୪ଥର ବିଶ୍ୱ ଚାମ୍ପିଅନ୍ ଜର୍ମାନୀର ସ୍ବପ୍ନ ଧୂଳିସାତ୍
କାତାର,୨।୧୨: ଚାରିଥର ଚାମ୍ପିଅନ ଜର୍ମାନୀ ଫିଫା ବିଶ୍ୱକପ୍ ୨୦୨୨ର ଗ୍ରୁପ ଇ ମ୍ୟାଚରେ କୋଷ୍ଟାରିକା ବିପକ୍ଷରେ ୪-୨ରେ ବିଜୟ ହାସଲ କରିବା ପରେ ମଧ୍ୟ ଟୁର୍ନାମେଣ୍ଟରୁ ବାଦ୍ ପଡିଛି। ନକଆଉଟ ପାଇଁ ଯୋଗ୍ୟତା ହାସଲ କରିବା ପାଇଁ ଜର୍ମାନୀ ବିଜୟ ସହିତ…
ଲାବୁସେନ, ସ୍ମିଥ୍ଙ୍କ ଦ୍ୱିଶତକ
ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍ ସ୍ମିଥ୍ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ ବିନିମୟରେ ୫୯୮ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଛି। ପର୍ଥ ଷ୍ଟାଡିୟମରେ…
ଇଂଲଣ୍ଡର ବିଶ୍ୱ ରେକର୍ଡ
ରାଓ୍ବଲପିଣ୍ଡି (ପାକିସ୍ତାନ), ୨ା୧୨(ଏପି):ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚରେ ଭୂତାଣୁ ପ୍ରଭାବିତ ଇଂଲଣ୍ଡ ଆକ୍ରମଣାତ୍ମକ କ୍ରିକେଟ ଖେଳିଛି। ୪ଜଣ ବ୍ୟାଟ୍ସମ୍ୟାନଙ୍କ ଶତକ ସହାୟତାରେ ଦଳ ୫୦୬/୪ ସ୍କୋର କରି ଏକ ବିଶ୍ୱ ରେକର୍ଡ କରିଛି। ଜ୍ୟାକ୍ କ୍ରଲି ୧୨୨ ରନ…
ନକ୍ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ
ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ ମେକ୍ସିକୋକୁ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଲିଓନେଲ ମେସିଙ୍କ ଦଳ ବୁଧବାର ଅନ୍ତିମ ଲିଗ୍…
ପରୀକ୍ଷାନିରୀକ୍ଷା ସଫଳ ହୋଇଛି
ଓ୍ବେଲ୍ ଡନ୍ ସ୍କାଲୋନି। ପୋଲାଣ୍ଡ ବିପକ୍ଷରେ ଆର୍ଜେଣ୍ଟିନାର ବିଜୟରେ କୋଚ୍ଙ୍କୁ ଶ୍ରେୟ ଦେବାକୁ ପଡ଼ିବ। ଆର୍ଜେଣ୍ଟିନା ଜାତୀୟ ଦଳ ପୁଣି ପ୍ରମାଣିତ କଲା ଯେ, ଏକ ଭଲ ଦଳ ଭାବେ ସେମାନେ ବିଶ୍ୱକପ ଯୋଗ୍ୟତା ପାଇଛନ୍ତି ଏବଂ ଟୁର୍ନାମେଣ୍ଟ ଜିତିବା ପାଇଁ…
ଦେଶ ପାଇଁ ପଦକ ନିଲାମ କରୁଛନ୍ତି ଏହି ଆଥଲେଟ୍
କିଭ୍,୧ା୧୨: ୟୁକ୍ରେନର ଜଣାଶୁଣା ଅଲିମ୍ପିଆନ୍ ୟୁରି ଚେବାନ ଦେଶ ପାଇଁ ପଦକ ନିଲାମ କରୁଛନ୍ତି। ସେ ତାଙ୍କ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକକୁ ନିଲାମ କରୁଥିବା ଜଣାପଡିଛି। ପଦକଗୁଡ଼ିକର ନିଲାମ କରୁଥିବା ସଂସ୍ଥା ଏସ୍ସିପି ସ୍ବର୍ଣ୍ଣ ପଦକ ୭୫,୦୦୦…
ଭାରତ ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା
