୮ଜଣ ପାକିସ୍ତାନୀଙ୍କୁ ୨୦ ବର୍ଷର ଜେଲଦଣ୍ଡ ଶୁଣାଇଲେ ମୁମ୍ବାଇ କୋର୍ଟ
ମୁମ୍ବାଇ,୨।୧: ୨୦୧୫ରେ ଗୁଜୁରାଟ ଉପକୂଳରେ ଅଟକି ରହିଥିବା ଏକ ଡଙ୍ଗାରେ ୨୩୨କିଲୋଗ୍ରାମ ହେରୋଇନ ରଖିବା ଏବଂ ପରିବହନ ଅଭିଯୋଗରେ ଏକ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା ଅତ୍ୟନ୍ତ…
‘ଓ୍ବାନ୍ ନେଶନ୍ ଓ୍ବାନ୍ ସବ୍ସ୍କ୍ରିପ୍ଶନ’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ
ନୂଆଦିଲ୍ଲୀ,୨ା୧:ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଅନୁମୋଦନ କରିଥିବା ‘ଓ୍ବାନ୍ ନେଶନ୍ ଓ୍ବାନ୍ ସବ୍ସ୍କ୍ରିପ୍ଶନ’ (ଓଏନ୍ଓଏସ୍) ଯୋଜନାର ପ୍ରଥମ ପର୍ଯ୍ୟାୟ ବୁଧବାର ନବବର୍ଷରେ ଆରମ୍ଭ ହୋଇଛି। ମୋଟ ୬,୦୦୦ କୋଟି ଟଙ୍କା ଆବଣ୍ଟନରେ କରାଯାଇଥିବା ଏହି ଯୋଜନାରୁ ୧.୮ କୋଟି ଛାତ୍ରୀଛାତ୍ର, ଗବେଷକ…
ହୋଇଯାନ୍ତୁ ସାବଧାନ: ହ୍ବାଟ୍ସଆପ୍ରେ ସର୍ବାଧିକ ଠକେଇ
ନୂଆଦିଲ୍ଲୀ, ୨।୧:ସାଇବର ଅପରାଧୀମାନଙ୍କ ପାଇଁ ହ୍ବାଟ୍ସଆପ୍ ସବୁଠୁ ଅଧିକ ପସନ୍ଦଯୋଗ୍ୟ ପ୍ଲାଟଫର୍ମ ହୋଇଥିବା ନେଇ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୩-୨୪ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁଯାୟୀ, ହ୍ବାଟ୍ସଆପ୍ ପରେ ଯଥାକ୍ରମେ ଟେଲିଗ୍ରାମ ଏବଂ ଇନ୍ଷ୍ଟାଗ୍ରାମ ହେଉଛି…
ପୁଣି ବିବାଦରେ ଦିଲଜିତ୍ ଦୋସାଞ୍ଜ
ଲୁଧିଆନା, ୨।୧:ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ଚଣ୍ଡିଗଡ଼ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର…
ସ୍ତ୍ରୀଙ୍କ ନିର୍ଯାତନାରୁ ଆତ୍ମହତ୍ୟା କଲେ ସଫ୍ଟଓ୍ବେର ଇଞ୍ଜିନିୟର
ନୂଆଦିଲ୍ଲୀ,୨ା୧:ସ୍ତ୍ରୀ ଓ ଶ୍ୱଶୁର ଘର ନିର୍ଯାତନା ସହି ନ ପାରି ବେଙ୍ଗାଲୁରୁରେ ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଦିଲ୍ଲୀରେ ମଙ୍ଗଳବାର ରାତିରେ ଏକ ଅନୁରୂପ ଘଟଣା ଘଟିଛି।…
୨୩ ବର୍ଷର ଲଢ଼େଇ ପରେ ମିଳିଲା ଦାଉଦଙ୍କ ଦୋକାନର ମାଲିକାନା
ମୁମ୍ବାଇ, ୨।୧:ଦୀର୍ଘ ୨୩ ବର୍ଷର ଲଢ଼େଇ ପରେ ଉତ୍ତରପ୍ରଦେଶର ଫିରୋଜାବାଦ ନିବାସୀ ହେମନ୍ତ ଜୈନ(୭୦)ଙ୍କୁ ମୁମ୍ବାଇର ନାଗପଡ଼ା ଥାନା ଜାୟରାଜଭାଇ ଷ୍ଟ୍ରିଟ୍ସ୍ଥିତ ୧୪୪ ବର୍ଗ ଫୁଟ ବିଶିଷ୍ଟ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଏକ ଦୋକାନର ମାଲିକାନା ଅଧିକାର ମିଳିଛି। ଜାୟରାଜଭାଇ ଷ୍ଟ୍ରିଟ୍ରେ…
