ଖେଳ

ପଡ଼ିବ କି ହାତଗଣ୍ଠି ! କେ.ଏଲ୍‌.ଙ୍କ ଛୁଟି ମଞ୍ଜୁର କଲେ ବିସିସିଆଇ

ନୂଆଦିଲ୍ଲୀ,୩।୧୨: ଜାନୁୟାରୀରେ ପଡ଼ିପାରେ ଭାରତୀୟ କ୍ରିକେଟର କେ.ଏଲ୍‌. ରାହୁଲଙ୍କ ହାତଗଣ୍ଠି। ପ୍ରେମିକା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିବେ ସେ। ଦୀର୍ଘ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଦୁହେଁ ସମ୍ପର୍କକୁ ଆଉ ପାଦେ ଆଗକୁ ନେବାକୁ…

ପୁଣି ଭାରତକୁ ପାକିସ୍ତାନର ଧମକ, ‘ଏସିଆ କପ୍‌ ସ୍ଥାନାନ୍ତରିତ ହେଲେ…’

ନୂଆଦିଲ୍ଲୀ,୩।୧୨: ଏସିଆ କପ୍‌ ୨୦୨୩କୁ ନେଇ ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ଧମକ ଦେଇଛି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ପିସିବି)। ଭାରତୀୟ ଟିମ୍‌ ଯଦି ପାକିସ୍ତାନ ଆସିବ ନାହିଁ, ତାହା ହେଲେ ନ ଆସୁ। ମାତ୍ର ଯଦି ଏସିଆ କପ୍‌କୁ…

‘ରନ୍‌ ମେଶିନ’ ପାଲଟିଲେ ଋତୁରାଜ…

ଅହମ୍ମଦାବାଦ,୩।୧୨: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକଓ୍ବାଡ। ଏଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦଳ ପକ୍ଷରୁ ଖେଳି ସେ ୧୩୧ ବଲ୍‌ରେ ୧୦୮ ରନ୍‌ର ଇନିଂସ ଖେଳିଛନ୍ତି। ଟୁର୍ନାମେଣ୍ଟରେ ଏହା ଋତୁରାଜଙ୍କ କ୍ରମାଗତ ତୃତୀୟ ଶତକ। ଏହାପୂର୍ବରୁ…

ବାଲାଂଦେଶ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଟିମକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୩।୧୨: ବାଲାଂଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଥିବା କାରଣରୁ ଏହି ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବାମ କାନ୍ଧରେ ଆଘାତ…

ସୌରାଷ୍ଟ୍ରକୁ ବିଜୟ ହଜାରେ ଟ୍ରଫି

ଅହମ୍ମଦାବାଦ,୩।୧୨:ଉଇକେଟ କିପର ଶେଲଡନ୍‌ ଜ୍ୟାକସନଙ୍କ ଅପରାଜିତ ଶତକ ବଳରେ ମହାରାଷ୍ଟ୍ରକୁ ୫ ଉଇକେଟରେ ପରାସ୍ତ କରି ବିଜୟ ହଜାରେ ଟ୍ରଫି ହାସଲ କରିଛି ସୌରାଷ୍ଟ୍ର। ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ୯ ଉଇକେଟରେ ୨୪୮ ରନ୍‌ କରିଥିଲା। ଅଧିନାୟକ ରୁତୁରାଜ ଗାଏକ୍ୱାଡ…

ଦ୍ୱିତୀୟ ସ୍ଥାନରେ ଓଏଫ୍‌ସି

ଭୁବନେଶ୍ୱର,୩।୧୨(ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ନିଜର ବିଜୟ ଧାରା ବଜାୟ ରଖିଛି। ଶୁକ୍ରବାର ଦଳ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସିକୁ ୨-୧ରେ ହରାଇବା ସହିତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍‌ସି ନିଜର…

ଡ୍ରାଗ୍‌ ଫ୍ଲିକ୍‌ ଓ ଗୋଲକିପିଂ କୋଚ୍‌ ନିଯୁକ୍ତି ଉପରେ ଦିଲୀପଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୩।୧୨ (କ୍ରୀଡ଼ା ପ୍ରତିନିଧି): ଅନେକ ସମୟରେ ଦେଖାଯାଏ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ହକି ଦଳ ଭଲ ସ୍ଥିତିରେ ଥାଇ ମଧ୍ୟ ଶେଷ ମୁହୂର୍ତ୍ତ ଗୋଲବରଣ ଯୋଗୁ ପରାଜିତ ହୋଇଥାଏ। ପେନାଲ୍ଟି କର୍ନରରୁ ଗୋଲ କରିବାରେ ମଧ୍ୟ ଦଳ ଅନେକ ସମୟରେ…

କାତାର ବିଶ୍ୱକପ୍‌ର ବିସ୍ମୟ ଜାପାନ

୨୦୧୮ ବିଶ୍ୱକପର ଇତିହାସ ପୁନରାବୃତ୍ତି ହୋଇଥିବା ବିଶ୍ୱାସ କରି ହେଉନାହିଁ। ୨୦୧୪ର ବିଶ୍ୱ ଚାମ୍ପିୟନ ଏଥର ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଲା। ଆମେ ଜାଣିଛୁ ଯେ ଜର୍ମାନୀ ଜାତୀୟ ଦଳ ପରିବର୍ତ୍ତନ ପଥରେ ରହିଛି। ଏକ ନୂଆ ଦଳ ଗଠନ…

ପରାଜୟ ସତ୍ତ୍ୱେ ନକଆଉଟରେ ବ୍ରାଜିଲ

ଦୋହା,୩।୧୨,(ପି.ଟି.): ଆଉ ଏକ ବିପର୍ଯ୍ୟୟ ସହିତ ଶେଷ ହୋଇଛି ଫିଫା ବିଶ୍ୱକପ ୨୦୨୨ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌। ଏଥିସହିତ ଚୂଡାନ୍ତ ହୋଇଛି ରାଉଣ୍ଡ ଅଫ୍‌ ୧୬ର ଦଳ ତାଲିକା। ତେବେ ଚଳିତ ବିଶ୍ୱକପରେ ଆଉ ଏକ ଟପ୍‌ ଟିମ୍‌ ମାଟି କାମୁଡିଛି।…

ବିପର୍ଯ୍ୟୟ: ପର୍ତ୍ତୁଗାଲକୁ ହରାଇ ନକ୍‌ ଆଉଟରେ ଦକ୍ଷିଣ କୋରିଆ

ଦୋହା, ୩।୧୨: କାତାରରେ ଚାଲିଥିବା ଫିଫା ବିଶ୍ୱକପରେ ଶୁକ୍ରବାର ଘଟିଛି ଆଉ ଏକ ବିପର୍ଯ୍ୟୟ। ବିଶ୍ୱର ୯ ନମ୍ବର ଦଳ ପର୍ତ୍ତୁଗାଲକୁ ୨-୧ ଗୋଲରେ ହରାଇ ଦେଇଛି ୨୮ ନମ୍ବର ଦକ୍ଷିଣ କୋରିଆ। ଏଥିସହ ଜାପାନ ପରେ ଦ୍ୱିତୀୟ ଏସୀୟ ଦଳଭାବେ…

ହସ୍ପିଟାଲରେ ଭର୍ତ୍ତି ହେଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୨।୧୨: ଅଷ୍ଟ୍ରେଲିଆ କ୍ରିକେଟ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ରିକି ପଣ୍ଟିଂ ଶୁକ୍ରବାର ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ମନ୍ତବ୍ୟ ଦେଉଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

‘ମୋ ବଲ୍‌ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’

ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳକୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?