ସ୍ପିଡ୍ ବ୍ରେକର ଅତିକ୍ରମ ବେଳେ ଜାର୍କିଂରେ ଫେରିଲା ହୃଦ୍ଘାତ ମୃତକଙ୍କ ଜୀବନ
ନୂଆଦିଲ୍ଲୀ,୨ା୧: ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ ଉଲ୍ପେ ନାମକ ଉକ୍ତ ବ୍ୟକ୍ତିଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉଥିଲାବେଳେ ଆଶ୍ଚର୍ଯ୍ୟ ଘଟଣା…
ଫେସବୁକ୍ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…
ଅଲିଗଡ଼/ଲାହୋର,୨।୧: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ…
ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍ଷ୍ଟେବଳ
ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍ହାଉସି ନିକଟ ବାନିଖେତ୍ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ରିସର୍ଟ ମ୍ୟାନେଜରଙ୍କ ମୃତ୍ୟୁ ଘଟିବା ସହ ରିସେପ୍ଶନିଷ୍ଟ ଆହତ ହୋଇଛନ୍ତି। ଏହି…
‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…
ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର ଆମରଣ ଅନଶନ ଆରମ୍ଭ କରିଛନ୍ତି। ବିପିଏସ୍ସି ପ୍ରିଲିମ୍ ପରୀକ୍ଷା ରଦ୍ଦ ଲାଗି ରାଜ୍ୟର ଛାତ୍ରୀଛାତ୍ର…
କଶ୍ମୀରକୁ ‘କାଶ୍ୟପ’ ନାମରେ ନାମିତ କରାଯାଇପାରେ… ଶାହାଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୨।୧: ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ‘J&K and Ldakh Through the Ages’ ପୁସ୍ତକ ଉନ୍ମୋଚନ ଅବସରରେ ସେ…
ଆୟ କମ୍ ପାଇଁ ଋଣ ନେବାକୁ ବାଧ୍ୟ ହେଉଛନ୍ତି ଜନତା, ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨।୧: ୱାୟାନାଡ଼ ଏମ୍ପି ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନର ସରକାରଙ୍କ ଆର୍ଥିକ ନୀତି ଯୋଗୁଁ ଦେଶ ଦୁର୍ବଳ ହୋଇପଡିଛି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ନେତା ଫେସବୁକରେ…
ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି
ନୂଆଦିଲ୍ଲୀ,୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଦିଲ୍ଲୀକୁ ପ୍ରଦାନ କରିବେ। ଦିଲ୍ଲୀର ଅଶୋକ ବିହାରରେ ଏକ ବିରାଟ ସମାବେଶରେ ପ୍ରଧାନମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ଏହି ଉପହାର ଦେଇ ନିର୍ବାଚନ ବିଗୁଲ…
ଫୋନରେ ଏମିତି App ଥିଲେ ହୋଇପାରନ୍ତି ସାଇବର ଠକେଇର ଶିକାର, ଗୃହ ମନ୍ତ୍ରଣାଳୟ ଜାରି କଲା ଆଲର୍ଟ
ନୂଆଦିଲ୍ଲୀ,୨।୧: ଲୋକମାନେ ସୋସିଆଲ ମିଡିଆରେ ପ୍ରତିଦିନ ସାଇବର ଠକେଇର ଶିକାର ହୁଅନ୍ତି ଏବଂ ଏଥିରୁ ରକ୍ଷା ପାଇବା ପାଇଁ ସରକାର ମଧ୍ୟ ବିଜ୍ଞାପନ ଦିଅନ୍ତି। ତଥାପି, ଅନେକ ଅଜ୍ଞାତ ବ୍ୟକ୍ତି ଏହି ଜାଲରେ ଫସି ରହିଛନ୍ତି। ଗୃହ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ…
କାହିଁକି ଭାରତ ଆସିବାକୁ ଚାହୁଁଛନ୍ତି ପଡୋଶୀ ଦେଶର ଯୁବକ? ଭାରତୀୟ ସେନାରେ ଭର୍ତ୍ତି ହେବାକୁ ରହିଛି ଆଗ୍ରହ
ନୂଆଦିଲ୍ଲୀ,୨।୧: ଭାରତର ପ୍ରତ୍ୟେକ ଯୁବକ ଭାରତୀୟ ସେନାରେ ଯୋଗଦେବାକୁ ସ୍ବପ୍ନ ଦେଖନ୍ତି। ଆଜି ବି ଦେଶର ଦୁର୍ଗମ ଗାଁର ଯୁବକମାନେ ସୈନ୍ୟବାହିନୀରେ ଯୋଗଦେବା ପାଇଁ ସକାଳ ଓ ସା ନିଜକୁ ପ୍ରସ୍ତୁତ କରନ୍ତି। କିନ୍ତୁ ଏହା ଭାରତର ଯୁବକମାନଙ୍କ କାହାଣୀ ନୁହେଁ।…
ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ସାହାଯ୍ୟ କରୁଛି ବିଏସଏଫ୍, ଆମକୁ ବଦନାମ କରିବାକୁ କରାଯାଉଛି ଚେଷ୍ଟା: ମମତା
କୋଲକାତା,୨।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରୀୟ ବାହିନୀ ବା ବିଏସଏଫ୍ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ସୀମା ସୁରକ୍ଷା ବଳ (ବିଏସଏଫ) ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ରାଜ୍ୟକୁ ଅସ୍ଥିର କରିବାକୁ ଅନୁମତି…
୨୦୨୬ରେ ଭାଙ୍ଗିଯିବ ମୋଦି ସରକାର, ମହାରାଷ୍ଟ୍ରରେ ଦେଖାଯିବ ଏହାର ପ୍ରଭାବ: ସଞ୍ଜୟ ରାଉତ
ମୁମ୍ବାଇ,୨।୧: ଶିବସେନା ୟୁବିଟି ଏମପି ସଞ୍ଜୟ ରାଉତ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନଡିଏ ସରକାର ଦୀର୍ଘସ୍ଥାୟୀ ହେବା ନେଇ ରାଉତ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ପରେ କେନ୍ଦ୍ର ସରକାର ତିଷ୍ଠି ରହିବେ କି…
ଦାଉଦଙ୍କ ସହ ଭାଜପାକୁ ତୁଳନା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୨।୧: ମୁଖ୍ୟମନ୍ତ୍ରୀ ଅତିଶୀ ଶିବରାଜ ସିଂଙ୍କ ଚିଠର ଉତ୍ତର ଦେଇଛନ୍ତି। ଅତିଶି କହିଛନ୍ତି ଯେ ଭାଜପା କୃଷକମାନଙ୍କ ବିଷୟରେ କଥାହେବା ଅର୍ଥ ହେଉଛି ଦାଉଦ ଅହିଂସା ଉପରେ ଉପଦେଶ ଦେବା ଭଳି । ଭାଜପା ସମୟରେ କୃଷକଙ୍କ ଅବସ୍ଥା କେବେ ବି…

