ଜାତୀୟ

ସିବିଏସ୍‌ଇ ୧୦ମ ଶ୍ରେଣୀ: ୯୫% ନମ୍ବର ରଖିଲେ ଏସିଡ୍‌ ପୀଡ଼ିତା କାଫି

ଚଣ୍ଡିଗଡ଼, ୧୫।୫: ଚଣ୍ଡିଗଡର ଦୃଷ୍ଟିବାଧିତା କାଫି ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୯୫.୨% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। କାଫି ଏବେ ପାଲଟିଛନ୍ତି ଅନେକ ପିଲାଙ୍କ ପାଇଁ ପ୍ରେରଣା। ରେଜଲ୍ଟକୁ ନେଇ କାଫିଙ୍କ ସମେତ ତାଙ୍କ ପରିବାର ବେଶ୍‌ ଖୁସି...

ବିଷାକ୍ତ ମଦ ପିଇ ୫ ମୃତ, ୧୪ ଗୁରୁତର

ଭିଲୁପୁରମ୍‌,୧୪।୫: ତାମିଲନାଡୁ ଭିଲୁପୁରମ୍‌ ଜିଲାରେ ବିଷାକ୍ତ ମଦ ପିଇ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଷାକ୍ତ ମଦ ପିିଇ ଅସୁସ୍ଥ ହେବା ପରେ ୫ଜଣଙ୍କୁ...

ଆତ୍ମନିର୍ଭର ଭାରତ: ଦେଶରେ ନିର୍ମିତ ହେବ ୯୨୮ ପ୍ରତିରକ୍ଷା ଉତ୍ପାଦ, ସଞ୍ଚୟ ହେବ ୭୧୫ କୋଟି…

ନୂଆଦିଲ୍ଲୀ,୧୪।୫ : ଆତ୍ମନିର୍ଭର ଭାରତ ଅନ୍ତର୍ଗତ ପ୍ରତିରକ୍ଷା ମନ୍ତ୍ରଣାଳୟ ୯୨୮ ଉତ୍ପାଦ ତାଲିକା ଜାରି କରିଛି। ଏସବୁ ପ୍ରତିରକ୍ଷା ଉତ୍ପାଦ ଭାରତରେ ନିର୍ମିତ ହେବ। ଏହାଦ୍ୱାରା ଦେଶର ୭୧୫ କୋଟି ଟଙ୍କା ସଞ୍ଚୟ ହେବ। ଆଗାମୀ ୫ ଅବା ସାଢ଼େ...

ଗୁଜରାଟରେ ହେବ କର୍ନାଟକ ଭଳି ସ୍ଥିତି: ଭାଜପା ବିଧାୟକ…

ଅହମଦାବାଦ,୧୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୃହ ରାଜ୍ୟ ଗୁଜରାଟର ଭଲସାଡର ଅମ୍ବର ଗାଁର ବିଧାୟକ ରମଣ ପାଟକର ଚେତାବନୀ ଦେଇଛନ୍ତି ଯଦି ସାଧାରଣ କାର୍ଯ୍ୟକୁ ପ୍ରାଥମିକତା ନ ଦିଆଯାଏ ତେବେ ଗୁଜରାଟରେ କର୍ଣ୍ଣାଟକ ଭଳି ପରିସ୍ଥିତି ଉପୁଜିପାରେ। ଗୁଜରାଟରେ...

ଅର୍ଥବଳ ପ୍ରୟୋଗ କରି ମତେ ପରାଜିତ କରିଛି ଭାଜପା: ଶେଟ୍ଟାର…

ବେଙ୍ଗାଲୁରୁ,୧୪।୫ : ଟିକେଟ ନ ମିଳିବା ପରେ କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବର ଭାଜପା ଛାଡ଼ି କଂଗ୍ରେସକୁ ପଳାଇ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ନିଜ ପାଇଁ ଏକ ବଡ଼ ବିଜୟର ପୂର୍ବାନୁମାନ କରିଥିଲେ। ରବିବାର ନ୍ୟୁଜ ଏଜେନ୍ସି...

