ଖେଳ

ଲୁହ ରୋକିପାରିଲେନି ସାନିଆ

ସିଡ୍‌ନୀ,୨୭।୧: ଭାରତୀୟ ଟେନିସ ତାରକା ସାନିଆ ର୍ମିଜା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟ ହେବ ବୋଲି ସାନିଆ ମିର୍ଜାା ପୂର୍ବରୁ ଘୋଷଣା କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ଦୁଇଟି…

ପୁରୁଷ ହକି ବିଶ୍ୱକପ୍‌: ଆଜି ସେମିଫାଇନାଲ ଖେଳିବେ ୪ ଟିମ୍‌

ଭୁବନେଶ୍ୱର,୨୭।୧: ପୁରୁଷ ହକି ବିଶ୍ୱକପ୍‌ ପାଇଁ ଆଜି ୪ଟି ଟିମ୍‌ ସେମିଫାଇନାଲ ଖେଳିବେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସାଢେ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଜର୍ମାନୀ। ସେହିପରି ସା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ…

ସାନିଆଙ୍କ ସ୍ବପ୍ନ ଚୂରମାର୍‌

ସିଡ଼ନୀ,୨୭।୧: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନିଜ ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନର ମିକ୍ସ ଡବଲ୍ସ ଫାଇନାଲରେ ସାନିଆ ଏବଂ ରୋହନ ବୋପାନ୍ନା ୬-୭, ୬-୨ରେ ସେଟ୍‌ରେ ହାରିଯାଇଛନ୍ତି। ଏହା ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ…

ଭାରତୀୟ ଦଳକୁ ସର୍‌ପ୍ରାଇଜ୍‌ ଦେଲେ ଧୋନୀ

ରାଞ୍ଚି,୨୭।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ରାଞ୍ଚିରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳକୁ ସରପ୍ରାଇଜ୍‌ ଦେଇଥିଲେ। ହଠାତ୍‌ ଧୋନୀ ଜେଏସସିଏ…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ରାଞ୍ଚି,୨୭।୧:ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ଉଭୟ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସିରିଜରେ ଭାରତୀୟ ଦଳର ଅଧିନାୟକତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିବାବେଳେ ନ୍ୟୁଜିଲାଣ୍ଡର ଦାୟିତ୍ୱ ମିଚେଲ ସାଣ୍ଟନର୍‌…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଦଳର ଖେଳାଳି ଅକ୍ଷର ପଟେଲ ଏବଂ ମେହା ପଟେଲ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମେହାଙ୍କୁ ଆଣିବା ପାଇଁ ଅକ୍ଷର ବର ବେଶରେ ମଣ୍ଡପରେ ପହଞ୍ଚିଥିଲେ। ବିବାହରେ ତାଙ୍କର ଅନେକ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟ ଉପସ୍ଥିତ…

ହକି ବିଶ୍ୱକପ୍‌: ୩ କ୍ୱାଟର ସୁଦ୍ଧା ଭାରତ ଆଗୁଆ

ରାଉରକେଲା,୨୬।୧(ଡି.ଏନ୍‌.ଏ.): ରାଉରକେଲା ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ଗୁରୁବାର ହକି ବିଶ୍ୱକପ୍‌ର ୪ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ ୧୧ଟା ୩୦ରେ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ୬.୩ ଗୋଲ୍‌ରେ ବିଜୟ ହାସଲ କରିଛି। ତେବେ ଦ୍ୱିତୀୟ…

‘ଇଶାନ କହିବ ରାଞ୍ଚିରେ ମୋ’ ଘର, ମୋତେ ଖେଳାଅ…’ ଜାଣନ୍ତୁ କାହିଁକି ରୋହିତ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ମନ୍ତବ୍ୟକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଏବେ ସେ ରଜତ ପାଟିଦାରଙ୍କୁ ସେଭଳି ଏକ ବୟାନ ଦେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତଙ୍କୁ ସାମିଲ କରାଯାଇଥିଲା।…

ଅଶ୍ୱିନଙ୍କୁ ଭୟ କରୁଛନ୍ତି ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ସିଡନୀ,୨୬।୧:ଅଷ୍ଟ୍ରେଲୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ମ୍ୟାଟ ରେନଶ ଭାରତ ଗସ୍ତ ପୂର୍ବରୁ ଭୟଭୀତ ହୋଇପଡିଛନ୍ତି। ସେ କହିଛନ୍ତି, ଭାରତ ଗସ୍ତରେ ଆର ଅଶ୍ୱିନ ଏକ କଠିନ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ। ଭାରତୀୟ ପରିସ୍ଥିତିରେ ଆର ଅଶ୍ୱିନଙ୍କ ପରି ଜଣେ ଅଫ ସ୍ପିନର…

ଆଜି ଜାପାନକୁ ଭେଟିବ ଭାରତ

ଭୁବନେଶ୍ୱର,୨୬ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ରେ ୯-୧୬ ସ୍ଥାନ ପାଇଁ ଗୁରୁବାରଠାରୁ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ କ୍ଲାସିଫିକେଶନ ମ୍ୟାଚ। ଗୁରୁବାର ସନ୍ଧ୍ୟା ୭ଟାରେ ଭାରତ ଓ ଜାପାନ ମଧ୍ୟରେ ଲଢେଇ ହେବ। ଉଭୟ ଦଳ ସେମାନଙ୍କ କ୍ରସ୍‌ଓଭର ମ୍ୟାଚରେ…

୫ ଫ୍ରାଞ୍ଚାଇଜିରୁ ଆୟ ୪,୬୬୯ କୋଟି

ମୁମ୍ବାଇ,୨୬ା୧(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ପାଇଁ ନିଲାମୀ କରାଯାଇଛି। ୫ଟି ମହିଳା ଦଳର ନିଲାମୀ କରାଯାଇଥିବା ବେଳେ ବିସିସିଆଇ ଏଥିରୁ ୪୬୬୯.୯୯ କୋଟି ଟଙ୍କା ଆୟ କରିଛି। ଆଦାନୀ ସ୍ପୋଟର୍‌ସ…

ଟାଇସନଙ୍କ ବିରୋଧରେ ବଳାତ୍କାର ମାମଲା

ନ୍ୟୁୟର୍କ,୨୬ା୧(ଏପି): ଜଣେ ମହିଳା ପୂର୍ବତନ ହେଭିଓ୍ବେଟ ବକ୍ସିଂ ଚାମ୍ପିୟନ ମାଇକ୍‌ ଟାଇସନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛନ୍ତି। ମହିଳା ଜଣକ କହିଛନ୍ତି, ୧୯୯୦ ଦଶକ ପ୍ରାରମ୍ଭରେ ନ୍ୟୁୟର୍କର ଆଲବାନୀଠାରେ ଏକ ନାଇଟ୍‌ କ୍ଲବରେ ଟାଇସନଙ୍କ ସହ ତାଙ୍କର ଦେଖାହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?