ଜାତୀୟ

ମନ୍ଦିରକୁ ଦାନରେ ମିଳିଲା ରୋବୋଟିକ୍‌ ହାତୀ

ତ୍ରିଶୂର,୧୩ା୨: କେରଳର ତ୍ରିଶୂର ଜିଲାସ୍ଥିତ କୋମ୍ବରା ଶ୍ରୀକୃଷ୍ଣ ସ୍ବାମୀ ମନ୍ଦିରକୁ ପ୍ରାଣୀ ସୁରକ୍ଷା ସଙ୍ଗଠନ ପେଟା ଇଣ୍ଡିଆ ଓ ବ୍ରିଟିଶ୍‌ ଆମେରିକୀୟ ସଙ୍ଗୀତଜ୍ଞ ତଥା ସିତାର ବାଦକ ଅନୁଷ୍କା ଶଙ୍କରଙ୍କ ପକ୍ଷରୁ ଏକ ରୋବୋଟିକ୍‌ ଯାନ୍ତ୍ରିକ ହାତୀ ଦାନରେ ଦିଆଯାଇଛି। ଏହି…

ଲୋକଙ୍କୁ ପଙ୍ଗୁ କରୁଛି ଫ୍ରିବିଜ୍‌

ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦିଆଯାଉଥିବା ମାଗଣା ସାମଗ୍ରୀ ଓ ସୁବିଧା ପ୍ରଦାନର ପ୍ରତିଶ୍ରୁତି (ଫ୍ରିବିଜ୍‌) ଲୋକଙ୍କୁ ଏକପ୍ରକାର ପଙ୍ଗୁ କରିଦେଉଛି। ଭୋଟ ପାଖେଇ ଆସିଲେ ମାଗଣା ରାଶନ ଓ କିଛି ଟଙ୍କା ପାଇଯାଉଥିବାରୁ ଲୋକେ…

ବିନା ସହମତିରେ ସ୍ତ୍ରୀଙ୍କ ସହ ଅପ୍ରାକୃତ ଯୌନ ସମ୍ପର୍କ ଅପରାଧ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ,୧୨।୨: ସ୍ତ୍ରୀଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥିଲେ, ତାଙ୍କ ସହ ସ୍ବାମୀଙ୍କ ଯୌନକ୍ରିୟା ବଳାତ୍କାର ନୁହେଁ ବୋଲି ଛତିଶଗଡ଼ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି। ଏପରିକି ପ୍ରାପ୍ତବୟସ୍କା ସ୍ତ୍ରୀଙ୍କ ବିନା ସହମତିରେ ତାଙ୍କ ସହ ଅପ୍ରାକୃତ କାର୍ଯ୍ୟ…

Ceasefire Violation: ପୁଞ୍ଚ LoC ନିକଟରେ ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼, ଭାରତୀୟ ସେନା ଦେଲା କଡ଼ା ଜବାବ

ଜମ୍ମୁ କଶ୍ମୀର,୧୨।୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସେନା ଦ୍ୱାରା ବୁଧବାର ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ପ୍ରଥମେ ପାକିସ୍ତାନୀ ଯବାନମାନେ ଗୁଳି ଚଳାଇଥିଲେ। ପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି।…

‘India’s Got Latent’ର ସମସ୍ତ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା, ବିବାଦ ଉପରେ କହିଲେ- ‘ସମ୍ଭାଳିବା କଷ୍ଟକର…’

ମୁମ୍ବାଇ,୧୨।୨: ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ଚାଲିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ…

ଟ୍ୟାକ୍ସ ପରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମିଳିଲା ଆଶ୍ବସ୍ତି, ପାଞ୍ଚ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୨: ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ୪.୩୧ ପ୍ରତିଶତ ହୋଇଛି। ଖାଦ୍ୟ ସାମଗ୍ରୀ ଶସ୍ତା ହେବା ଯୋଗୁଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଡିସେମ୍ବରରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୫.୨୨ ପ୍ରତିଶତ ଏବଂ ଗତ ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଙ୍ଗନୱାଡି-ଆଶାକର୍ମୀଙ୍କୁ ମିଳିବ ମୋବାଇଲ ଫୋନ

କୋଲକାତା,୧୨।୨: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ସହ ଅଙ୍ଗନବାଡି କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ରାଜ୍ୟ ବଜେଟରେ DA କିମ୍ବା ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ…

କୁମ୍ଭମେଳାରେ ବୁଡ଼ ପକାଇଲେଣି ୫୦ କୋଟିରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ: ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ,୧୨।୨: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ରେ ବର୍ତମାନ ସୁଦ୍ଧା ୫୦ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଏହା ହେଉଛି ନୂଆ ଉତ୍ତର ପ୍ରଦେଶର କରିସ୍ମା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଯାହାର ଜନସଂଖ୍ୟା ୨୫ କୋଟି ଏବଂ ମହାକୁମ୍ଭରେ ଏପର୍ଯ୍ୟନ୍ତ…

India Post GDS Recruitment: ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି, ଏହିଦିନ ଶେଷ ତାରିଖ, ଦରମା ମିଳିବ…

ନୂଆଦିଲ୍ଲୀ,୧୨।୨: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ…

କିଛିି ତ ଦୟା କରନ୍ତୁ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କୁ କାହିଁକି ଏମିତି କହିଲେ ଜୟା

ନୂଆଦିଲ୍ଲୀ,୧୨।୨: ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ପ୍ରାୟତଃ ସଂସଦରେ ଫିଲ୍ମ ଶିଳ୍ପ ପାଇଁ ତାଙ୍କର ମତାମତ ପ୍ରକାଶ କରିଛନ୍ତି। ପୁଣିଥରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଫିଲ୍ମ ଶିଳ୍ପକୁ ବଞ୍ଚାଇବା ପାଇଁ କିଛି ପ୍ରସ୍ତାବ ଆଣିବାକୁ ନିବେଦନ କରିଛନ୍ତି। ଯେଉଁଥିରେ…

WhatsAppରେ ମେସେଜ ବା ଅଡିଓ ପଠାଇଲେ ମିଳିବ ସରକାରୀ ସୁବିଧା

ଅମରାବତୀ,୧୨।୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, ଯିଏ ତାଙ୍କ ବୈଷୟିକ ବା ଟେପନିକାଲ କାର୍ଯ୍ୟ ପାଇଁ ଜଣାଶୁଣା ଏବଂ ହାଇଦ୍ରାବାଦରେ ସାଇବର ବିପ୍ଳବର ଜନକ ବୋଲି ମଧ୍ୟ ଯାହାଙ୍କୁ କୁହାଯାଏ, ସେ ଏବେ ଆନ୍ଧ୍ରପ୍ରଦେଶରେ ଏକ ଅନନ୍ୟ ସେବା ଆରମ୍ଭ…

କଂଗ୍ରେସକୁ ପୁଣି ଫେରିଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

ନୂଆଦିଲ୍ଲୀ,୧୨।୨: ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସକୁ ଫେରିଛନ୍ତି। ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ ସଭାପତି ଶୁଭଙ୍କର ସରକାରଙ୍କ ଉପସ୍ଥିତିରେ ସେ କଂଗ୍ରେସ ସହିତ ହାତ ମିଳାଇଥିଲେ। ୨୦୨୧ରେ ଅଭିଜିତ ମୁଖାର୍ଜୀ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?