ଉତ୍ତରପ୍ରଦେଶରେ ଭାଜପାର ଟ୍ରିପଲ ଇଞ୍ଜିନ ସରକାର…

ଲକ୍ଷ୍ନୌ,୧୪।୫ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ପୌର ପରିଷଦ ନିର୍ବାଚନରେ ଭାଜପା ଏକ ଐତିହାସିକ ବିଜୟ ହାସଲ କରିଛି। ଗୋଟିଏ ପଟେ ଦକ୍ଷିଣ ରାଜ୍ୟରେ ହୋଇଥିବା ଅପମାନଜନକ ପରାଜୟ ଭାଜପାକୁ ଆତ୍ମମନ୍ଥନ କରିବାକୁ ବାଧ୍ୟ କରିଥିବାବେଳେ ଅନ୍ୟପକ୍ଷରେ...

୨୦୨୪ ବିଜୟର ଶୁଭାରମ୍ଭ କର୍ନାଟକରୁ: ଉଦ୍ଧବ ଠାକରେ…

ମୁମ୍ବାଇ,୧୪।୫ : କର୍ନାଟକ ବିଧାନସଭା ନିର୍ବାଚନରେ ଭାଜପା ପରାଜୟର ସମ୍ମୁଖୀନ ହୋଇଛି। କଂଗ୍ରେସ ବହୁ ସଂଖ୍ୟାରେ ଜିତିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏ ବିଷୟରେ ଖୁସି ବ୍ୟକ୍ତ କରିଛନ୍ତି। ତାଙ୍କର ପୁରୁଣା ସହଯୋଗୀ ଭାଜପାକୁ ସେ କଡ଼ା...

ଗୁରୁବାର ଶପଥ ନେବେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ବହୁମତ ହାସଲ ପରେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍‌ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଗୁରୁବାର ଶପଥ ଗ୍ରହଣ ସମାରୋହ ହେବ ବୋଲି...

‘୨୨ ଦିନ ହେଲା ଭାଜପାରୁ କେହି ଆସି ନାହାନ୍ତି ଆମ ପାଖକୁ’, ଅଭିଯୋଗ ଆଣିଲେ ମହିଳା ରେସଲର, ମହିଳା ଏମପିଙ୍କୁ ଲେଖିବେ ଚିଠି

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଥିବା ମହିଳା ରେସଲରଙ୍କ ଆଖିରେ ପୁଣିଥରେ ଲୁହ ଦେଖିବାକୁ ମିଳିଛି। ଏହି ମହିଳା ରେସଲରମାନେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।...

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନେଇ ଚର୍ଚ୍ଚା କଲେ ଜୟଶଙ୍କର…

ଷ୍ଟକହୋମ,୧୪।୫ : ଫ୍ରାନ୍ସ, ଅଷ୍ଟ୍ରିଆ, ବେଲଜିୟମ, ବୁଲଗେରିଆ, ସାଇପ୍ରସ, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ପ୍ରତିପକ୍ଷଙ୍କ ସହ ସ୍ବିଡେନରେ ସାକ୍ଷାତ ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଏବଂ ୟୁକ୍ରେନ ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର...

ଏହା ନୁହେଁ ମୋଦିଙ୍କ ପରାଜୟ: ବୋମ୍ମାଇ…

ବେଙ୍ଗାଲୁରୁ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳରେ ଯେଉଁଠାରେ କଂଗ୍ରେସ ରବିବାର ବେଙ୍ଗାଲୁରୁରେ ଦଳର ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା କରିବାକୁ ଯାଉଛି। ଅପରପକ୍ଷରେ ପରାଜୟ ପରେ ଭାଜପା ନେତା ତଥା କର୍ନାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ...

କର୍ନାଟକ ନିର୍ବାଚନ ପରେ ଦିଲ୍ଲୀରେ ହଲଚଲ, କେଜରିଓ୍ବାଲଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ନୂଆଦିଲ୍ଲୀ,୧୪।୫: ରାଜଧାନୀ ଦିଲ୍ଲୀରେ ରବିବାର ସକାଳେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପରେ ରାଜନୈତିକ ବାତାବରଣ ସାମାନ୍ୟ ଉଷ୍ମ ହୋଇଯାଇଛି। ଆଦିତ୍ୟ ଠାକରେ କେଜରିଓ୍ବାଲଙ୍କ ଘରୁ ବାହାରୁଥିବା ଦେଖାଯାଇଥିଲା। ଏହି ସାକ୍ଷାତକାର ପରେ ଆଲୋଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri