ଖେଳ

୧୦୦ ଯୁବକଙ୍କ ସହ ଡେଟ୍‌ରେ ଗଲେଣି ଯୁବତୀ, କିନ୍ତୁ…

ସାଧାରଣତଃ ନିଜ ମତମୁତାବକ ସାଥୀ ପାଇବା ପାଇଁ ପ୍ରଥମେ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ପ୍ରେମିକା-ପ୍ରେମିକ। କିନ୍ତୁ ପୂର୍ବ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ରହିଥିବା ଏପ୍ରିଲ୍‌ ବନ୍‌ବରୀ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଯୁବକଙ୍କ ସହ ଡେଟ୍‌ରେ ଗଲେଣି କିନ୍ତୁ...

ପାକିସ୍ତାନରେ କୋହଲିଙ୍କ ପୋଷ୍ଟର୍‌, ପ୍ରଶଂସକ କହିଲେ ଆମେ ଚାହୁଁଛୁ…

ଇସଲାମାବାଦ୍‌,୨୧।୧:ନିକଟରେ ପାକିସ୍ତାନର ଷ୍ଟାଡିୟମରେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପହଞ୍ଚିଥିଲେ। ପାକିସ୍ତାନ ସୁପର ଲିଗରେ କୋହଲିଙ୍କ ପୋଷ୍ଟର ଧରି କିଛି ପ୍ରଶଂସକ ଷ୍ଟାଡିୟମରେ ନଜର ଆସିଥିଲେ। ପାକିସ୍ତାନୀ ପ୍ରଶଂସକମାନେ ଚାହୁଁଛନ୍ତି ଯେ କୋହଲି ପାକିସ୍ତାନ...

ଗାଙ୍ଗୁଲିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ଜର୍ନାଲିଷ୍ଟଙ୍କ ମେସେଜର ସ୍କ୍ରିନଶଟ୍‌ ଶେୟାର କରିବା ପରେ ରିଦ୍ଧିମାନ ଶାହାଙ୍କୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଶାହାଙ୍କ ସହ ଜଣେ ଜର୍ନାଲିଷ୍ଟଙ୍କ ସହ...

ରିଦ୍ଧିମାନଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପଛର କାରଣ

କୋଲକାତା,୨୧।୨: ଦକ୍ଷିଣ ଆଫ୍ରିକା ସିରିଜ୍‌ ପରେ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମୋତେ ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ଭେଟେରାନ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଏଭଳି ବୟାନ ପରେ କୋଚ୍‌ ଡ୍ରାଭିଡ୍‌...

ଅନ୍‌ଲାଇନ ଚେସ୍‌ରେ ବିଶ୍ୱର ନମ୍ବର ଓ୍ବାନ କାର୍ଲସେନଙ୍କୁ ହରାଇ ଦେଲେ

ଚେନ୍ନାଇ,୨୧।୨: ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରାଗନାନନ୍ଧା ବିଶ୍ୱର ନମ୍ବର ଓ୍ବାନ ଚେସ୍‌ ଖେଳାଳି ମାଗନସ କାର୍ଲସେନଙ୍କୁ ହରାଇ ଦେଇଛନ୍ତି। ଅନଲାଇନ ରାପିଡ୍‌ ଚେସ୍‌ ଟୁର୍ନାମେଣ୍ଟ ଏୟାରଥିଙ୍ଗ୍ସ ମାଷ୍ଟର୍ସର ୮ମ ରାଉଣ୍ଡରେ ଏତିହାସିକ ସଫଳତା ହାତେଇଛନ୍ତି ପ୍ରାଗନାନନ୍ଧା। କଳା ଗୋଟିରେ...

ସୂର୍ଯ୍ୟକୁମାରଙ୍କ ‘ନମସ୍କାର’ ସେଲିବ୍ରେଶନ୍‌କୁ ନେଇ ଚର୍ଚ୍ଚା: ଦେଖନ୍ତୁ ଭିଡିଓ

କୋଲକତା,୨୦।୨: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଚମତ୍କାର ବିଜୟରେ ସୂର୍ଯ୍ୟକୁମାର ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟମ କ୍ରମରେ ସୂର୍ଯ୍ୟକୁମାର ଏକ ଚମତ୍କାର ଇନିଂସ ଖେଳିଥିଲେ।...

ଯାହା କୋହଲି କରିପାରି ନ ଥିଲେ, ତାହା କରି ଦେଖାଇଲେ ରୋହିତ ଶର୍ମା

କୋଲକତା,୨୦।୨: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ସିରିଜର ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିଜକୁ ୧୯ରନରେ ପରାସ୍ତ କରିଛି। ଏହି ବିଜୟ ସହିତ...

ଦିନିକିଆ ପରେ ଟି୨୦ରେ କ୍ଲିନ ସୁଇପ୍‌

କୋଲକାତା,୨୦।୨: ଦିନିକିଆ ପରେ ଟି୨୦ ସିରିଜ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ମୂଳପୋଛ କରିଛି ଟିମ୍‌ ଇଣ୍ଡିଆ। ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୧୭ ରନ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ହରାଇ ଦେଇଛି। ଆମନ୍ତ୍ରଣ ପାଇ ପ୍ରଥମେ...

ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇଲେ କୋହଲି

ମୁମ୍ବାଇ,୨୦।୨:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ କୋହଲିଙ୍କ ସମେତ ୧୦ ଜଣ ଲୋକ ଧୂସର ଶୁଟ ପିନ୍ଧି ବସିଛନ୍ତି। ସମସ୍ତଙ୍କର ଚେହେରା ବିରାଟ ଭଳି ଦେଖାଯାଉଛି।...

ଭଲ ଫିନିଶିଂ ଦେଲେ ସୂର୍ଯ୍ୟ-ଭେଙ୍କଟଶ

କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪...

୧୦ ଓଭରରେ ଭାରତ ୬୬/୩

କୋଲକାତା,୨୦।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଭଲ ଆରମ୍ଭ ମିଳି ନାହିଁ। ୧୦ ଓଭର ସୁଦ୍ଧା ଟିମ୍‌ ଇଣ୍ଡିଆ ୩ ଉଇକେଟ କ୍ଷତିରେ ୬୬ ରନ୍‌...

ପଦାର୍ପଣ କରିବେ ଅଭେଶ, ଋତୁରାଜଙ୍କୁ ସୁଯୋଗ

କୋଲକାତା,୨୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୪ ପରିବର୍ତ୍ତନ ସହ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ପୂର୍ବ ଦୁଇ ମ୍ୟାଚ୍‌ରେ ଖେଳିଥିବା ବିରାଟ କୋହଲି, ରିଷଭ ପନ୍ତ, ୟୁଜବେନ୍ଦ ଚହଲ ଓ ଭୁବନେଶ୍ୱର କୁମାର ଦଳରୁ ବାଦ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri