ମୌକା ମୌକା ଅଭିନେତାଙ୍କ କ୍ୟାରିୟର ଶେଷ ହୋଇଯାଇଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରାଜିଲ ଫୁଟବଲ କ୍ଲବର ୧୬ଜଣ ଖେଳାଳି ପଜିଟିଭ୍‌

ରିଓ ଡି ଜେନେରିଓ,୧।୬(ପି.ଟି.): ବ୍ରାଜିଲର ଏକ ଫୁଟବଲ୍‌ କ୍ଲବ ଭାସ୍କୋଡାଗାମାର ୧୬ ଜଣ ଖେଳାଳି କୋଭିଡ- ୧୯ ପଜିଟିଭ ବୋଲି ଜଣାପଡିଛି। ୨୫୦ ଜଣଙ୍କର ପରୀକ୍ଷା...

କୋହଲିଙ୍କ ବୋଲିଂ ଦେଖି ହସିଲେ ଏହି କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ଦୁବାଇ,୨୧।୧୦: ଟି -୨୦ ବିଶ୍ୱକପ ପୂର୍ବରୁ ଭାରତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚର ଏକ ମଜାଦାର ମୁହୂର୍ତ୍ତ...

ବିସିସିଆଇର ଅନ୍ତରୀଣ ସିଇଓ ହେଲେ ହେମଙ୍ଗ ଅମିନ୍‌

ନୁଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ହେମଙ୍ଗ ଅମିନ୍‌ଙ୍କୁ ଏହାର ଅନ୍ତରୀଣ ସିଇଓ ଭାବେ ନିଯୁକ୍ତ କରିଛି। ଗତ ସପ୍ତାହରେ ରାହୁଲ...

ଟିମ୍‌ ଇଣ୍ଡିଆକୁ ଏମିତି ପରାମର୍ଶ ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୧୭।୬: ୟୁକେର ସାଉଥାମ୍ପଟଠାରେ ଶୁକ୍ରବାରଠାରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍‌ ପୂର୍ବରୁ...

ଥମିଲା ବର୍ଷା, ୩୦-୩୪ ଓଭର ଖେଳାଯାଇପାରେ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।...

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ...

ଆଇଡବ୍ଲ୍ୟୁଏଲ୍‌ ଟାଇଟଲ ଲକ୍ଷ୍ୟରେ ଶ୍ରଦ୍ଧାଞ୍ଜଳି

ଦୃଢ଼ ଇଚ୍ଛା ଓ ଅଧ୍ୟବସାୟ ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି ଶ୍ରଦ୍ଧାଞ୍ଜଳି ପଣ୍ଡା। କେନ୍ଦ୍ରାପଡ଼ା ଆଳିରୁ ଆସିଥିବା ଏହି ୨୪ ବର୍ଷୀୟା ମହିଳା...

ବକ୍ସିଂ ମ୍ୟାଚ୍‌ ପରେ କୋମାରେ ୟୁଏସ୍‌ ବକ୍ସର

ଲସ୍‌ ଏଞ୍ଜେଲସ,୧୪।୧୦(ଏଏଫ୍‌ପି)- ଆମେରିକୀୟ ବକ୍ସର ପାଟ୍ରିକ ଡେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶନିବାର ରାତିରେ ଶିକାଗୋ ଓ୍ବନଷ୍ଟ୍ରଷ୍ଟ ଏରିନାଠାରେ ଅନୁଷ୍ଠିତ ଚାର୍ଲସ କନଓ୍ବେଲଙ୍କ...

Advertisement
Archives

Model This Week