ଖେଳ

ଡ୍ୟୁକ୍‌ ବଲରେ ଅଭ୍ୟାସ କରିବେ ଦ୍ରୁତ ବୋଲର

ଅହମଦାବାଦ,୧୪ା୩: ଆଇପିଏଲ୍‌ ସମୟରେ ଦ୍ରୁତ ବୋଲର ମାନେ ଡ୍ୟୁକ୍‌ ବଲ୍‌ରେ ଅଭ୍ୟାସ କରିବେ ବୋଲି ସୂଚନା ଦେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯେଉଁ ଫ୍ରାଞ୍ଚାଇଜିରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲୁୃଟିସି) ଭାରତୀୟ ଦଳର ଖେଳାଳି ଥିବେ ସେମାନଙ୍କ ଅଭ୍ୟାସ ପାଇଁ…

ଦିଲ୍ଲୀ ୬ ଉଇକେଟରେ ବିଜୟୀ

ମୁମ୍ବାଇ,୧୪ା୩: ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ୧୧ ତମ ମ୍ୟାଚ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳ ୪ ଉଇକେଟ ବିନିମୟରେ ୧୫୦ ରନ୍‌…

ବ୍ରୁକ୍‌, ଗାର୍ଡନର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୪ା୩: ଭାରତର ରବୀନ୍ଦ୍ର ଜାଡେଜା ଓ ଓ୍ବେଷ୍ଟଇଣ୍ଡିଜ୍‌ର ଗୁଡାକେଶ ମୋତିଙ୍କୁ ପଛରେ ପକାଇ ଇଂଲଣ୍ଡର ହ୍ୟାରି ବ୍ରୁକ୍‌ ଫେବୃୟାରୀ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ଦ୍ୱାରା ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ସେହିପରି ମହିଳା ବିଭାଗରେ ମଧ୍ୟ…

ଜର୍ମାନୀକୁ ହରାଇ ଶୀର୍ଷରେ ଭାରତ

ରାଉରକେଲା ଅଫିସ, ଭୁବନେଶ୍ୱର(କ୍ରୀଡ଼ା ପ୍ରତିନିଧି), ୧୪।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଘରୋଇ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ୬-୩ ଗୋଲରେ ପରାସ୍ତ କରିଛି। ଚଳିତ…

ହୃଦୟ ଜିତିଲେ କୋହଲି

ଅହମ୍ମଦାବାଦ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଫଳରେ ଭାରତ ଏହି ସିରିଜ୍‌କୁ ୨-୧ରେ ଜିତିଛି। ମ୍ୟାଚ ପରେ ବିସିସିଆଇ ବିରାଟ କୋହଲିଙ୍କ ଏକ ଭିଡିଓ ଶେୟାର…

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଅହମ୍ମଦାବାଦ,୧୩।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି। ଫଳରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କରିଛି। ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍‌ ଜିତି…

ଡ୍ର’ ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ

ଅହମ୍ମଦାବାଦ,୧୩।୩: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଡ୍ର’ ଅଭିମୁଖେ ଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଭାରତ ୫୭୧…

ଲଗାତର ଦ୍ୱିତୀୟଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତ

ଅହମ୍ମଦାବାଦ୍‌,୧୩।୩: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ଭାରତ। ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଏହି ଉପଲବ୍ଧି ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଭାରତର ସ୍ଥାନ ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆ…

ଅହମ୍ମଦାବାଦ ଟେଷ୍ଟ ଡ୍ର’ ହେଲେ ଡବ୍ଲୁଟିସି ଫାଇନାଲ୍‌କୁ ଯିବ କି ଭାରତ? ଜାଣନ୍ତୁ କ’ଣ ରହିଛି ସମୀକରଣ

ଅହମ୍ମଦାବାଦ,୧୩।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦ ଟେଷ୍ଟ ଡ୍ର’ ଆଡ଼କୁ ଗତି କରୁଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୫୭୧ ରନ ସଂଗ୍ରହ କରିଛି। ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ…

ଶତକୀୟ ଇନିଂସ ସମୟରେ ଅସୁସ୍ଥ ଥିଲେ କୋହଲି: ଅନୁଷ୍କା କଲେ ଖୁଲାସା

ଅହମ୍ମଦାବାଦ,୧୩।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୭୫ତମ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ୧୮୬ ରନ ସଂଗ୍ରହ କରିଥିଲେ। ସେ ଦ୍ୱିଶତକ ହାସଲ କରିବାରେ ବଞ୍ଚିତ…

ଅଷ୍ଟ୍ରେଲିଆ ସମର୍ଥନରେ ମିକ୍‌ ପରିବାର

ରାଉରକେଲା ଅଫିସ, ୧୩ା୩: ରବିବାର ହକି ପ୍ରୋ-ଲିଗର ତୃତୀୟ ଦିନ ଖେଳରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ଦେଖିବା ନିମନ୍ତେ ବିର୍ସା ମୁଣ୍ଡା ଖେଳ ପଡିଆରେ ଭିଡ ଜମିଥିଲା। ଅଷ୍ଟ୍ରେଲିଆ ହକି ଦଳର ସମର୍ଥନରେ ଅଷ୍ଟ୍ରେଲିଆରୁ ମିକ୍‌ ପରିବାର ବର୍ଗ ମଧ୍ୟ…

ଭାରତ ୫-୪ରେ ଅଷ୍ଟ୍ରେଲିଆକୁ ହରାଇଲା

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୩।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ ହକି ମ୍ୟାଚରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ୧୩, ୧୪ ଓ ୫୫ତମ ମିନିଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?