୨୦୨୪ରେ ଭାରତ ଉପରେ ପଡ଼ିଲା ସୂର୍ଯ୍ୟଙ୍କ କୋପ ଦୃଷ୍ଟି, ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ: ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧।୧: ୧୯୦୧ ମସିହା ପରଠାରୁ ଭାରତରେ ୨୦୨୪ ବର୍ଷ ସବୁଠାରୁ ଉଷ୍ମ ଥିଲା। ହାରାହାରି ସର୍ବନିମ୍ନ ତାପମାତ୍ରା ୦.୯୦ ଡିଗ୍ରୀ ସେଲସିୟସ ଦୀର୍ଘ ସମୟର ହାରାହାରିଠାରୁ ଅଧିକ ରହିଥିଲା। ୨୦୨୪ ରେ ଭାରତରେ ବାର୍ଷିକ ହାରାହାରି ଭୂତଳ ବାୟୁ ତାପମାତ୍ରା ଦୀର୍ଘକାଳୀନ…
ଗୋଟିଏ କି ଦୁଇ ସପ୍ତାହ ନୁହେଁ ମାସ ସାରା ଖର୍ଚ୍ଚ କଲେ ବି ସରିବନି ଦରମା, ଯଦି ମାନି ନିଅନ୍ତି ଏହି ୫ କଥା…
ନୂଆଦିଲ୍ଲୀ,୧।୧: ଆଜିକାଲି ସମୟରେ ବଜେଟ କରିବା ଏବଂ ତା’ ହିସାବରେ ଚାଲିବା ବେଶ କଷ୍ଟକର। ଏମିତିରେ ରୋଜଗାର ଅଧିକ ହେବା ସତ୍ତ୍ୱେ ବହୁତ କମ୍ ସଞ୍ଚୟ ହେଉଛି। ଯଦି ଆପଣ ବି ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହାର ଅର୍ଥ…
୧୦ ଦିନ ପରେ ବୋରୱେଲରୁ ବାହାରିଲା ୩ ବର୍ଷୀୟ ଚେତନା, ମୃତ ଘୋଷଣା କଲେ ଡାକ୍ତର
ରାଜସ୍ଥାନ,୧।୧: ରାଜସ୍ଥାନର ଅଲୱାର, କୋଟପୁଟଲିରେ ଫସି ରହିଥିବା ତିନି ବର୍ଷୀୟ ‘ଚେତନା’ଙ୍କୁ ଦଶମ ଦିନରେ ବୋରୱେଲରୁ ବାହାର କରାଯାଇଛି। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ୧୭୦ ଫୁଟ ଗଭୀର ଟନେଲରୁ ବାହାର କରି ଚେତନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍ଏସ୍ଏସ୍ ମୁଖ୍ୟଙ୍କୁ କେଜ୍ରିଓ୍ବାଲଙ୍କ ଚିଠି
ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ…
କଣ୍ଡୋମଠାରୁ ଆରମ୍ଭ କରି ଅଙ୍ଗୁରୁ ପର୍ଯ୍ୟନ୍ତ, ନୂଆବର୍ଷ ରାତିରେ ସର୍ବାଧିକ ଏହି ଜିନିଷ ଅର୍ଡର କଲେ ଭାରତୀୟ
ନୂଆଦିଲ୍ଲୀ,୧।୧: ଅଧିକାଂଶ ଭାରତୀୟ ୨୦୨୪ ବର୍ଷ ଶେଷ ରାତିରେ ୨୦୨୫ କୁ ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ସ୍ୱାଗତ କରିଥିଲେ। ବର୍ତ୍ତମାନ ଭାରତୀୟଙ୍କ ଅନଲାଇନ୍ ସପିଂ ବିଷୟରେ ଏକ ରୋଚକ ଖୁଲାସା କରାଯାଇଛି। ଭାରତର ଦୁଇଟି ପ୍ରମୁଖ କୁଇକ୍ କମର୍ସ…
ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି…

