କାଲି ବ୍ୟାଙ୍କ ବନ୍ଦ ନା ଖୋଲା? ଆପଣଙ୍କ ସହରରେ କ’ଣ ରହିବ, ଘରୁ ବାହାରିବା ପୂର୍ବରୁ ଜାଣି ନିଅନ୍ତୁ…
କୌଣସି ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ବନ୍ଦ ରହିଥାଏ। ଆଉ ଏ ସମ୍ପର୍କରେ ଆମେ ସୂଚନା ନ ପାଇଲେ ଅଯଥାରେ ବ୍ୟାଙ୍କ ଯା ହଇରାଣ ହେଉ। ତେବେ ଜାଣି ନିଅନ୍ତୁ ଏହି ମାସରେ କେଉଁଦିନ ବ୍ୟାଙ୍କ ଖୋଲା ଓ ବନ୍ଦ ରହୁଛି। ଆସନ୍ତାକାଲି,…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ହାତୀ ଆକ୍ରମଣରେ ଘର ଭାଙ୍ଗିଲେ କିମ୍ବା ସାପ କାମୁଡାରେ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା
ଥିରୁଭାନନ୍ତପୁରମ,୧୧।୨: ଏଣିକି ସାପ କାମୁଡିଲେ ମିଳିବ ୪ଲକ୍ଷ ଟଙ୍କା କ୍ଷତିପୂରଣ। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାନବ ଏବଂ ବନ୍ୟପ୍ରାଣୀ ସଂଘର୍ଷ ସମ୍ବନ୍ଧୀୟ କ୍ଷତିପୂରଣ ପ୍ରଦାନ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନୂଆ…
JEE Main Result 2025: ପ୍ରକାଶ ପାଇଲା ଜେଇଇ ମେନ୍ ସେଶନ ୧ ରେଜଲ୍ଟ, ଏଭଳି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ,୧୧।୨: ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ୍ ପାଇଁ ଅନୁଷ୍ଠିତ JEE ମେନ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ JEE ମୁଖ୍ୟ ୱେବସାଇଟ୍ – jeemain.nta.nic.in ରେ ନିଜର ଫଳାଫଳ ଦେଖିପାରିବେ। ଫଳାଫଳ…
ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…
ଓ୍ବାଶିଂଟନ୍,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରାୟ ୫୦ବର୍ଷ ପୁରୁଣା ଆଇନକୁ…
ଜମ୍ମୁର ଅଖନୁରରେ LoC ନିକଟରେ ଆଇଇଡି ବିସ୍ଫୋରଣ, ଶହୀଦ ହୋଇଗଲେ ୨ ଯବାନ
ନୂଆଦିଲ୍ଲୀ,୧୧।୨: ଜମ୍ମୁର ଅଖନୁର ସେକ୍ଟରରେ ଆଇଇଡି (ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍) ବିସ୍ଫୋରଣରେ ୨ ସୈନିକ ଶହୀଦ ହୋଇଛନ୍ତି। ଲାଲେଲିର ସୀମାରେଖା ନିକଟରେ ଏକ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଏହି ବିସ୍ଫୋରଣ ଘଟିଛି। ଏବେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିବା…
କ’ଣ AI ମଣିଷର ସ୍ଥାନ ନେଇପାରିବ ? ‘ସର୍ବାଧିକ ପଚରାଯାଉଥିବା ପ୍ରଶ୍ନର’ ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୧୧।୨: ଫ୍ରାନ୍ସରେ ଏଆଇ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। କ’ଣ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ମଣିଷମାନଙ୍କର ଚାକିରିକୁ ବଦଳାଇ ପାରିବ? “ଇତିହାସ ଦେଖାଇଛି ଯେ ପ୍ରଯୁକ୍ତିବିଦ୍ୟା ଯୋଗୁଁ କାମ…
Google Pay, PhonePe ଓ Paytm କୁ ବଡ଼ ଝଟ୍କା! ହ୍ବାଟସଆପ୍ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ,୧୧।୨: ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍ ମାଧ୍ୟମରେ ବିଜୁଳି ବିଲ୍ ଓ ପାଣି ବିଲ୍ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ ବିଲ ମଧ୍ୟ ପେମେଣ୍ଟ କରିପାରିବେ। ଏହା ସହିତ, WhatsApp କେବଳ UPI କାରବାର ପର୍ଯ୍ୟନ୍ତ…
Lottery କୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ଦେଲେ କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୧।୨: ଲଟେରୀକୁ ନେଇ ବଙ୍ଗଳବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଲଟେରୀ ଉପରେ ଟିକସ ଲଗା ହେବ କି ନାହିଁ ଏନେଇ ଉଚ୍ଚ ନ୍ୟାୟଳୟ ବଡ଼ ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ଟିକସ ଲଗାଇବା ଅଧିକାର କେବଳ ରାଜ୍ୟ ସରକାରମାନଙ୍କର…
ଗୋଟିଏ ଦଳକୁ ଭାଙ୍ଗିବାକୁ କେତେ ବିଧାୟକ ଇସ୍ତଫା ଦେବା ଦରକାର? ଜାଣନ୍ତୁ ରାଜନୀତିର ରୋଚକ କଥା
୨୦୨୫ ଦିଲ୍ଲୀ ବିଧାନସଭା ର୍ନିବାଚନରେ ଭାଜପା ଐତିହାସିକ ବିଜୟ ହାସଲ କରିଛି। ୁ କହି ରଖୁଛୁ ଯେ ଦିଲ୍ଲୀର ୭୦ଟି ଆସନରେ ହୋଇଥିବା ଭୋଟରେ BJP ୪୮ଟି ଆସନ ଜିତିଛି, ଯେତେବେଳେ ଆମ ଆଦମୀ ପାର୍ଟିକୁ କେବଳ 22ଟି ଆସନ ମିଳିଛି।…
ରାଜ୍ୟ ସଭାରେ ମୋଦିଙ୍କୁ ସୁଲତା କହିଲେ, ସୁନା କେ ଚିହ୍ନିଲୁ ବାନା କେ ଚିହ୍ନିଲୁ…
ନୂଆଦିଲ୍ଲୀ,୧୧।୨: ସଂସଦରେ ବଜେଟ ଅଧିବେଶନ ଜାରି ରହିଛି। ଏହାକୁ ନେଇ ବିରୋଧୀ-ଶାସକ ମଧ୍ୟ ମୁହାଁମୁହିଁ ହେଉଛନ୍ତି। ତେବେ ଏହାରି ଭିତରେ ରାଜ୍ୟ ସଭା ମଧ୍ୟ ସରଗରମ ହୋଇ ଉଠିଛି। ସବୁ ବିରୋଧୀ ଦଳ ପରି ବିଜେଡି ମଧ୍ୟ କେନ୍ଦ୍ର ବଜେଟକୁ ସମାଲୋଚନା…
ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ଏଣିକି ବିୟର ପ୍ରେମୀମାନଙ୍କୁ ସେମାନଙ୍କର ଆଶା ପୂରଣ କରିବା ପାଇଁ ଅଧିକ…
ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ବଡ଼ ଖୁଲାସା କଲେ ଭାଗବନ୍ତ ମାନ: କେଜ୍ରିଓ୍ବାଲ୍ଙ୍କ ସହ…
ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ବୈଠକ କରିବା ପାଇଁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ଏବଂ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପଞ୍ଜାବର ସମସ୍ତ କ୍ୟାବିନେଟ ମନ୍ତ୍ରୀ…

