ଖେଳ

ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି

ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍‌ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ଯୋଗୁ ଦଳ ଏହି ଗସ୍ତରେ ପରାଜୟ ଭୋଗିଥିଲା ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ମହମ୍ମଦ ଶାମି କହିଛନ୍ତି...

‘ଦେଶ ଆଗ, ଫୋନ୍‌ରେ ପରସ୍ପର କଥା ହୋଇ ଝଗଡା ଶେଷ କର’

ନୂଆଦିଲ୍ଲୀ,୨୬।୧: କିଛି ଦିନ ହେବ ଭାରତୀୟ କ୍ରିକେଟରେ ସବୁ କିଛି ଠିକ ନାହିଁ। ବିରାଟ କୋହଲି ଟି-୨୦ ଏବଂ ଟେଷ୍ଟର ଅଧିନାୟକତ୍ୱରୁ ଓହରିଯିବା ଏବଂ ତାଙ୍କୁ ଦିନିକିଆର ଅଧିନାୟକତ୍ୱରୁ ହଟାଇ ଦିଆଯିବା ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଟି...

ଶିଖର ଧାଓ୍ବନଙ୍କୁ ଶକ୍ତ ଚାପୁଡା ମାରିଲେ ବାପା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦଳର ଷ୍ଟାର୍‌ ଓପନର୍‌ ଶିଖର ଧାୱନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ଫଟୋ-ଭିଡିଓ ଶେୟାର୍‌ କରନ୍ତି। ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରନ୍ତି। ନିକଟରେ ସେ ନିଜ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ...

ବାପା ହେଲେ ଯୁବରାଜ

ଚଣ୍ଡିଗଡ,୨୬।୧: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଶିଶୁପୁତ୍ରର ପିତା ହୋଇଛନ୍ତି। ୪୦ ବର୍ଷୀୟ ଯୁବରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଖୁସି ଖବର ବାଣ୍ଟି...

ପ୍ରମୋଦ ପାଇବେ ପଦ୍ମଶ୍ରୀ

ଭୁବନେଶ୍ୱର,୨୫।୧: ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ପ୍ରଥମ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨୦୨୧ରେ ପାରା ଅଲିମ୍ପିକ୍‌...

ଏହି ଖେଳାଳିଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ଗମ୍ଭୀର: କହିଲେ ‘ ତାଙ୍କୁ ଆଇପିଏଲ୍‌ ପଠାଇଦିଅ ଆଉ…

ନୂଆଦିଲ୍ଲୀ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଛି। ବିଶେଷକରି କିଛି ଖେଳାଳିଙ୍କ ଚୟନ ଉପରେ ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ପୂର୍ବତନ କ୍ରିକେଟର ଗୌତମ...

ବୀରତା ପୁରସ୍କାର ଘୋଷଣା: ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାର ମଙ୍ଗଳବାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ଏଥର ୩୮୪ଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯିବ। ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ଏଥିମଧ୍ୟରୁ...

ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧: ଅଷ୍ଟ୍ରେଲିଆ କ୍ରିକେଟ ଦଳ ତା’ର ନିୟମିତ ଖେଳାଳିଙ୍କ ସହ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ପାକିସ୍ତାନ ଯିବା ପାଇଁ ଅନିଚ୍ଛା ପ୍ରକାଶ କରି ନାହାନ୍ତି। ସୁରକ୍ଷା ଗତ କାରଣରୁ ଏକ ଦଶନ୍ଧିରୁ...

ଭାରତକୁ ମ୍ୟାଚ୍‌ ଜିତାଇ ପାରିଲେନି ଦୀପକ ଚହର, ପ୍ରେମିକା କହିଲେ…

କେପ୍‌ଟାଉନ୍‌,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ବିଜୟର ଦ୍ୱାର ଦେଶରେ ପହଞ୍ଚିବା ପରେ ତୃତୀୟ ଦିନିକିଆରେ ହାରିଯାଇଛି। ଶେଷ ୨ ଓଭରରେ ଭାରତକୁ ୮ ରନ ସ୍କୋର କରିବାକୁ ପଡୁଥିଲା କିନ୍ତୁ ଦଳ ମ୍ୟାଚକୁ ୪ ରନ୍‌ରେ ହାରିଥିଲା।...

‘ଟିମ୍‌ ଇଣ୍ଡିଆ ଖୁବଶୀଘ୍ର ଖରାପ ସମୟରୁ ବାହାରି ଆସିବ’

ମୁସ୍କାଟ,୨୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାଜୟ ଯୋଗୁ ଭାରତୀୟ ଦଳ ପାଇଁ ଭୟବିତ ହେବାର କିଛି ଆବଶ୍ୟକତା ନାହିଁ। ଏହା ଟିମ୍‌ ଇଣ୍ଡିଆ ପାଇଁ ଅସ୍ଥାୟୀ ପର୍ଯ୍ୟାୟ। ଦଳ ଖୁବ୍‌ ଶୀଘ୍ର ଏଥିରୁ...

‘ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଚାପ ସମ୍ଭାଳି ପାରିବେ ନାହିଁ’

ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ପରସ୍ପରକୁ ଭେଟିବେ। ଅକ୍ଟୋବର ୨୩ ତାରିଖରେ ମେଲବୋର୍ନ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଇସିସି ପକ୍ଷରୁ ଗତ...

ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଓଲେମ୍‌ବେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri