ଖେଳ

ପ୍ଲେ-ଅଫ୍‌ରେ ମୁମ୍ବାଇ

ମୁମ୍ବାଇ,୧୫ା୩: ଓମେନ୍ସ ପ୍ରିମିୟର ଲିଗ୍‌ରେ କ୍ରମାଗତ ୫ମ ବିଜୟ ସହ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ବ୍ରାବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୫୫ ରନରେ ପରାସ୍ତ କରିଛି ଦଳ। ହରମନ୍‌ପ୍ରୀତ କୌରଙ୍କ ୫୧ ରନ୍‌ ବଳରେ ମୁମ୍ବାଇ…

ଜର୍ମାନୀକୁ ହରାଇଲା ଅଷ୍ଟ୍ରେଲିଆ

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୫ା୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ରେ ବିଶ୍ୱ ଚାମ୍ପିୟନ ଜର୍ମାନୀର ଖରାପ ପ୍ରଦର୍ଶନ ଅବ୍ୟାହତ ରହିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଏହି ଦଳକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ…

ଓଡ଼ିଶା ସେମିଫାଇନାଲରେ

ଭୁବନେଶ୍ୱର, ୧୫ା୩(ସ୍ପୋଟର୍‌ସ ବ୍ୟୁରୋ): ଦୃଷ୍ଟି ବାଧିତ ଜାତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନାଗେଶ ଟ୍ରଫିର ସୁପର-୮ ପର୍ଯ୍ୟାୟରେ ଚଣ୍ଡିଗଡ଼ ବିପକ୍ଷ ଦ୍ୱିତୀୟ ଲିଗ୍‌ ମ୍ୟାଚ ଓଡ଼ିଶା ୯ ଉଇକେଟରେ ଜିତି ନେଇଛି। ହାଇଦ୍ରାବାଦର ଏଓ୍ବାଇଆର୍‌ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ…

ଏନ୍‌ସିଏ କ୍ୟାମ୍ପ ପାଇଁ ଓଡ଼ିଶାରୁ ୫ ମନୋନୀତ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶାର ୫ ଖେଳାଳି ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) କ୍ୟାମ୍ପକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୧୭ରୁ ମେ’ ୧୧…

ଭିଜି ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍‌

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ରାୟପୁରରେ ଚାଲିଥିବା ଭିଜି ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଇଷ୍ଟଜୋନ୍‌ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଷ୍ଟଜୋନ୍‌ ୪୪ ରନରେ ଓ୍ବେଷ୍ଟ ଜୋନ୍‌କୁ ହରାଇ ଏହି ସଫଳତା…

ଜାତୀୟ ମହିଳା ହ୍ୟାଣ୍ଡବଲରେ ଭାଗନେବ ଓଡ଼ିଶା

ଭୁବନେଶ୍ବର, ୧୫ା୩ (କ୍ରୀଡ଼ା ପ୍ରତିନିଧି): ବାରାଣସୀଠାରେ ବୁଧବାରଠାରୁ ୧୯ ପର୍ଯ୍ୟନ୍ତ ୫୧ତମ ଜାତୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶା ମହିଳା ଦଳ ମଙ୍ଗଳବାର ବାରାଣାସୀ ଯାତ୍ରା କରିଛି। ସ୍ବର୍ଣ୍ଣଲତା ପ୍ରଧାନ, ସ୍ମୃତିରେଖା ରାଉତରାୟ, କଲ୍ୟାଣୀ…

କିଟ୍‌ ପ୍ରତିଯୋଗୀଙ୍କୁ ୧ ସ୍ବର୍ଣ୍ଣ, ୧ ବ୍ରୋଞ୍ଜ

ଭୁବନେଶ୍ୱର,୧୫ା୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍‌ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ କିଟ୍‌ ପ୍ରତିଯୋଗୀଙ୍କୁ ୨ଟି ପଦକ ମିଳିଛି। ମହିଳା ୧୦୦ ମିଟର…

ସୁପ୍ରଭାତଙ୍କୁ ‘ତୁଷାରଶ୍ରୀ’ ଟାଇଟଲ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ବଡିବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ରାମକୃଷ୍ଣ ପଟ୍ଟନାୟକ ମେମୋରିଆଲ ‘ତୁଷାରଶ୍ରୀ’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଏବଂ କ୍ଲବରୁ ୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୬୦, ୭୦, ୮୦ କେଜି ଆଦି…

ଟେଷ୍ଟ ପରେ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ଝଟ୍‌କା, ବଦଳିଲେ…

ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ମାର୍ଚ୍ଚ ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ ଲାଗି ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ରହିବେ। ପ୍ୟାଟ୍‌ କମିନ୍ସ ଭାରତ…

କୋହଲି କି ଧୋନୀ ନୁହନ୍ତି; ଏ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ କ୍ରିକେଟର, ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୧୪।୩: ବିଶ୍ୱ କ୍ରିକେଟରେ ସବୁଠାରୁ ଧନୀ କ୍ରିକେଟର କିଏ? ଏହାକୁ ନେଇ ବର୍ଷ ୨୦୨୩ରେ ସମସ୍ତ ଖେଳାଳିଙ୍କ ମୋଟ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ସିଇଓ ଓ୍ବାଲର୍‌ଡ ମାଗାଜିନ ମୁତାକ, ପୂର୍ବତନ ଅଷ୍ଟ୍ରେଲିୟ ଉଇକେଟକିପର ଆଡାମ ଗ୍ରିଲକ୍ରିଷ୍ଟ ସବୁଠାରୁ ଧନୀ କ୍ରିକେଟର…

ଆଇପିଏଲ୍‌ ୨୦୨୩ ଟିକେଟ ବୁକିଂ: ଜାଣନ୍ତୁ ମୂଲ୍ୟ, ଅନ୍‌ଲାଇନ୍‌ ନଚେତ ଅଫଲାଇନ୍‌ରେ କିଭଳି କିଣିବେ…

ନୂଆଦିଲ୍ଲୀ,୧୪।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍‌ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏମ୍‌ଏସ୍‌ ଧୋନିଙ୍କ ପରି ଭେଟେରାନଙ୍କ ଉପସ୍ଥିତି ଏହି ମ୍ୟାଚକୁ ଆହୁରି ରୋମାଞ୍ଚକର…

ମୋତେ ବହୁତ ଦିନ ଅପେକ୍ଷା କରାଇଛ, କୋହଲିଙ୍କୁ କାହିଁକି ଏମିତି କହିଲେ ଦ୍ରାବିଡ

ଅହମ୍ମଦାବାଦ,୧୪।୩: ଅଷ୍ଟ୍ରେଲିଆ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୧୨୦୫ ଦିନ ପରେ ସେ ଏହି ଫର୍ମାଟରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ୧୮୬ ରନ ସ୍କୋର କରି କୋହଲି ମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?