ଭିନେଶଙ୍କୁ ବ୍ରୋଞ୍ଜ
ବେଲଗ୍ରେଡ୍,୧୫ା୯(ପି.ଟି.) : ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ୫୩ କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗତ। ଏହା ସହିତ ପ୍ରଥମ ଭାରତୀୟ ମହିଳା ରେସଲର ଭାବରେ ଦୁଇଟି ବିଶ୍ୱ ଚାମ୍ପିୟନଶିପ ପଦକ ଜିତି ସେ ଇତିହାସ ସୃଷ୍ଟି...
ଭାରତ ବିପକ୍ଷ ସିରିଜରୁ ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ ଓହରିଲେ
ମେଲବୋର୍ନ, ୧୫।୯ (ପି.ଟି.): ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ...
ଇଂଲଣ୍ଡକୁ ହରାଇଲା ଭାରତ
ଡର୍ବି,୧୫ା୯(ପି.ଟି.): ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଛି ଭାରତ। ୩ ମ୍ୟାଚ ବିଶିଷ୍ଟ ସିରିଜ ବର୍ତ୍ତମାନ ୧-୧ରେ ରହିଥିବା ବେଳେ ଗୁରୁବାର ଅନ୍ତିମ ମ୍ୟାଚ ଖେଳାଯିବ। ପ୍ରଥମେ...
ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ସନ୍ତୁ ଜିନିଷର ଅନ୍ତଃ ରହିଛି। ମୁଁ...
ବିସିସିଆଇକୁ ମିଳିଲା ବଡ଼ ଆଶ୍ୱସ୍ତି: ପଦରେ ରହିପାରିବେ ଗାଙ୍ଗୁଲି, ଶାହା
ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବିସିସିଆଇକୁ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର...
କୋହଲିଙ୍କୁ ମିଳିଲା ଲାଭ
ନୂଆଦିଲ୍ଲୀ,୧୪।୯: ନିକଟରେ ଶେଷ ହୋଇଥିବା ଏସିଆ କପ୍ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏସିଆ କପରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଟି-୨୦ ର଼୍ୟାଙ୍କିଙ୍ଗରେ ତାଙ୍କୁ ଲାଭ...
ଆଫ୍ରିଦିଙ୍କୁ ମୁହଁତୋଡ ଜବାବ ଦେଲେ ଅମିତ ମିଶ୍ର
ନୂଆଦିଲ୍ଲୀ,୧୪।୯: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶହିଦ ଆଫ୍ରିଦି ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର୍ରୁ ଅବସର ନେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ, ବିରାଟ କେବଳ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି, ତାଙ୍କୁ ଏବେ କ୍ରିକେଟକୁ ବିଦାୟ ଦେବା...
ରେଣୁକାକୁ ମିଳିଲା ୧୩ ସ୍ଥାନ, ୭ତମ ସ୍ଥାନ ବଜାୟ ରଖିଲେ ଦୀପ୍ତି
ଦୁବାଇ,୧୪।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟର ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ କରିଛି। ଏଥିରେ ଭାରତ ସିମର ରେଣୁକା ସିଂ ୫ ସ୍ଥାନ ପଦୋନ୍ନତି ପାଇ ଶ୍ରେଷ୍ଠ ବୋଲର ତାଲିକାର ୧୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିପରି...
ଭାରତ ବିପକ୍ଷ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍କା; ୩ ଖେଳାଳି ପଡ଼ିଲେ ବାଦ୍
ନୂଆଦିଲ୍ଲୀ,୧୪।୯: ଟି୨୦ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳିବ ଭାରତ। ସେପ୍ଟେମ୍ବର ୨୦ରୁ ଏହି ସିରିଜ ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଦଳରେ ୩ ବଡ଼ ପରିବର୍ତ୍ତନ କରାଯାଇଛି। ଆହତ ସମସ୍ୟା ଯୋଗୁ...
ଉର୍ବଶୀଙ୍କୁ ଫଲୋ କରି ଅନ୍ଫଲୋ କଲେ ଏହି କ୍ରିକେଟର
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପାକିସ୍ତାନୀ କ୍ରିକେଟର ନସିମ ଶାହାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ,...
ବିସିସିଆଇ ମାମଲା: ଆଜି ଶୁଣାଣି
ନୂଆଦିଲ୍ଳୀ,୧୪ା୯(ପି.ଟି.): ବିସିସିଆଇ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ବିସିସିଆଇ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଅବଧି ବୃଦ୍ଧି କରିବା ଉପରେ ଶୁଣାଣି କରିବା ସହିତ ଏହାକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ ଓ ହିମା...
ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ
ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର ଏହି ବିଫଳତାକୁ ନେଇ ବିସିସିଆଇ ପକ୍ଷରୁ ଏକ ସମୀକ୍ଷା କରାଯାଇଥିଲା। ସଭାପତି ସୌରଭ...
Archives


