ଖେଳ

ଶ୍ରୀଲଙ୍କା କ୍ରିକେଟର ରେକର୍ଡ ଆୟ

କଲମ୍ବୋ, ୨୫ା୨ (ପି.ଟି.): ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ୨୦୨୨ରେ ରେକର୍ଡ ୬.୩ ବିଲିୟନ ଟଙ୍କା ଉପାର୍ଜନ କରିଛି। ଅନ୍ତର୍ଜାତୀୟ କ୍ରିକେଟ, ଘରୋଇ କ୍ରିକେଟ, ପ୍ରାୟୋଜକ ଚୁକ୍ତି ଏବଂ ଆଇସିସିର ବାର୍ଷିକ ସଦସ୍ୟ ବଣ୍ଟନ ଆଦି ୪ଟି ମାଧ୍ୟମରୁ ଆୟ ହୋଇଛି। କ୍ରୀଡ଼ାମନ୍ତ୍ରୀ…

କୋଚ୍‌ ପାର୍କଙ୍କଠାରୁ ଦୂରେଇଲେ ସିନ୍ଧୁ

ନୂଆଦିଲ୍ଲୀ, ୨୫ା୨ (ପି.ଟି.): ଡବଲ୍‌ ଅଲିମ୍ପିକ ପଦକ ବିଜୟିନୀ ପି.ଭି ସିନ୍ଧୁ ଓ ତାଙ୍କ କୋଚ୍‌ ଦକ୍ଷିଣ କୋରିଆର ପାର୍କ ତାଏ ସାଙ୍ଗ୍‌ଙ୍କ ମଧ୍ୟରେ ବିଚ୍ଛେଦ ଘଟିଛି। ସିଜନ ଆରମ୍ଭରେ ସିନ୍ଧୁଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରିଛନ୍ତି ଏହି…

ପ୍ରମୋଦ ସେମିଫାଇନାଲରେ

ଭୁବନେଶ୍ୱର, ୨୫ା୨ (କ୍ରୀଡ଼ା ପ୍ରତିନିଧି): ସ୍ପେନ୍‌ର ଭିକ୍ଟୋରିଆଠାରେ ଚାଲିଥିବା ସ୍ପାନିଶ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ଶୁକ୍ରବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ସେ ଥାଇଲାଣ୍ଡର ମୋଙ୍ଗଖୋନ ବୁନସୁନଙ୍କୁ ୧୬-୨୧, ୨୧-୧୨, ୨୧-୧୮ରେ…

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ସାମାନ୍ୟ ଇଞ୍ଜୁରି ପାଇଁ କର୍ତ୍ତୃପକ୍ଷ ଏହି ଦୁଇ ଖେଳାଳିଙ୍କୁ ଦଳରୁ…

୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟରେ ନୂଆ ରେକର୍ଡ କରିଥିଲେ ସଚିନ: ଚୌକା-ଛକା ବର୍ଷା କରି…

ନୂଆଦିଲ୍ଲୀ,୨୪।୨: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଜଣାଶୁଣା। ସେ ୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ୍‌…

ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ

ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ ଖେଳାଳି ପେସ୍‌ ବୋଲର ଝେ ରିଚାର୍ଡସନ, ଅଲ୍‌ରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ ଓ ମିଚେଲ ମାର୍ଶ…

ଫୁଟ୍‌ବଲ ବିକାଶରେ ଓଡ଼ିଶା ଏଫ୍‌ସି

ଓଡ଼ିଶା ଫୁଟ୍‌ବଲରେ ଅନେକାଂଶରେ ପରିବର୍ତ୍ତନ ଆଣିଛି ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। ୨୦୧୪ରୁ ଦିଲ୍ଲୀ ଡାଇନାମୋସ୍‌ ନାମରେ ପରିଚିତ ଏହି କ୍ଲବ କଳିଙ୍ଗ ଷ୍ଟାଡିୟମକୁ ନିଜର ହୋମ୍‌ ଟର୍ଫ ଭାବେ ବାଛିବା ପରେ ଦଳର ନାମ ୨୦୧୯ରୁ ଓଡ଼ିଶା ଫୁଟ୍‌ବଲ କ୍ଲବ୍‌ (ଓଏଫ୍‌ସି)…

ଭାରତର ଏକମାତ୍ର ହକି-କ୍ରିକେଟ୍‌ ଅନ୍ତର୍ଜାତୀୟ ଖେଳାଳି

ଜଣେ କ୍ରୀଡ଼ାବିତ୍‌ ଯେତେବେଳେ ଏକାଧିକ ଲୋକପ୍ରିୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ସେତେବେଳେ ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ମିଳିଥାଏ। ଭାରତୀୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଜଣେମାତ୍ର ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍‌…

ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ: ହରମନପ୍ରୀତ୍‌

କେପ୍‌ ଟାଉନ୍‌,୨୪ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ନକ୍‌ଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିକଟରୁ ଆଉ ଥରେ ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ ଥିଲା। ଏହା ଏତେଟା ଅସହ୍ୟ ଥିଲା ଯେ, ଭାରତ ଅଧିନାୟିକାଙ୍କ ପକ୍ଷେ ନିଜ ଲୁହକୁ ନିୟନ୍ତ୍ରଣ କରିବା…

ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା

ସିଡ୍‌ନୀ,୨୪।୨: ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍‌କା ଲାଗିଛି। ତୃତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଉପଲବ୍ଧ ହେବେ ନାହିଁ। ଦିଲ୍ଲୀ ଟେଷ୍ଟ ପରେ ପ୍ୟାଟ କମିନ୍ସ ତୁରନ୍ତ ଅଷ୍ଟ୍ରେଲିଆ ଫେରିଥିଲେ। ଅଷ୍ଟ୍ରେଲୀୟ…

ଘର କିଣିଲେ ବିରାଟ କୋହଲି, ଦାମ୍‌ ଜାଣିଲେ

ମୁମ୍ବାଇ,୨୪।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୨୩ ଫେବୃଆରୀରେ ମୁମ୍ବାଇରେ ଆୱାସ ଲିଭିଙ୍ଗରେ ୨୦୦୦ ବର୍ଗଫୁଟ୍‌ର ଘର କିଣିଛନ୍ତି। ମୁମ୍ବାଇର ଆଲିବାଗ ଅଞ୍ଚଳରେ ଅବସ୍ଥିତ ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ୬ କୋଟି ଟଙ୍କା। ଆଲିବାଗ ଅଞ୍ଚଳରେ…

କାଦୁଲୁରିଙ୍କୁ ୨ ରୌପ୍ୟ, କୀର୍ତ୍ତି, ଶ୍ୱେତଲିନାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି):ପାଟନାର କାଙ୍କରବାଗ୍‌ସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ୟୁଥ୍‌, ଜୁନିୟର ଓ ସିନିୟର ର଼୍ୟାଙ୍କିଙ୍ଗ୍‌ ମହିଳା ଭାରୋତ୍ତୋଳନରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କାଦୁଲୁରି ଅଭିଷିକ୍ତା ୨ଟି ରୌପ୍ୟ ପଦକ ପାଇଥିବାବେଳେ ମଗନ୍ତି କୀର୍ତ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?