ଖେଳ ପାଇଁ ନୁହେଁ, କେବଳ ଟଙ୍କା ରୋଜଗାର ପାଇଁ ଭାରତୀୟ କ୍ରିକେଟର ‘ଗେହ୍ଲାପୁଅ’
ଲାହୋର,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତୀୟ ଟିମ୍ ଯେଉଁ ବି ଦେଶ ଗସ୍ତ କରନ୍ତି, ସେଠାରେ ଅଧିକ ରୋଜଗାର ହୋଇଥାଏ। ଏହାସତ୍ତ୍ୱେ ଭାରତୀୟ ଦଳ ନିଜର ପ୍ରଦର୍ଶନ କାରଣରୁ ବିଶ୍ୱବ୍ୟାପି ସମ୍ମାନ...
ରବିବାର ଭାରତ-ପାକିସ୍ତାନ ଭେଟ
ଶାରଜା, ୩ା୯(ପି.ଟି.): ଏସିଆ କପ୍ ଟି୨୦ କ୍ରିକେଟ ଗ୍ରୁପ୍ ଲିଗ୍ରେ ଶୁକ୍ରବାର ହଂକଂ ବିପକ୍ଷ ମ୍ୟାଚରେ ପାକିସ୍ତାନ ୧୫୫ ରନରେ ବିଜୟ ଲାଭ କରି ସୁପର-୪ରେ ପ୍ରବେଶ କରିଛି। ଟସ୍ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯୪ରନର ବିଜୟ...
ଜାଡେଜା ଆହତ, ଏସିଆ କପ୍ରୁ ଓହରିଲେ
ଦୁବାଇ, ୩ା୯(ପି.ଟି.): ଆଣ୍ଠୁରେ ଆଘାତ ଯୋଗୁ ଟିମ୍ ଇଣ୍ଡିଆ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ଚଳିତ ଏସିଆ କପ୍ର ଅବଶିଷ୍ଟ ଭାଗରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ନିଆ ଯାଇଛି। ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତର...
ଭୁବନେଶ୍ୱରରେ ହୋଇପାରେ ଅଲ୍ଟିମେଟ ଖୋ ଖୋ
ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍ଟିମେଟ ଖୋ ଖୋ ଲିଗ୍ର ପ୍ରଥମ ସଂସ୍କରଣ। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଏକ ଗଣମାଧ୍ୟମ ପ୍ରତିନିଧି...
ହଂକଂକୁ ୧୯୪ ରନ୍ର ଟାର୍ଗେଟ ଦେଲା ପାକିସ୍ତାନ
ଦୁବାଇ,୨।୯: ଏସିଆ କପ୍ ୨୦୨୨ରେ ଶୁକ୍ରବାର ଗ୍ରୁପ୍ ଏ ପର୍ଯ୍ୟାୟର ଅନ୍ତିମ ମୁକାବିଲା ପାକିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ଉଭୟ ଟିମ୍ ଭାରତ ବିପକ୍ଷରେ ପରାଜିତ ହେବା ପରେ ଏହି ମୁକାବିଲା ଖେଳୁଛି। ଏଥିରେ ବିତୋ ଟିମ୍ ସୁପର-୪ରେ...
ଏଭଳି ଭାବେ ପାଇପାରିବେ ଟି୨୦ ବିଶ୍ୱକପ୍ ଫାଇନାଲ ଲାଗି ମାଗଣା ଟିକେଟ୍; ଜାଣନ୍ତୁ…
ମେଲବର୍ନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ପ୍ରଶଂସକଙ୍କ କ୍ରେଜ୍ କାହିଁରେ କେତେ। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଅକ୍ଟୋବର ୧୯ରୁ ଏହା...
ଟି୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ଳଣ୍ଡନ,୨।୯: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଇଂଲଣ୍ଡ ପକ୍ଷରୁ ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରାଯାଇଛି। ସେଥିରୁ ୩ ଖେଳାଳିଙ୍କୁ ରିଜର୍ଭ ରଖାଯାଇଛି। ଦଳରେ ଜେସନ ରୟଙ୍କ ସହ ଦ୍ରୁତ ବୋଲର୍ ଜୋଫ୍ରା ଆର୍ଚରଙ୍କୁ...
ଏସିଆ କପ୍ ଅଧାରୁ ଭାରତକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨।୯: ଏସିଆ କପ୍ ୨୦୨୨ ଟୁର୍ନାମେଣ୍ଟ ଖେଳୁଥିବା ଭାରତକୁ ବଡ଼ ଝଟ୍କା ଲାଗିଛି। ଆହତ ହେବା ଯୋଗୁ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବାକି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ବିସିସିଆଇ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଏନେଇ ସୂଚନା...
‘ହଂକଂକୁ ହାଲୁକା ଭାବେ ନ ନେଉ ପାକିସ୍ତାନ’
ଦୁବାଇ,୨।୯: ଏସିଆ କପ୍ ୨୦୨୦ ଟୁର୍ନାମେଣ୍ଟରେ ଭାରତ ଏବଂ ଆଫଗାନିସ୍ତାନ ସର୍ବପ୍ରଥମେ ସୁପର-୪ ଲାଗି ଯୋଗ୍ୟତା ହାସଲ କରିଥିଲେ। ଏବେ ସମସ୍ତଙ୍କର ନଜର ପାକିସ୍ତାନ ଏବଂ ହଂକଂ ମଧ୍ୟରେ ହେବାକୁ ଥିବା ନିର୍ଣ୍ଣାୟକ ମୁକାବିଲା ଉପରେ ରହିଛି। କାରଣ ଯେଉଁ...
ପାକିସ୍ତାନ ପାଇଁ ‘କର ଅବା ମର’ ସ୍ଥିତି: ଭାରତ ସହ ଲଢ଼େଇ ପାଇଁ ଜିତିବା ଜରୁରୀ
ଦୁବାଇ,୨।୯: ଏସିଆ କପ୍ ୨୦୨୨ ସିଜନ ଏବେ ସୁପର-୪ ଷ୍ଟେଜରେ ପହଞ୍ଚିଛି। ଭାରତ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଏଥିରେ ସ୍ଥାନ ପାଇସାରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ଚତୁର୍ଥ ଟିମ୍ କିଏ ହେବ ତାହା ସ୍ପଷ୍ଟ ହେବ। ପାକିସ୍ତାନ ଏବଂ...
ଖୋ ଖୋ ରୋମାଞ୍ଚ
ରୋମାଞ୍ଚ ଆଣିଛି ସ୍ବଦେଶୀ କ୍ରୀଡ଼ା। ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଲିଗ୍ ଏବେ କ୍ରୀଡ଼ା ଜଗତରେ ବେଶ୍ ଚର୍ଚ୍ଚାରେ ରହିଛି । ନିିୟମରେ ଅନେକ ପରିବର୍ତ୍ତନ, ବାଜା, ବାଣ, ଦର୍ଶକଙ୍କ...
ଜମି କିଣିଲେ ବିରୁଷ୍କା, ଦାମ୍ ଜାଣିଲେ…
ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ୮ ଏକର ଜମି କିଣିଛନ୍ତି। ଯାହାର ଦାମ୍ ରହିଛି ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା। ମୁମ୍ବାଇର ଆଲିବାଗରେ କୋହଲି ନିଜର ଗୋଟିଏ ଫାର୍ମ ହାଉସ...
Archives


