ଖେଳ

ଆସିଲେ ଗଲେ, ତଥାପି ଛୁଇଁଲେ ମାଇଲଷ୍ଟୋନ

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଖାସ କରିପାରି ନ ଥିଲେ। ୩ ବଲରେ ଦୁଇ ଚୌକା ଲଗାଇବା ପରେ ଚତୁର୍ଥ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ...

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ...

ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍‌କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ...

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ (୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳ...

କ୍ୟାନ୍‌ସର୍‌ରେ ସୁରେଶ ରାଇନା ପିତାଙ୍କ ପରଲୋକ

ଗାଜିଆବାଦ୍‌, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି କ୍ୟାନ୍‌ସର୍‌ ରୋଗରେ ପୀଡିତ ଥିଲେ। ତ୍ରିଲୋଚାନ୍ଦ ରାଇନା ଜଣେ ସୈନିକ ଥିଲେ।...

ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡରେ ସିଗାରେଟ୍‌ ଟାଣୁଥିଲେ

ଢାକା,୬।୨: ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି ଆଫଗାନିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ଶେହଜାଦ। ଫିଲ୍ଡ ଭିତରେ ପ୍ରଦର୍ଶନ ଓ ବାହାରେ ବୟାନ ଲାଗି ସର୍ବଦା ବିବାଦରେ ଘେରି ହୋଇ ରହୁଥିବା ଏହି କ୍ରିକେଟରଙ୍କୁ ଫିଲ୍ଡରେ ସିଗାରେଟ୍‌ ଟାଣିବା ମହଙ୍ଗା...

ଗୋଟିଏ କ୍ୟାଚ୍‌ ବଦଳାଇ ଦେଲା ମ୍ୟାଚ୍‌

ଆଣ୍ଟିଗୁଆ,୬।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାରେ ଭାରତ ଇଂଲଣ୍ଡକୁ ପରାସ୍ତ ଚାମ୍ପିଅନ୍‌ ହୋଇଛି। ଭାରତୀୟ ଦଳ ୧୯୦ ରନ୍‌ର ଲକ୍ଷ୍ୟକୁ ଭାରତ ୬ ଉଇକେଟ୍‌ ହରାଇ ହାସଲ କରିଥିଲା। ହାସଲ କରିଥିଲା। ରୋମାଞ୍ଚକର ଫାଇନାଲ ମୁକାବିଲାରେ ରାଜ ବାୱା ଓ...

ଧୋନୀଙ୍କ ବିଶ୍ୱକପ୍‌ ବିଜୟୀ ଛକା ସହ ତୁଳନା କଲା ଆଇସିସି

ନୂଆଦିଲ୍ଲୀ,୬।୨: ଟିମ୍‌ ଇଣ୍ଡିଆ ରେକର୍ଡ ୫ମ ଥର ପାଇଁ ହାତେଇଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଇତିହାସରେ ସବୁଠୁ ସଫଳତମ ଦଳ ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଟ୍ରଫି ଜିତିଥିଲା।...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ହିରୋ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତାଙ୍କ ନାତି

ନୂଆଦିଲ୍ଲୀ,୬।୨: ଭାରତୀୟ ଦଳ ତା’ର ପ୍ରାଧାନ୍ୟ ବଜାୟ ରଖି ରେକର୍ଡ ୫ମ ଥର ପାଇଁ ଜିତିଛି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌। ପୂରା ଟୁର୍ନାମେଣ୍ଟରେ ଅନେକ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁ ଟିମ୍‌ ଇଣ୍ଡିଆ ଅପରାଜେୟ ରହିଥିଲା। କିନ୍ତୁ ଟୁର୍ନାମେଣ୍ଟର...

କଳା ଆର୍ମବ୍ୟାଣ୍ଡ ପିନ୍ଧିଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳର ଖେଳାଳିମାନେ ହାତରେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ‘ଭାରତ ରତ୍ନ’ ସୁର ସମ୍ରାଜ୍ଞୀ ଲତା ମାଙ୍ଗେଶକରଙ୍କ ସ୍ମୃତିରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳର ସଦସ୍ୟମାନେ...

ଐତିହାସିକ ମ୍ୟାଚ୍‌ରେ ଚହଲଙ୍କ ଶତକ

ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ତାଙ୍କ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଇନିଂସର ୧୯ତମ ଓଭରରେ...

୫ମ ବିଶ୍ୱକପ୍ ଜିତିଲା ଭାରତ

ଆଣ୍ଟିଗୁଆ, ୬|୨: ପୁଣି ଥରେ ଭାରତୀୟ ଦଳ ହତେଇଛି ୧୯ ବର୍ଷରୁ କମ୍ ବିଶ୍ୱକପ୍। ଫାଇନାଲରେ ଭାରତ ୪ ଉଇକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଏହି ବୟସ ବର୍ଗରେ ଏହା ହେଉଛି ଭାରତୀୟ ଦଳ ପାଇଁ ୫ମ ଟ୍ରଫି। ପୁରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri