ଜାତୀୟ

Viseo: ୨ ମିନିଟ ନାଚିବା ପରେ ହୃଦ୍‌ଘାତରେ ଯୁବତୀଙ୍କ ମୃତ୍ୟୁ

ବିଦିଶା, ୧୦।୨: ମଧ୍ୟପ୍ରଦେଶର ବିଦିଶାରେ ଜଣେ ୨୩ ବର୍ଷୀୟା ଯୁବତୀ ଷ୍ଟେଜ୍‌ରେ ଡ୍ୟାନ୍ସ କରିବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ସେ ନିଜ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ନାଚୁଥିବାବେଳେ ଏହି ଅଘଟଣ ଘଟିଛି। ଯୁବତୀ…

‘ଶୀଘ୍ର ଜନଗଣନା କରାଅ’: ସୋନିଆ

ନୂଆଦିଲ୍ଲୀ, ୧୦।୨: ଯେତେ ଶୀଘ୍ର ସମ୍ଭବ ଜନଗଣନା କରାଇବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ସୋମବାର କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି। ଦେଶରେ ଜନଗଣନା ହେବାରେ ବିଳମ୍ବ ଘଟୁଥିବାରୁ ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଉପଲବ୍ଧ…

ହୋଇଗଲା ଫାଇନାଲ! ଏହି ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ, ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀରେ ଭାଜପାର ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇସାରିଛି। ସୂତ୍ର ଅନୁସାରେ, ପ୍ରବେଶ ବର୍ମା ଦିଲ୍ଲୀର ଦାୟିତ୍ୱ ନେବେ। ତାଙ୍କ ନାମ ଉପରେ ଭାଜପା ଏବଂ ଆରଏସଏସ ମଧ୍ୟରେ ସହମତି ରହିଛି। ନୂଆଦିଲ୍ଲୀ ଆସନରୁ ଏଏପିର ଜାତୀୟ ସଂଯୋଜକ ଏବଂ ପୂର୍ବତନ…

NCTE ନେଲା ବଡ଼ ନିଷ୍ପତ୍ତି: ପୁଣି ଆରମ୍ଭ ହେବ ଏକ ବର୍ଷିଆ B.Ed, M.Ed ପାଠ୍ୟକ୍ରମ

ନୂଆଦିଲ୍ଲୀ,୧୦।୨: ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି। ଏହି ଅବଧି ଦୁଇ ବର୍ଷକୁ…

ପଦାକୁ ଆସିଲା ଭାଜପାର ଭିତିରି କଳି, ଅନିଲ ବିଜ୍‌ଙ୍କ ଉପରେ ଦଳ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୦।୨: ହରିୟାଣାରେ ଭାଜପା ଭିତରେ ଚାଲିଥିବା ଦ୍ୱନ୍ଦ୍ୱ ଖୋଲାଖୋଲି ଭାବରେ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଦଳ କଠୋରତା ଦେଖାଇଛି ଏବଂ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅନିଲ ବିଜ୍‌ଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି।…

ଭାରତରେ ଘଟିବ ବଡ଼ ଘଟଣା: ପ୍ରଥମ ଥର ମୁହାଁମୁହିଁ ହେବେ ରୁଷିଆ-ଆମେରିକୀୟ ଯୁଦ୍ଧ ବିମାନ

ବେଙ୍ଗାଲୁରୁ,୧୦ା୨: ଏସିଆର ସବୁଠାରୁ ବଡ଼ ଏୟାର ଶୋ, ଏରୋ ଇଣ୍ଡିଆ, ସୋମବାର ବେଙ୍ଗାଲୁରୁର ୟେଲାହାଙ୍କା ବାୟୁସେନା ଘାଟିରେ ଆରମ୍ଭ ହୋଇଛି। ଏହି ଏୟାର ଶୋ’ର ୧୫ ତମ ସଂସ୍କରଣ ସ୍ୱତନ୍ତ୍ର ହେବ। କାରଣ ଏଥିରେ ଏକ ବିରଳ ଦୃଶ୍ୟ ଦେଖାଯାଇଛି। ଆମେରିକୀୟ…

ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…

ନୂଆଦିଲ୍ଲୀ,୧୦।୨: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଚମକାଇବ ଭାଜପା, ଓଡ଼ିଶା ଭଳି…

ନୂଆଦିଲ୍ଲୀ,୧୦।୨: ପ୍ରାୟ ୨୬ ବର୍ଷ ପରେ ଦିଲ୍ଲୀ ଜିତିଥିବା ଭାଜପା ଏବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ନିଷ୍ପତ୍ତି ନେବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଭାଜପାକୁ କେବଳ ଜଣେ ନୁହେଁ ବରଂ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରିବାକୁ ପଡିବ ଏବଂ ଦିଲ୍ଲୀ…

କେଜ୍‌ରିଓ୍ବାଲଙ୍କୁ ତାଚ୍ଛଲ୍ୟ, ହାରିବାକୁ ନେଇ ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ,୧୦।୨: ତିହାର ଜେଲରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚିଠି ଲେଖିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସେ ଆମ ଆଦମୀ ପାର୍ଟି (ଆପ୍‌) ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀକୁ ମିଳିବ ନୂଆ ମହିଳା ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭାଜପାର ମାଷ୍ଟରପ୍ଳାନ୍

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଭାଜପାର ଅଦ୍ଭୂତପୂର୍ବ ବିଜୟ ପାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜଧାନୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଦଳ ୭୦ ଟି ଆସନରୁ ୪୮ ଟି ଆସନ ହାସଲ କରି ଆମ ଆଦମୀ ପାର୍ଟି…

ମହାକୁମ୍ଭ ଅସମ୍ଭାଳ ଭିଡ଼: ବୁଡ଼ ପକାଇଲେ ଏକ-ତୃତୀୟାଂଶ ଭାରତୀୟ, ‘ଭୁଲ ହେଲା ସମସ୍ତ ଆକଳନ’

ପ୍ରୟାଗରାଜ,୧୦।୨: ସମସ୍ତ ଆକଳନକୁ ଭୁଲ ସାବ୍ୟସ୍ତ କରିଛି ଭାରତୀୟ ମାନଙ୍କର ପ୍ରଚଣ୍ଡ ଆସ୍ଥା ଏବଂ ବିଶ୍ୱାସ। ମହାକୁମ୍ଭ ଆରମ୍ଭ ସମୟରେ ଆକଳନ କରାଯାଉଥିଲା ଯେ, ପ୍ରାୟ ୪୫ କୋଟି ଲୋକେ ତ୍ରିବେଣୀ ଘାଟରେ ବୁଡ଼ ପକାଇବାକୁ ଆସିପାରନ୍ତି। କିନ୍ତୁ ଏ ସମସ୍ତ…

କେଜ୍‌ରିୱାଲଙ୍କ ପରାଜୟ ପରେ ବଡ଼ ଭବିଷ୍ୟବାଣୀ କରିଦେଲେ ମମତା, କହୁ କହୁ କହିଦେଲେ ଏମିତି…

କୋଲକାତା,୧୦।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ତାଙ୍କ ଦଳର ବିଧାୟକମାନଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?