ସେମିଫାଇନାଲରେ ପହଞ୍ଚିଲେ ହିମା
ବର୍ମିଂହାମ୍, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ ସେ ତାଙ୍କ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହିଟ୍ ନମ୍ବର-୨ରେ ହିମାଙ୍କ...
ଭାରତୀୟ ଦଳ ପାଇଁ ଖୁସି ଖବର
ପୋର୍ଟ ଅଫ୍ ସ୍ପେନ୍,୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଦଳର ଅଧିନାୟକ...
ସେମିଫାଇନାଲରେ ଭାରତ
ବର୍ମିଂହାମ,୪।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ବାରବାଡୋସକୁ ୧୦୦ ରନରେ ପରାସ୍ତ କରିଛି। ଜେମିମା ରୋଡ୍ରିଗେଜ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ଥିବାବେଳେ ରେଣୁକା ସିଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ୪...
ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍ ହେଲେ ଖେଳାଳି
ବର୍ମିଂହାମ୍,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍ କୋଚ୍ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ ଖେଳାଳି ଜର୍ସି ପିନ୍ଧି କୋର୍ଟକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଜନ୍ମିତ ଷ୍ଟିଭ୍ ରିଲି ଫିଜି...
ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ
ବିର୍ମିଂହାମ, ୪।୮: କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ପରସ୍ଥିତି ସୃଷ୍ଟି କରିଥିଲା। ସେମି ଫାଇନାଲ ପ୍ରବେଶ...
ମାନ୍ଙ୍କୁ ରୌପ୍ୟ: ଘୋଷାଲ, ଲଭପ୍ରୀତ୍, ଗୁରଦୀପ, ତେଜସ୍ବିନଙ୍କୁ ବ୍ରୋଞ୍ଜ
ବର୍ମିଂହାମ, ୪।୮(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବୁଧବାର ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଜୁଡୋକା ତୁଲିକା ମାନ୍। ସେହିପରି ଭାରୋତ୍ତୋଳନରୁ ଲଭପ୍ରୀତ ସିଂ ଓ ଗୁରଦୀପ ସିଂ ଏବଂ ସ୍କ୍ବାଶ୍ରୁ ସୌରଭ ଘୋଷାଲ ଓ ପୁରୁଷ ହାଇ ଜମ୍ପରୁ ତେଜସ୍ବିନ ଶଙ୍କରଙ୍କୁ...
କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ରୋହିତ ହେଲେ ‘ନମ୍ବର-୧’
ସେଣ୍ଟ କିଟ୍ସ,୩।୮: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ରୋହିତ ଶର୍ମା ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏପରି କରି ସେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଟି୨୦ ମ୍ୟାଚ୍ରେ...
ରୋହିତଙ୍କୁ ନେଇ ଏପରି କହିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୩।୮: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତୃତୀୟ ଟି୨୦ ମୁକାବିଲାକୁ ଭାରତ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ କ୍ରିକେଟର କହିଛନ୍ତି, ରୋହିତ ଖେଳାଳିମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ଏଥିଲାଗି...
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ପଦକ: ଲଭ୍ପ୍ରୀତ ଜିତିଲେ ବ୍ରୋଞ୍ଜ
ବର୍ମିଂହାମ,୩।୮: ଇଂଲଣ୍ଡରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂ ପୁରୁଷ ୧୦୯ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲରେ ଏକ ସମୟରେ ଲଭପ୍ରୀତ ମଧ୍ୟ ସ୍ବର୍ଣ୍ଣ...
ରୋହିତ ଶର୍ମା ପଛରେ ରହିଗଲେ, ଇତିହାସ ରଚିଲେ ମହିଳା କ୍ରିକେଟର୍
ବର୍ମିଂହାମ,୩।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସୁଜି ବେଟ୍ସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ୩୫୦୦ ରନ ସ୍କୋର କରିଛନ୍ତି। ସେ ଏହା କରିବାରେ ଉଭୟ ପୁରୁଷ କିମ୍ବା ମହିଳା କ୍ରିକେଟ୍ରେ ପ୍ରଥମ ଖେଳାଳି...
ଚଳିତବର୍ଷ ୨ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ,୩।୮: ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଅଗଷ୍ଟ ୨୮ରେ ଦୁବାଇରେ ହେବାକୁ ଥିବା ଏ ଗ୍ରୁପ୍ର ଓପନିଂ ମ୍ୟାଚରେ ଭାରତ ଏବଂ...
ତୃତୀୟ ଟି୨୦ରେ ଭାରତ ବିଜୟୀ
ବାସେଟେରେ, ୩ା୮: ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ...
Archives


