ଖେଳାଳିଙ୍କୁ ଦ୍ରାଭିଡଙ୍କ ଚେତାବନୀ
କୋଲକତା,୨୨।୧୧: ଭାରତର କୋଚ ରାହୁଲ ଦ୍ରାଭିଡ ନୂତନ ଭୂମିକାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ସେ କୋଚ ହେବା ପରେ ଭାରତୀୟ ଦଳ ପ୍ରଥମ ଟି-୨୦ ସିରିଜ୍କୁ କ୍ଲିନ୍ସୁଇପ୍ କରିଚନ୍ତି। ଏହି ଆରମ୍ଭକୁ ନେଇ ଦ୍ରାଭିଡ ଖୁସି ବ୍ୟକ୍ତ...
ଏହି କ୍ରିକେଟର୍ଙ୍କୁ ସାଲ୍ୟୁଟ୍ କଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
କୋଲକତା,୨୨।୧୧: ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୩ ରନ୍ରେ ପରାସ୍ତ କରିଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ଦୀପକ ଚହର ଏବଂ ହର୍ଷଲ ପଟେଲ ଚମତ୍କାର ପ୍ରଦର୍ଶନ କରିଥିଲେ।...
ଏହି ବଲିଉଡ୍ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍
ଭାରତୀୟ ମହିଳା କ୍ରିକେଟର୍ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ଖେଳୁଛନ୍ତି। ନିକଟରେ ସେ କପିଲ ଶର୍ମାଙ୍କ କମେଡି...
କ୍ୟାରିୟର ଶେଷ କରି ଦେଇଥିଲା ଦୁର୍ଘଟଣା, ବର୍ଷକ ପରେ ଜିତିଲେ ଟ୍ରଫି
ଡେନପାସାର(ଇଣ୍ଡୋନେସିଆ),୨୨।୧୧: ନେଦରଲାଣ୍ଡର ଆଣ୍ଡେର୍ସ ଆଣ୍ଟୋସେନଙ୍କୁ ହରାଇ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ହାତେଇଛନ୍ତି ବିଶ୍ୱ ଚାମ୍ପିୟନ କେଣ୍ଟୋ ମୋମୋଟା। ଗତବର୍ଷ କାର ଦୁର୍ଘଟଣାରେ ଆହତ ହେବା ପରେ ଏହା ତାଙ୍କ କ୍ୟାରିୟରର ପ୍ରଥମ ଟାଇଟଲ। ମୋମୋଟା ପ୍ରତିପକ୍ଷ ଖେଳାଳିଙ୍କୁ ସିଧାସଳଖ (୨୧-୧୭,...
ପାକିସ୍ତାନ ସହ ସମକକ୍ଷ ହେଲା ଭାରତ
କୋଲକାତା,୨୨।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ କ୍ଲିନ ସୁଇପ୍ ହାସଲ କରିଛି। ୩ରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଟି୨୦ ଦ୍ୱିପାକ୍ଷୀକ ସିରିଜ୍ ଇତିହାସରେ ଏହା ଭାରତର...
ଟିମ୍ ଇଣ୍ଡିଆର କ୍ଲିନ ସୁଇପ୍
କୋଲକାତା,୨୧।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ରେ ହିଁ କ୍ଲିନସୁଇପ୍ ହାସଲ କରିଛି। ତାହା ପୁଣି ଟି୨୦ ବିଶ୍ୱକପ୍ର ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷରେ। ରବିବାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ...
ରୋହିତଙ୍କ ଛଡ଼ା ସବୁ ଫେଲ୍
କୋଲକାତା,୨୧।୧୧: ଐତିହାସିକ ଇଡେନ ଗାର୍ଡେନ୍ସରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ରୋହିତ ଶର୍ମାଙ୍କୁ ଛାଡ଼ି ଦେଲେ ଫେଲ୍ ମାରିଛନ୍ତି ପ୍ରତ୍ୟେକ ଭାରତୀୟ ବ୍ୟାଟର। ରୋହିତ ୩୧ ବଲରେ ୫୬ ରନ୍ର ଇନିଂସ ଖେଳିଥିଲେ। ତାଙ୍କ...
ଅନ୍ତର୍ଜାତୀୟ ଟି୨୦ରେ ପୂରଣ କଲେ ୧୫୦ ଛକା
କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ମ୍ୟାଚ୍ରେ ରୋହିତ ୩୧ ବଲରେ ୫୬ ରନ୍ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଅବସରରେ ୩...
ଦୁଇ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍ ଇଣ୍ଡିଆ
କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍ର ପୂର୍ବ ଦୁଇ ମ୍ୟାଚ୍ ଭଳି ତୃତୀୟ ମୁକାବିଲାରେ ମଧ୍ୟ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତିଛନ୍ତି। କିନ୍ତୁ ଏଥର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ଲାଗି...
ବ୍ୟାଟରଙ୍କ ଉପରକୁ ବଲ ଫୋପାଡ଼ିବା ପଡ଼ିଲା ମହଙ୍ଗା
ଢାକା,୨୧।୧୧: ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନ ପେସର ଶାହୀନ ଶାହା ଆଫ୍ରିଦୀଙ୍କ ଥ୍ରୋରେ ଆହତ ହୋଇଥିଲେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ। ମ୍ୟାଚ୍ ପରେ ଏଭଳି ଆଚାରଣ ଲାଗି ଅଫିଫଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା...
‘କୁମିନ୍ସଙ୍କୁ ନେତୃତ୍ୱ ଦେବାର ସମୟ ଆସିଯାଇଛି’
ମେଲବୋର୍ନ,୨୧।୧୧: ପେସର ପାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ୱ ଦେବାର ସମୟ ଆସିଯାଇଛି। ଏଭଳି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ଓ୍ବର୍ନ। ଶୁକ୍ରବାର ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଉଇକେଟକିପର ଟିମ୍ ପେନ।...
ସ୍ତ୍ରୀଙ୍କ ସହ ଫଟୋ ଶେୟାର କରି ହୃଦୟ ଛୁଆଁ କଥା କହିଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପାଓ୍ବାରଫୁଲ୍ କପଲ୍ ଆଖ୍ୟା ଦିଆଯାଇଛି। ଉଭୟ ପ୍ରାୟତଃ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଦ୍ୱିଧା କରନ୍ତି ନାହିଁ। ଅନୁଷ୍କା ବିରାଟଙ୍କ ସହ ସର୍ବଦା ଦୃଢ଼ ଭାବରେ...
Archives


