ଜାତୀୟ

Maha Kumbh 2025: ଅସଲ କୁମ୍ଭ ମାଘରେ ସରିଯାଇଛି, ଏବେ ଯାଏ ସରକାର ଚଲାଉଛନ୍ତି…ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୭।୨: ପ୍ରୟାଗରାଜରେ ଜାନୁଆରୀ ୧୩ ତାରିଖରେ ଆରମ୍ଭ ହୋଇଥିବା ମହାକୁମ୍ଭ ମହାଶିବରାତ୍ରୀରେ ଶେଷ ହୋଇଛି। ଏହି ସମୟ ମଧ୍ୟରେ, 66 କୋଟିରୁ ଅଧିକ ଭକ୍ତ ବୁଡ଼ ପକାଇଥିଲେ। ୨୬ ଫେବୃଆରୀ ମହାଶିବରାତ୍ରି ସ୍ନାନ ସହିତ କୁମ୍ଭମେଳା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ…

ମୋର ଭାରତରେ କୌଣସି ଜମି କିମ୍ବା ଘର ନାହିଁ…ଭାଜପା ଅଭିଯୋଗକୁ ଖଣ୍ଡନ କଲେ ପିଟ୍ରୋଡା

ନୂଆଦିଲ୍ଲୀ,୨୭।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡର କରିଛନ୍ତି ଇଣ୍ଡିଆନ ଓଭରସିଜ କଂଗ୍ରେସ ମୁଖ୍ୟ ସାମ ପିଟ୍ରୋଡା। ତାଙ୍କର ଭାରତରେ କୌଣସି ଜମି, ଘର କିମ୍ବା ଶେୟାର ନ ଥିବା ସେ କହିଛନ୍ତି। ତେବେ ଭାଜପା…

Earthquake: ସକାଳୁ ସକାଳୁ ବଡ଼ ଭୂକମ୍ପ ଝଟ୍‌କା, ଲୋକେ ଛାନିଆ

ନୂଆଦିଲ୍ଲୀ,୨୭।୨:ସକାଳୁ ସକାଳୁ ଶକ୍ତିଶାଳୀ Earthquake ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳେ, ଆସାମର ମୋରିଗାଓଁରେ ରିକ୍ଟର ସ୍କେଲରେ ୫ ତୀବ୍ରତା ସହିତ ଥରି ଉଠିଛି। ଏହାର କେନ୍ଦ୍ର କେଉଁଠି ଥିଲା ସେ ବିଷୟରେ ସମ୍ପୂର୍ଣ୍ଣ…

CBSE: ପଞ୍ଜାବୀ ନାହିଁ କି ଓଡ଼ିଆ ନାହିଁ

ଏନ୍‌ଡିଏ ସରକାରଙ୍କ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅନ୍ତର୍ଗତ ୩-ଭାଷା ନୀତିକୁ ନେଇ ତାମିଲନାଡୁ ଓ କେନ୍ଦ୍ର ମଧ୍ୟରେ ‘ଭାଷାଯୁଦ୍ଧ’ ଚାଲିଛି। ଏଭଳିସ୍ଥଳେ ୨୦୨୬ରୁ ବର୍ଷକୁ ୨ ଥର ହେବାକୁ ଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ…

କନ୍ୟାଙ୍କ ବାନ୍ଧବୀଙ୍କୁ ମାଳ, ଚାପୁଡ଼ା ଖାଇ ବର ଶିଶୁପାଳ

ବରେଲି,୨୬ା୨: ବାହା ହେବାକୁ ଯାଇଥିଲେ। କିନ୍ତୁ ବିବାହ ବେଳେ କନ୍ୟାଙ୍କ ପରିବର୍ତ୍ତେ ତାଙ୍କ ସବୁଠୁ ଭଲ ବାନ୍ଧବୀଙ୍କୁ ମାଳ ପିନ୍ଧାଇଦେଲେ। ନିଶାସକ୍ତ ବରଙ୍କ ଏଭଳି କାର୍ଯ୍ୟରେ କ୍ଷୁବ୍ଧ ହୋଇ କନ୍ୟା ତାଙ୍କୁ ଚାପୁଡ଼ା ମାରିଲେ। ଏତିକି ନୁହେଁ, ଏଭଳି ମଦ୍ୟପ ପୁଅକୁ…

କେବଳ ସାଧାରଣ ନାଗରିକ ନୁହେଁ ସରକାର ମଧ୍ୟ କୋର୍ଟ ଚକ୍କରରେ ଖର୍ଚ୍ଚ କରୁଛନ୍ତି ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ, ୨୬।୨: ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ କୋର୍ଟ ମାମଲାକୁ ଲଢ଼ିବା ପାଇଁ କେନ୍ଦ୍ର ସରକାର ୪୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଅଫିସିଆଲ ଡେଟା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୪-୧୫ରୁ…

Viral Video: ନିଜକୁ ଚିହ୍ନିଲା AI, ତା’ପରେ ମେସିନ୍ ଭାଷାରେ ହେଲେ କଥା…

ନୂଆଦିଲ୍ଲୀ,୨୬ା୨: ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଟି AI ବଟ୍ ପ୍ରଥମେ ମଣିଷ ଭାଷାରେ କଥା ହେଉଛନ୍ତି। କିନ୍ତୁ ତା’ପରେ ହଠାତ୍ ମେସିନ୍ ଭାଷାରେ କଥା ହେବା ଆରମ୍ଭ କରନ୍ତି। ଏହି ଦୃଶ୍ୟଟି ଏକ…

ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ…

ପ୍ରୟାଗରାଜ,୨୬ା୨: ଆତ୍ମହତ୍ୟା ଧମକ ଦେଲେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆ, ଭିଡିଓ ପୋଷ୍ଟ କରି କହିଲେ… ପ୍ରୟାଗରାଜ,୨୬ା୨: ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ସୁନ୍ଦରୀ ସାଧ୍ୱୀ ହର୍ଷା ରିଚାରିଆଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି। ହର୍ଷା ଆତ୍ମହତ୍ୟା କରିବାକୁ ଧମକ…

ଲଜ୍ଜା: ବସ୍‌ରେ ଯୁବତୀଙ୍କୁ ବଳାତ୍କାର କରି ଚମ୍ପଟ ମାରିଲେ ଯୁବକ, ସିସିଟିଭିରୁ ମିଳିଲା…

ପୁଣେ,୨୬।୨: ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ ଯୁବତୀ। ହେଲେ ଜଣେ ଯୁବକ ତାଙ୍କୁ ବସ୍‌ ସେଠାରେ ଅଟକିବ ନାହିଁ କହି ପାର୍କିଂରେ ଥିବା ଅନ୍ୟ ଏକ ବସ୍‌ ନିକଟକୁ ନେଇ ଯାଇଥିଲେ। ପରେ ସୁଯୋଗ ନେଇ ତାଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲେ।…

‘ଘୋର କଳିଯୁଗ’: ୭୭ ବର୍ଷୀୟା ମା’ଙ୍କୁ ଭରଣପୋଷଣ ବିରୋଧରେ ଆବେଦନ କଲା ପୁଅ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨୬ା୨: ବାର୍ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ତାଙ୍କ ୭୭ ବର୍ଷୀୟା ମା’ଙ୍କୁ ୫,୦୦୦ ଟଙ୍କା ଭରଣପୋଷଣ ଦେବାକୁ ନିମ୍ନ ଅଦାଲତର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାଖଲ କରିବା ପରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ…

Bihar Cabinet Expansion: ବଢ଼ିଲା ନୀତୀଶଙ୍କ କ୍ୟାବିନେଟ୍‌, ପ୍ରଥମ ପ୍ରତିକ୍ରିୟାରେ କହିଲେ…

ପାଟ୍‌ନା,୨୬ା୨: ବିହାରରେ ନୀତିଶ ସରକାରଙ୍କ କ୍ୟାବିନେଟ୍‌ ବୃଦ୍ଧି କରାଯାଇଛି। ୭ ଜଣ ଭାଜପା ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେମାନେ ସମସ୍ତେ ଭାଜପା କୋଟାରୁ ମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ କୃଷ୍ଣ କୁମାର ମଣ୍ଟୁ, ବିଜୟ ମଣ୍ଡଳ, ରାଜୁ…

ବିବାଦରେ ସିବିଏସ୍‌ଇ: ବିଷୟ ତାଲିକାରେ ନାହିଁ ଓଡ଼ିଆ, ସଫେଇ ଦେଲା ବୋର୍ଡ

ନୂଆଦିଲ୍ଲୀ,୨୬ା୨: ଆସନ୍ତା ଶିକ୍ଷାବର୍ଷରୁ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ୨ ଥର ହେବ। ଫେବୃଆରୀ ୧୭ରୁ ମାର୍ଚ୍ଚ ୬ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବାକୁ ଥିବାବେଳେ ମେ’ ମାସ ୫ରୁ ୨୦ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?