କୋହଲି, ଆମଲାଙ୍କ ରେକର୍ଡ ଭାଙ୍ଗିଲେ
କରାଚୀ,୧।୪: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ପାଇଁ ରେକର୍ଡ ବ୍ରେକିଂ ସାବ୍ୟସ୍ତ ହୋଇଛି। ପ୍ରଥମ ଦିନିକିଆରେ ଦ୍ରୁତତମ ବ୍ୟାଟର ଭାବେ ୪ ହଜାର ରନ୍ ପୂରଣ କରିଥିବା ବାବର ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ଖେଳିଛନ୍ତି ଶତକୀୟ...
ହୃଦୟ ଜିତିଲା ଗମ୍ଭୀରଙ୍କ କ୍ୟାପଶନ
ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରି ବିଜୟ ସ୍ବାଦ ଚାଖିଛି ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ମ୍ୟାଚ୍ ପରେ ଏକତ୍ରିତ ହୋଇଥିଲେ ଦୁଇ ମହାନ ଖେଳାଳି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ...
‘ସେ କିଛି ଶିଖୁ ନାହାନ୍ତି’
ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସ ୨୧୧ ରନ୍ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଡିଫେଣ୍ଡିଂ ଚାମ୍ପିୟନ ଦଳର ପରାଜୟ ପରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ...
ପରାଜୟ ପାଇଁ ଫିଲ୍ଡିଂକୁ ଦାୟୀ କଲେ
ମୁମ୍ବାଇ,୧।୪: ୨୧୦ ରନ୍ର ବିଶାଳ ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ଲକ୍ଷୌ ସୁପର ଜ୍ୟାଣ୍ଟସଠାରୁ ପରାସ୍ତ ହେବାକୁ ପଡ଼ିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ରେ...
ରେକର୍ଡ ସହ ସିରିଜ୍କୁ ଫେରିଲା ପାକିସ୍ତାନ
କରାଚୀ,୧।୪: ପାକିସ୍ତାନ ଦଳ ଦିନିକିଆ ଇତିହାସରେ ସର୍ବାଧିକ ଟାର୍ଗେଟ ୩୪୯ ରନ୍ର ପିଛା କରି ବିଜୟ ହାସଲ କରିଛି। ଅଧିନାୟକ ବାବାର ଆଜାମ (୧୧୪) ଏବଂ ଓପନର ଇମାମ ଉଲ ହକ୍ (୧୦୬)ଙ୍କ ଶତକ ଯୋଗୁ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ...
ଇତିହାସ ରଚିଲେ ଧୋନୀ
ମୁମ୍ବାଇ,୧।୪: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍ରେ ଇତିହାସ ରଚିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ମାତ୍ର ୧୬ ରନ୍ କରି ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଏହି ଛୋଟ ଇନିଂସ...
ଆଇପିଏଲ୍ରେ ବଡ଼ ରେକର୍ଡ କଲେ ଏହି ବୋଲର୍
ମୁମ୍ବାଇ,୧।୪: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ୩୮ ବର୍ଷୀୟ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଉଇକେଟ ନେଇଛନ୍ତି। ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ଦୀପକ ହୁଡାଙ୍କୁ ଆଉଟ୍ କରି ସେ ଏହି...
ଶେଷ ଓଭରରେ ଚେନ୍ନାଇକୁ ହରାଇଲା ଲକ୍ଷ୍ନୌ
ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ଉଇକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଫଳରେ ଚଳିତ ଆଇପିଏଲ୍ ସିଜନରେ ଲକ୍ଷ୍ନୌ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ଟସ୍ ଜିତି...
ଲକ୍ଷ୍ନୌ ଆଗରେ ୨୧୧ ଟାର୍ଗେଟ
ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟିଂ କରିବାକୁ ଆସି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୨୧୦...
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ
ମୁମ୍ବାଇ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁବାର ସପ୍ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବ। ଚେନ୍ନାଇ ୩ଟି ପରିବର୍ତ୍ତନ...
ମାଇଲଷ୍ଟୋନ ଠାରୁ ୧୫ ରନ୍ ଦୂରରେ ଧୋନୀ
ମୁମ୍ବାଇ,୩୧।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ବିସ୍ଫୋରକ ଅର୍ଦ୍ଧଶତକ ସହ ଚଳିତ ବର୍ଷ ଆଇପିଏଲ୍ରେ ଅଭିଯାନ ଆରମ୍ଭ କରିଛନ୍ତି। ୩୮ ବଲରେ ୫୦ ରନ୍ର ଅପରାଜିତ ପାଳି ଖେଳିଥିବା ଧୋନୀଙ୍କୁ ଟି୨୦...
କୋହଲିଙ୍କ ବ୍ରାଣ୍ଡ୍ ଭାଲ୍ୟୁ କମିଲା, ଧୋନୀଙ୍କ ବଢିଲା
ନୂଆଦିଲ୍ଲୀ,୩୧।୩:ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ହ୍ରାସ ପାଇଛି। ୨୦୨୦ରେ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟ ଥିଲା ୨୩୮ ମିଲିୟନ ଡ଼ଲାର (ପ୍ରାୟ ୧୮.୦୩ ବିଲିୟନ)। ଗତ ବର୍ଷ ଏହା ୨୨ ପ୍ରତିଶତ ହ୍ରାସ ପାଇଛି। ୨୦୨୦ରେ...
Archives


