ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ
ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍ଙ୍କ ଭଳି କାର୍ଯ୍ୟ କରୁଛନ୍ତି ବୋଲି…
ଓ୍ବାକଫ ଆକ୍ଟରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, କମିବ ବୋର୍ଡର ଶକ୍ତି ବଢିବ ମହିଳାଙ୍କ ଅଧିକାର
ନୂଆଦିଲ୍ଲୀ,୪।୮: ୱାକଫ ଆକ୍ଟରେ କେନ୍ଦ୍ର ସରକାର ଖୁବ ଶୀଘ୍ର ଅନେକ ବଡ଼ ପରିବର୍ତ୍ତନ କରିପାରନ୍ତି। ସରକାର ଆସନ୍ତା ସପ୍ତାହରେ ସଂସଦରେ ଏଥିପାଇଁ ଏକ ବିଲ ଆଣିପାରନ୍ତି ଯେଉଁଥିରେ ଅନେକ ସଂଶୋଧନ କରାଯାଇପାରେ। ଏହା ଅଧୀନରେ ୱାକଫ ବୋର୍ଡର କ୍ଷମତା ହ୍ରାସ କରାଯାଇପାରେ।…
ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ
କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ…
ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା ଉପରେ…
କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି।…
ଭୟଙ୍କର ଦୁର୍ଘଟଣା, ରାସ୍ତାରେ ଚାଲିଗଲା ୪ ଜୀବନ
ନୂଆଦିଲ୍ଲୀ, ୦୪।୦୮: ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ମଧ୍ୟ ପ୍ରଦେଶ ବିକ୍ରମଗଡ଼ରେ ରହୁଥିବା କିଛି ବ୍ୟକ୍ତି ଆର୍ଟିଗା…
ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସ୍ରେ ଲାଗିଲା ନିଆଁ
ହାଇଦ୍ରାବାଦ୍,୪।୩: ବିଶାଖାପଟ୍ନମ୍ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉକ୍ତ ଟ୍ରେନ୍ଟି…
ସାବଧାନ! ଆଇଫୋନ୍ ୟୁଜର୍ସଙ୍କ ପାଇଁ ଆସୁଛି ବଡ଼ ବିପଦ, ଲିକ୍ ହୋଇପାରେ ପର୍ସନାଲ ଡାଟା, ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୪ା୮: ଯଦି ଆପଣ ଆଇଫୋନ୍ ବ୍ୟବହାର କରୁଛନ୍ତି ତେବେ ସତର୍କ ହେବା ଜରୁରୀ ଅଟେ। ବାସ୍ତବରେ ସାଇବର କ୍ରାଇମ୍ ସମ୍ପର୍କରେ କେନ୍ଦ୍ର ସରକାର ଆଇଟି ସେଲ୍କୁ ସତର୍କ କରାଇଛନ୍ତି। ଏହା ସହିତ ଆଇଫୋନ, ଆଇପ୍ୟାଡ ଏବଂ ସମସ୍ତ ଆପଲ ୟୁଜର୍ସଙ୍କ ପାଇଁ…
ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ, ଗୋଟିଏ ଘରେ ଏକାଠି ବସି ହୁଏ ଷ୍ଟ୍ରାଟେଜି ପ୍ଲାନ୍
ନୂଆଦିଲ୍ଲୀ,୪।୮:‘ଏମାନେ ଦେଶବାସୀଙ୍କୁ ଚକ୍ରବ୍ୟୁହରେ ଫସାଇବାକୁ ଚାହୁଁଛନ୍ତି, ହେଲେ ଆମେ ଏହି ଚକ୍ରକୁ ଭାଙ୍ଗିବୁ’। ସଂସଦରେ ଏ ଡାଇଲଗ୍ ଥିଲା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର। ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ରାଜନୈତିକ ଠାଣିରେ ଖୁବ୍…
ଇସ୍ରାଏଲକୁ ଭାରତ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ, ଚିଠିରେ ଲେଖା ଅଛି…
ଜେରୁଜେଲମ୍/ନୂଆଦିଲ୍ଲୀ,୪ା୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ଉଭୟ ପରସ୍ପର ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଏହି ସମୟରେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ହମାସକୁ ଧ୍ୱଂସ କରିବା ପରେ ହିଁ ତାକୁ ଶାନ୍ତି…
କେବଳ ଏଏପି ନୁହେଁ ବିଜେଡି ମଧ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାର ବୟସ ସୀମା ହ୍ରାସ ଲାଗି କରିଛି ଦାବି, ଜାଣନ୍ତୁ କ’ଣ ରହିଛି ଏହାର ନିୟମ
ନୂଆଦିଲ୍ଲୀ,୪।୮: ମାତ୍ର ଏକ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୩ରେ, ଆଇନ ଏବଂ ପର୍ସନାଲ କମିଟି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ପରାମର୍ଶ ଦେଇଥିଲା। କମିଟି ମଧ୍ୟ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା ଯେଉଁଥିରେ କୁହାଯାଇଥିଲା…
ସରକାରଙ୍କୁ ଏନ୍ଏଚ୍ଆର୍ସି ନୋଟିସ
ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ଉଦ୍ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପରେ…
Archives


