ଭାରତର ବଢିଲା ଟେନ୍ସନ୍
ଅହମ୍ମଦାବାଦ, ୧୨।୩: ଅହମ୍ମଦାବାଦ ଟେଷ୍ଟର ଚତୁର୍ଥ ଦିନରେ ଭାରତୀୟ ଦଳ ପାଇଁ ଚିନ୍ତା ବଢିଛି। ଟିମ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର୍ ପିଠି ଯନ୍ତ୍ରଣା ଅନୁଭବ କରିଛନ୍ତି। ଏହି କାରଣରୁ ମ୍ୟାଚର ଚତୁର୍ଥ ଦିନରେ ସେ ନିଜ କ୍ରମରେ…
ଆଇପିଏଲ୍ରୁ ବାଦ୍ ପଡ଼ିଲେ ରିଚାର୍ଡସନ
ସିଡ୍ନୀ, ୧୨ା୩: ଅଷ୍ଟ୍ରେଲିଆନ ପେସ୍ ବୋଲର ଝେ ରିଚାର୍ଡସନ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରୁ ବାଦ୍ ପଡ଼ିଛନ୍ତି। ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରି ଯୋଗୁ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଆଇପିଏଲ୍ ସିଜନ ମାର୍ଚ୍ଚ ୩୧ରୁ ଆରମ୍ଭ ହେବ। ରିଚାର୍ଡସନ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥାନ୍ତେ।…
ଟେଷ୍ଟ କ୍ରିକେଟରେ ୨୮ ତମ ଶତକ ହାସଲ କଲେ ବିରାଟ …
ନୂଆଦିଲ୍ଲୀ,୧୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ତଥା ଅନ୍ତିମ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ…
ଆର୍ଆର୍ଆର୍ କ୍ଲବରେ ସାମିଲ ହେଲେ ଶୁଭମନ ଗିଲ୍
ଅହମ୍ମଦାବାଦ,୧୧।୩: ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବରେ ବିବେଚିତ ଶୁଭମନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦେଖିବାକୁ ମିଳିଛି। ଏଠାରେ ଖେଳାଯାଉଥିବା ସିରିଜର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍ ଶତକ ହାସଲ କରିଛନ୍ତି। ଏହା ହେଉଛି…
ଦମ୍ ଦେଖାଇଲେ ଗିଲ୍, ଶତକ ମାରି ବଢ଼ାଇଲେ କେ ଏଲ୍ ରାହୁଲଙ୍କ ଚିନ୍ତା…
ନୂଆଦିଲ୍ଲୀ,୧୧।୩: ଅହମ୍ମଦାବାଦରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଜବରଦସ୍ତ ବ୍ୟାଟିଂର ନିଦର୍ଶନ ଦେଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ। ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ ଲାଗି ଓହ୍ଲାଇଥିବା ଗିଲ୍ ଶତକ ମାରି କେ ଏଲ୍…
ତୃତୀୟ ଦିନର ଖେଳ ଶେଷ: ଭାରତ ୨୮୯/୩
ଅହମ୍ମଦାବାଦ,୧୧।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିଂସରେ ୪୮୦ରନ୍ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ଭାରତ ଜବରଦସ୍ତ ପ୍ରଦର୍ଶନ…
୧୭ ହଜାର ରନ୍ ପୂର୍ଣ୍ଣ କଲେ ରୋହିତ
ଅହମ୍ମଦାବାଦ,୧୧ା୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ସଫଳତା ହାସଲ କରିଛନ୍ତି। ରୋହିତ ମ୍ୟାଚରେ ୨୧ ରନ୍ କରିବା ମାତ୍ରେ ଅନ୍ତର୍ଜାତୀୟ…
କୁମ୍ବଲେଙ୍କୁ ଟପିଲେ ଅଶ୍ୱିନ
ଅହମଦାବାଦ,୧୧।୩: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ କୁମ୍ବଲେ ୧୧୧ ଉଇକେଟ ନେଇଥିବା ବେଳେ ୧୧୩ ଉଇକେଟ ସହିତ ଅଶ୍ୱିନ ତାଙ୍କୁ ଅତିକ୍ରମ କରିଛନ୍ତି। ଟଡ୍ ମର୍ଫି ଓ ନାଥାନ…
ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍: ସାମୁଏଲଙ୍କୁ ସିଙ୍ଗଲ୍ସ ଟାଇଟଲ
ଭୁବନେଶ୍ୱର, ୧୧ା୩ (ସ୍ପୋଟର୍ସ ବ୍ୟୁରୋ): ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ ଟେନିସ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ନାଟକର ରଶିନ୍ ସାମୁଏଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ତାମିଲନାଡୁର ଭୂପତି ସାକଥିଭେଲ୍ଙ୍କୁ ୭-୬…
ଅଙ୍କିତା, ଋତୁଜା ସେମିଫାଇନାଲରେ
ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ ଚତୁର୍ଥ ସିଡ୍ ରାଇନା ବୋସନିଆ ହର୍ଜଗୋଭିନାର ଦିଆ ହର୍ଜେଲାସ୍ଙ୍କୁ ୬-୧, ୬-୭ (୭), ୭-୫ରେ…
ସୁଖଜିତଙ୍କ ଡବଲ୍ରେ ଭାରତ ବିଜୟୀ
ଭୁବନେଶ୍ୱର (ସ୍ପୋଟର୍ସ ବ୍ୟୁରୋ)/ରାଉରକେଲା ଅଫିସ୍,୧୧ା୩: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ମ୍ୟାଚରେ ଜର୍ମାନୀକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ। ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇଥିବା ଭାରତ ବିଶ୍ୱ ଚାମ୍ପିୟନ୍ ଜର୍ମାନୀକୁ…
ୟୁପି ଓ୍ବାରିୟର୍ଜ ୧୦ ଉଇକେଟରେ ଜିତିଲା
ମୁମ୍ବାଇ,୧୧ା୩: ମୁମ୍ବାଇର ବ୍ରାବୋର୍ନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍ର ମ୍ୟାଚ୍ ନମ୍ବର ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୦ ଉଇକେଟରେ ପରାସ୍ତ କରିଛି ୟୁପି ଓ୍ବାରିୟର୍ଜ। ଆରସିବି ୧୯.୩ ଓଭରରେ ୧୩୮ ରନ୍ରେ ଅଲଆଉଟ ହୋଇଥିବା ବେଳେ ୧୩…

