ଖେଳ

ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଅଷ୍ଟ୍ରେଲିଆ

କେପ୍‌ ଟାଉନ୍‌,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୫ ରନ୍‌ରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି। ଅଧିନାୟିକା ହରମନ୍‌ପ୍ରୀତ୍‌ କୌରଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ…

ଭାରତ ଆଗରେ ୧୭୩ ରନ୍‌ର ବିଜୟ ଟାର୍ଗେଟ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଫଳରେ ଭାରତ ଆଗରେ…

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ପୂଜା ବସ୍ତ୍ରାକରଙ୍କୁ…

ସେମିଫାଇନାଲ ପୂର୍ବରୁ ଟିମ୍‌ ଇଣ୍ଡିଆର ବଢ଼ିଲା ଅଡୁଆ, ବାଦ୍‌ ପଡ଼ିପାରନ୍ତି ଅଧିନାୟକଙ୍କ ସମେତ ଦୁଇ ଖେଳାଳି..

କେପ୍‌ଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ବୁଧବାର ଅପରାହ୍ନ ୬.୩୦ରେ ମୁକାବିଲା ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରିତ କୌର ଏବଂ ଅଲରାଉଣ୍ଡର ପୂଜା ବସ୍ତ୍ରାକର ମ୍ୟାଚ୍‌ରୁ ବାଦ୍‌…

ବର୍ଡର-ଗାଭାସ୍କର ସିରିଜ ମଝିରେ ଶୋକରେ ବୁଡ଼ିଲା ଟିମ୍‌ ଇଣ୍ଡିଆ, ପିତାଙ୍କୁ ହରାଇଲେ ଏହି…

ନୂଆଦିଲ୍ଲୀ,୨୩।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ମଧ୍ୟରେ ଟିମ୍‌ ଇଣ୍ଡିଆର ତାରକା ଦ୍ରୁତ ବୋଲର୍‌ ଉମେଶ ଯାଦବଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ବୁଧବାର ୭୪ ବର୍ଷ ବୟସରେ ତାଙ୍କ ପିତା ତିଳକ ଯାଦବଙ୍କ ଦେହାନ୍ତ ହୋଇଛି। ସେ କିଛି…

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍‌

କେବଟାଉନ୍‌,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ। ଗତ ଟି-୨୦ ବିଶ୍ୱକପ୍‌ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ତା’ପରେ କଙ୍ଗାରୁ…

ନୂଆ ଅଧିନାୟକ ଘୋଷଣା କଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୨୩।୨: ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ-୨୦୨୩ ପାଇଁ ନୂତନ ଅଧିନାୟକ ଘୋଷଣା କରିଛି। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଆଡେନ ମାର୍କ୍ରାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ମାର୍କ୍ରାମ ଦକ୍ଷିଣ ଆଫ୍ରିକାର ନିକଟରେ ଶେଷ ହୋଇଥିବା ଟି-୨୦ ଫ୍ରାଞ୍ଚାଇଜ ଲିଗ (ସା୨୦) ରେ ସନରାଇଜର୍ସ ଫ୍ରାଞ୍ଚାଇଜ…

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୩।୨: ଭାରତ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଅନେକ ବଡ ଖେଳାଳି ୧୬ ଜଣିଆ ଦଳକୁ ଫେରିଛନ୍ତି। ସ୍ପିନ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ଏହି ସିରିଜକୁ ଫେରିଛନ୍ତି। ସେ ଗୋଡରେ…

ଟପ୍‌ ୧୦ରେ ରବୀନ୍ଦ୍ର ଜାଡେଜା

ଦୁବାଇ, ୨୩ା୨(ପି.ଟି.): ଆଇସିସି ପୁରୁଷ ଟେଷ୍ଟ ପ୍ଲେୟର ର଼୍ୟାଙ୍କିଙ୍ଗ ତାଲିକା ଏଠାରେ ବୁଧବାର ପ୍ରକାଶ ପାଇଛି। ଏଥିରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି। ରବୀନ୍ଦ୍ର ଜାଡେଜା ୭ ସ୍ଥାନ ଡେଇଁ ଟପ୍‌…

ମୋହିତଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର,୨୩ା୨ (ସ୍ପୋଟର୍‌ସ ବ୍ୟୁରୋ): ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଚାଲିଥିବା ୨୫ ତମ ସର୍ବଭାରତୀୟ ବଧିର ଶୁଟିଂ ପ୍ରତିଯୋଗିତାରେ ଓଡିଶାର ମୋହିତ କୁମାର ପସାନ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ସର୍ବମୋଟ ୧୪…

ଆଇପିଏଲ୍‌ ଶେଷ ହେବା ପୂର୍ବରୁ ଫେରିବେ ଷ୍ଟୋକ୍ସ

ଓ୍ବେଲିଂଟନ, ୨୩ା୨ (ପି.ଟି.): ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବେ। ଆୟର୍ଲାଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟରେ ସେ ତାଙ୍କ ଦଳର ନେତୃତ୍ୱ ନେବେ ଏବଂ ଆଶେସ ସିରିଜ…

ଐଶ୍ୱରୀ ପ୍ରତାପଙ୍କୁ ସ୍ବର୍ଣ୍ଣ

କାଇରୋ, ୨୩ା୨ (ପି.ଟି): କାଇରୋରେ ଅନୁଷ୍ଠିତ ବିଶ୍ୱ ଶୁଟିଂ ଚାମ୍ପିୟନଶିପରେ ଭାରତର ଆଧିପତ୍ୟ ଜାରି ରହିଛି। ବୁଧବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଭାରତର ଐଶ୍ୱରୀ ପ୍ରତାପ ସିଂ ତୋମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅଷ୍ଟ୍ରିଆର ଆଲେକ୍‌ଜାଣ୍ଡର ସ୍ମ୍ରିଲ୍‌ଙ୍କୁ ୧୬-୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?