ନୂଆଦିଲ୍ଲୀ,୧ା୧୨: ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି। ପିଠିରେ ଯନ୍ତ୍ରଣା ଯୋଗୁ ଡିସେମ୍ବର ୪ରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ବାଂଲାଦେଶର ପ୍ରମୁଖ ପେସ୍ ବୋଲର ତସ୍କିନ ଅହମ୍ମଦ ଖେଳିବେ…
ବିବାହ କରିବେ ରାହୁଲ, ବିସିସିଆଇକୁ ମାଗିଲେ ଛୁଟି
ମୁମ୍ବାଇ,୧।୧୨: ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ ଏଲ ରାହୁଲ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ଦିନର ସମ୍ପର୍କ ପରେ ବିବାହର ସ୍ବୀକୃତି ଦେବାକୁ ଦୁହେଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଆସନ୍ତା ମାସ ତଥା ଜାନୁଆରୀ ପ୍ରଥମ ସପ୍ତାହରେ…
ଦେଶ ନୁହେଁ ଗୁରୁତ୍ୱପୂର୍ଣ୍ଣ ଟି-୨୦ : ପୃଥିବୀର ଅଧା କ୍ରିକେଟର ଲିଗ୍ ପାଇଁ ଜାତୀୟ ଚୁକ୍ତିନାମା ଛାଡ଼ିବାକୁ ରାଜି…
ଓ୍ବାଶିଂଟନ,୧।୧୨ : ସମଗ୍ର ବିଶ୍ୱରେ ଗୋଟିଏ ପରେ ଗୋଟିଏ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜ ଆଧାରିତ ଟି-୨୦ ଲିଗର ପ୍ରଭାବ ଖେଳାଳିଙ୍କ ଉପରେ ବୃଦ୍ଧି ପାଉଛି। ଅନ୍ତର୍ଜାତୀୟ କ୍ରିକେଟରଙ୍କ ସଂସ୍ଥା ଫିକା(ଏଫଆଇସିଏ) ଏହାର ସଦ୍ୟତମ ସର୍ଭେରେ କହିଛି ଯେ ଟି-୨୦ ଲିଗ ପାଇଁ…
ଫ୍ରାପାର୍ଟ ପ୍ରଥମ ମହିଳା ରେଫରି
ଦୋହା, ୧।୧୨ (ଏପି): ଫିଫା ବିଶ୍ୱକପ୍ (ପୁରୁଷ) ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ରେଫରି ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ସେ ହେଲେ ଫ୍ରାନ୍ସର ଷ୍ଟିଫେନି ଫ୍ରାପାର୍ଟ। ଗୁରୁବାର ଅଲ୍ବାୟଟ ଷ୍ଟାଡିୟମରେ ସେ ଜର୍ମାନୀ ଓ କୋଷ୍ଟାରିକା ମ୍ୟାଚ ପରିଚାଳନା…
ଓଡ଼ିଶା ରୋଲବଲ୍ ବାଳିକା ଦଳ ମିଳିତ ଚାମ୍ପିୟନ
ଭୁବନେଶ୍ୱର, ୧।୧୨(କ୍ରୀଡ଼ା ପ୍ରତିନିଧି): ପୁଣେରେ ଅନୁଷ୍ଠିତ ଏକ୍ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି। ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି। ଫାଇନାଲରେ ଏହି…
ଓଡ଼ିଶା ଉଷୁ ଦଳକୁ ୧୬ ପଦକ
ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କେରଳର କୋଝିକୋଡେସ୍ଥିତ ଭି.କେ. କ୍ରିଷ୍ଣାମେନନ ଇନ୍ଡୋର ଷ୍ଟାଡିୟମରେ ବୁଧବାର ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଉଷୁ ମହିଳା ଜୋନାଲ ଲିଗ୍ (ସାଉଥ୍ ଜୋନ୍)ରେ ଓଡ଼ିଶା ଦଳ ମୋଟ ୧୬ଟି ପଦକ ପାଇଛି। ଏହା ମଧ୍ୟରେ ୪…

