ଖେଳ

ସେମିରେ ଜୋକୋଭିଚ୍‌,ଟମି

ମେଲବୋର୍ନ,୨୬ା୧(ପି.ଟି.): ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବିଭାଗ ସେମିରେ ପ୍ରବେଶ କରିଛନ୍ତି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଓ ଆମେରିକୀୟ ଟମି ପଲ୍‌। ସେହିପରି ମହିଳା ସିଙ୍ଗଲ୍ସରେ ବେଲାରୁଷର ଆରିନା ସାବାଲେଙ୍କା ଓ ପୋଲାଣ୍ଡର ମାଗଦା ଲିନେଟ୍‌ ସେମିରେ…

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୬।୧ (କ୍ରୀଡ଼ା ପ୍ରତିନିଧି): ତିନିଥର ଚାମ୍ପିୟନ ନେଦରଲାଣ୍ଡ୍ସ ଚଳିତ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଦଳ ଦକ୍ଷିଣ କୋରିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏଥିସହ ପ୍ରତିଯୋଗିତାର ସେମିଫାଇନାଲ…

ଅଷ୍ଟ୍ରେଲିଆର ଓପନ ଫାଇନାଲ୍‌ରେ ସାନିଆ-ବୋପାନ୍ନା

ସିଡନୀ,୨୫।୧: ଅଷ୍ଟ୍ରେଲିଆର ଓପନର ମିକ୍ସ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ଭାରତର ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନା। ସେମିଫାଇନାଲରେ ଭାରତୀୟ ଯୋଡି ଗ୍ରେଟ ବ୍ରିଟେନର ନିଲ ସ୍କୁପ୍ସ୍କି ଏବଂ ଆମେରିକାର ଡେସେରିଆ କ୍ରାଉଜିକ ଯୋଡିଙ୍କୁ ୭-୬ (୫) ୬-୭ (୫) ୧୦-୬…

କେ.ଏଲ୍‌.ଙ୍କୁ ଉପହାର: କୋହଲି ଦେଲେ ବିଏମ୍‌ଡବ୍ଲୁ, ଧୋନୀ ଦେଲେ ୮୦ ଲକ୍ଷର ବାଇକ୍‌ !

ନୂଆଦିଲ୍ଲୀ,୨୫।୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ କେ.ଏଲ୍‌. ରାହୁଲ। ବଲିଉଡ୍‌ ଅଭିନେତ୍ରୀ ଆଥିଆ ସେଟ୍ଟୀଙ୍କ ହାତ ଧରିଛନ୍ତି ସେ। ଏହି ବିବାହ ବେଶ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିବା ବେଳେ କେ.ଏଲ୍‌.ଙ୍କୁ ଉପହାରରେ ବହୁତ ମହଙ୍ଗା ଉପହାର…

ସୂର୍ଯ୍ୟକୁମାର ବର୍ଷର ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୧: ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୨ ବର୍ଷର ଶ୍ରେଷ୍ଠ ଟି -୨୦ ପୁରୁଷ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆର ତାହିଲା ମ୍ୟାକଗ୍ରାଥ ୨୦୨୨ର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ମିଳିଛି। ୨୦୨୨ରେ ସୁର୍ଯ୍ୟକୁମାର ୩୧…

ମହିଳା ଆଇପିଏଲ୍‌ ଟିମ୍‌ ଘୋଷଣା କଲା ବିସିସିଆଇ: ଆଦାନୀ ଟିମ୍‌ ସବୁଠୁ ମହଙ୍ଗା

ନୂଆଦିଲ୍ଲୀ,୨୫।୧: ମହିଳା ଆଇପିଏଲ୍‌ ପ୍ରଥମ ସିଜନ ଲାଗି ବିସିସିଆଇ ବୁଧବାର ୫ ଦଳ ଘୋଷଣା କରିଛି। ଏହି ୫ ଦଳ ଅହମ୍ମଦାବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ଲକ୍ଷ୍ନୌର ରହିବେ। ଏହି ଫ୍ରାଞ୍ଚାଇଜ ଦଳଗୁଡ଼ିକ ମଧ୍ୟରୁ ଅହମ୍ମଦାବାଦ ଟିମ୍‌ ସବୁଠାରୁ ମହଙ୍ଗା…

‘ଶାର୍ଦ୍ଦୁଳ ଜଣେ ଯାଦୁଗର’

ଇନ୍ଦୋର,୨୫।୧: ନ୍ୟୁଜିଲାଣ୍ଡକୁ ବିପକ୍ଷ ସିରିଜକୁ କ୍ଲିନ୍‌ ସୁଇପ୍‌ କରିବା ପରେ ଭାରତ ଏବେ ଆଇସିସି ର଼୍ୟାଙ୍କିଂର ଶୀର୍ଷ(ନଂ-୧) ସ୍ଥାନରେ ପହଞ୍ଚିଛି। ଏହାପରେ ଅଧିନାୟକ ରୋହିତ ଶର୍ମା ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସିବ୍ୟକ୍ତ କରିବା ସହ ମ୍ୟାଚ୍‌କୁ ବିରୋଧି ଟିମ୍‌ ହାତରୁ ଛଡ଼ାଇ…

ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍‌ ହେଲେ ସିରାଜ

ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର ଟେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲଉଡ୍‌ଙ୍କୁ ପଛରେ ପକାଇଛନ୍ତି। ଗତ ୧୨ ମାସରେ…

ଦୁଃଖ ମଧ୍ୟରେ ଖୁସି ଖବର ପାଇଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୫।୧: ଆଇସିସି ୨୦୨୨ ବର୍ଷର ଟେଷ୍ଟ ଦଳ ଘୋଷଣା କରିଛି। ଏହି ଦଳରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ଯିଏ ଗତ ବର୍ଷ ଟେଷ୍ଟ କ୍ରିକେଟରେ ବଲ ଏବଂ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ଦଳରେ…

ଲଜ୍ଜାଜନକ ପରାଜୟ ପରେ ନ୍ୟୁଜିଲାଣ୍ଡ ଅଧିନାୟକ କହିଲେ ଏଭଳି

ଇନ୍ଦୋର,୨୫।୧: ଭାରତ ବିପକ୍ଷ ଦିନିକିଆ ସିରିଜରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନିକିଆକୁ ୯୦ ରନ ଏବଂ ସିରିଜ୍‌(୦-୩)ରେ ପରାଜିତ ହେବାର ଯନ୍ତ୍ରଣା ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥାମଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଇଛି। ମ୍ୟାଚ୍‌ ପରେ ଲାଥାମ କହିଛନ୍ତି,…

ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ

ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୧୨ ରନ ଓପନିଂ ଭାଗିଦାରୀ କରିଥିଲେ। ଗତ ଚାରିଟି ଦିନିକିଆରେ ଏହା ଗିଲଙ୍କ ତୃତୀୟ…

‘ପଠାନ୍‌’ ରିଲିଜକୁ ନେଇ ଶାହାରୁଖଙ୍କୁ ଶୁଭେଚ୍ଛା ଜଣାଇଲେ କାର୍ତ୍ତିକ

ନୂଆଦିଲ୍ଲୀ,୨୫।୧: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ରିଲିଜ ହୋଇଛି। ‘ପଠାନ୍‌’କୁ ନେଇ ଦେଶ ତଥା ବିଦେଶର ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତ୍ତିକ ଟୁଇଟ୍‌ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?