ବର୍ଷର ପ୍ରଥମ ଦିନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଥିରେ ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛନ୍ତି। ଏହା ସହିତ ଚାଷୀଙ୍କୁ ଡିଏପିସ୍ ପାଇଁ…
ନୂଆବର୍ଷରେ ଯାତ୍ରୀଙ୍କୁ ବଡ଼ ଉପହାର ଦେଲା ଏୟାର ଇଣ୍ଡିଆ: ଏଣିକି ମାଗଣାରେ ହେବ…
ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ବଡ ଉପହାର ଦେଇଛି। ଘରୋଇ ବିମାନରେ ୱାଇ-ଫାଇ ଇଣ୍ଟରନେଟ ପ୍ରବର୍ତ୍ତନ କରିଥିବା ଏୟାର ଇଣ୍ଡିଆ ପ୍ରଥମ ଭାରତୀୟ ବିମାନ କମ୍ପାନୀ ହୋଇପାରିଛି। ଏୟାର ଇଣ୍ଡିଆ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ…
ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ଭାରତ-ବିଶ୍ୱ ପାଇଁ ଏକ…
ନୂଆଦିଲ୍ଲୀ,୧ା୧: ଇଂରାଜୀ ନବବର୍ଷ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା! ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣୁ। ଏହି…
ଲକ୍ଷ୍ନୌରେ ଚାଞ୍ଚଲ୍ୟ: ମା’ଙ୍କ ସହ ନିଜ ୪ ଭଉଣୀଙ୍କୁ ବ୍ଲେଡ୍ରେ କାଟି ହତ୍ୟା କଲେ ଭାଇ
ଲକ୍ଷ୍ନୌ,୧।୧: ରାଜଧାନୀ ଲକ୍ଷ୍ନୌର ନାକାସ୍ଥିତ ହୋଟେଲ ଶରଣଜିତରେ ଗୋଟିଏ ପରିବାରର ପାଞ୍ଚଜଣ ମହିଳାଙ୍କ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଆଗ୍ରାରେ ରହୁଥିବା ପରିବାର ଏକ ହୋଟେଲରେ ରହୁଥିଲେ। ପୋଲିସର ସୂଚନାନୁସାରେ, ଅର୍ଶଦ ନାମକ ଜଣେ ଯୁବକ ତାଙ୍କ ମା’…
ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ୨୦୨୫ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ…
ନୂଆବର୍ଷ ଆରମ୍ଭରୁ ଆଶ୍ବସ୍ତିକର ଖବର: କମିଲା ଏଲପିଜି ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ,୧।୧: ନୂଆ ବର୍ଷ ଆରମ୍ଭରୁ ସରକାର ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ହାର ହ୍ରାସ କରିଛନ୍ତି। ଆଜି ଠାରୁ ଅର୍ଥାତ୍ ଜାନୁଆରୀ ୧, ୨୦୨୫ଠାରୁ, ଏଲପିଜି ସିଲିଣ୍ଡର ୧୪.୫୦ଟଙ୍କା ଶସ୍ତା…
ୟେମେନ୍ରେ କେରଳ ନର୍ସଙ୍କୁ ମୃତ୍ୟୁଦଣ୍ଡ
ନୂଆଦିଲ୍ଲୀ,୧ା୧: ହତ୍ୟା ଅଭିଯୋଗରେ ୟେମେନ୍ରେ ମୃତ୍ୟୁ ଦଣ୍ଡାଦେଶର ସମ୍ମୁଖୀନ ହୋଇଥିବା ଜଣେ ଭାରତୀୟ ନର୍ସଙ୍କୁ ଏହି ଦଣ୍ଡରୁ ମୁକୁଳାଇବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି। ୟେମେନ୍ ନାଗରିକ ତଲାଲ ଅବ୍ଡୋ ମେହଦିଙ୍କୁ…
୮୦୦ କୋଟି ଟପିଲା ଜନସଂଖ୍ୟା, ଭାରତରେ ସର୍ବାଧିକ ୧୪୧ କୋଟି
ଓ୍ବାଶିଂଟନ, ୩୧।୧୨: ୨୦୨୫ ଜାନୁଆରୀ ୧ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୦୯ କୋଟିରେ ପହଞ୍ଚିଛି। ଆମେରିକାର ଜନଗଣନା ବ୍ୟୁରୋ(ୟୁଏସ୍ସିବି) ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ଆକଳନ କରାଯାଇଛି। କେବଳ ୨୦୨୪ରେ ବିଶ୍ୱ ଜନସଂଖ୍ୟାରେ ୭.୧ କୋଟି ବୃଦ୍ଧି…
ସପ୍ତାହକୁ ୭୦ ଘଣ୍ଟା କାମ କରିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଗୌତମ ଆଦାନୀ
ନୂଆଦିଲ୍ଲୀ,୩୧ା୧୨: କାର୍ଯ୍ୟ-ଜୀବନ ସନ୍ତୁଳନ(ୱାର୍କ ଲାଇଫ ବାଲାନ୍ସ) ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗୌତମ ଆଦାନୀ। ସେ କହିଛନ୍ତି ଯେ, ”ଯେତେବେଳେ ଆମେ କିଛି କରିବାକୁ ପସନ୍ଦ କରନ୍ତି ସେତେବେଳେ ସନ୍ତୁଳନ ଅନୁଭବ ହୁଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଜୀବନ…
ଜଗଜିତ ସିଂ ଡଲ୍ଲେଓ୍ବାଲ କିଏ? ଯିଏ କ୍ୟାନ୍ସରରେ ପୀଡ଼ିତ ଥିବା ସତ୍ତ୍ୱେ MSPର ଆଇନଗତ ଗ୍ୟାରେଣ୍ଟି ଦାବି ନେଇ ୩୬ ଦିନ ଧରି କରୁଛନ୍ତି ଆମରଣ ଅନଶନ
ନୂଆଦିଲ୍ଲୀ,୩୧।୧୨: ପଞ୍ଜାବରେ ପୁଣି ଥରେ ରାଜରାସ୍ତାରେ କୃଷକ। ନିଜର ଦାବି ନେଇ କୃଷକ ପଞ୍ଜାବ ବନ୍ଦ କରିବା ସହ ଗତ ୧୧ ମାସ ଧରି ହରିୟାଣା ଏବଂ ପଞ୍ଜାବର ଖନୌରୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କ ଏହି ଆନ୍ଦୋଳନର ସ୍ବର ପାଲଟିଛନ୍ତି…
‘I am sorry, ଦୟାକରି କ୍ଷମା କରିଦିଅ’, ମଣିପୁର ହିଂସା ପାଇଁ କ୍ଷମା ପ୍ରାର୍ଥନା କଲେ ବୀରେନ ସିଂହ
ନୂଆଦିଲ୍ଲୀ,୩୧।୧୨: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଚେଷ୍ଟା କରୁଥିବାବେଳେ ଆସନ୍ତା ନୂଆ ବର୍ଷରେ ଅତୀତକୁ କ୍ଷମା କରିବାକୁ ଏବଂ…
ରାହୁଲଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ-ପୁଅଙ୍କ ମଧ୍ୟରେ ଲାଗିଲା କଳି
ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଯୋଗୁଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଏବଂ ପୁଅ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସ ସମର୍ଥକ, ରାହୁଲ ଗାନ୍ଧୀ ସମର୍ଥକ ଏବଂ…

