ହିନ୍ଦୀ ଏକ ମାସ୍କ, ସଂସ୍କୃତ ଲୁଚି ରହିଥିବା ଚେହେରା: ଭାଷାକୁ ନେଇ ଷ୍ଟାଲିନଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨୭।୨: ଭାଷା ବିବାଦ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ସେ ପୁଣି ଥରେ କେନ୍ଦ୍ର ଦ୍ୱାରା ହିନ୍ଦୀ ଭାଷା ଲାଗୁ କରାଯିବା ବିରୋଧରେ ସ୍ବର ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ…
୨୬/୧୧ ଆକ୍ରମଣ ମାମଲା: ଦିଲ୍ଲୀରେ ଚାଲିବ ତହଉର ରାଣାଙ୍କ ବିଚାର
ନୂଆଦିଲ୍ଲୀ,୨୭।୨: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଆମେରିକା ସହମତ ହେବା ପରେ ମୁମ୍ବାଇ କୋର୍ଟରୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ବିଚାର ସମ୍ପର୍କିତ ରେକର୍ଡ ମଗାଇଛନ୍ତି। ଜାତୀୟ ତଦନ୍ତକାରୀ ସଂସ୍ଥା…
Driving Licence Renew କରିନଥିଲେ ଶୀଘ୍ର କରିନିଅନ୍ତୁ, ହେବ ଏତିକି ଟଙ୍କା ଜରିମାନା
ନୂଆଦିଲ୍ଲୀ,୨୭।୨: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସର ଅବଧି ଶେଷ ହେବାକୁ ଯାଉଛି ଏବଂ ଆପଣ ଏହାକୁ ରିନ୍ୟୁ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ରକୃତରେ, ଅନେକ ସମୟରେ ଲୋକମାନେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସର ବୈଧତା ସମାପ୍ତ ହେବା…
ପୁଣେ ବସ ରେପ୍ ମାମଲାକୁ ନେଇ ପୂର୍ବତନ ସିଜେଆଇଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୨୭।୨: ମହାରାଷ୍ଟ୍ର ପୁଣେର ସ୍ବାରଗେଟ ବସ ଡିପୋରେ ଏକ ବସ ଭିତରେ ଜଣେ ମହିଳାଙ୍କ ସହ ହୋଇଥିବା କଥିତ ବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି। ପଳାତକ ଅପରାଧୀଙ୍କ ପାଇଁ କଠୋର ଦଣ୍ଡ ପାଇଁ ସାରା ଦେଶରେ ଦାବି ବଢ଼ୁଛି,…
ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ: ୮ମ ବେତନ ଲାଗୁ ହେଲେ ବଢିଯିବ ଏତେ ଦରମା
ନୂଆଦିଲ୍ଲୀ,୨୭।୨: ଭାରତ ସରକାର ନିକଟରେ ଅଷ୍ଟମ ବେତନ କମିଶନ ଗଠନ ଘୋଷଣା କରିଛନ୍ତି, ଯାହା ପ୍ରାୟ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ଦରମା ଏବଂ ପେନସନରେ ବୃଦ୍ଧି ପ୍ରଦାନ କରିବ ବୋଲି ଆଶା କରାଯାଉଛି।…
ମୁଁ ଜନ୍ମରୁ ହିନ୍ଦୁ ମରିବା ପର୍ଯ୍ୟନ୍ତ ବି ହିନ୍ଦୁ ରହିବି, କାହିଁକି ଏମିତି କହିଲେ ଉପ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨୭।୨: କର୍ନାଟକର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ତାମିଲନାଡୁରେ ମହା ଶିବରାତ୍ରୀ ଉତ୍ସବରେ ଅଂଶଗ୍ରହଣ କରିବାକୁ ନେଇ ତାଙ୍କ ବିରୋଧରେ ଦଳ (କଂଗ୍ରେସ) ଦ୍ୱାରା ସମାଲୋଚନା ମଧ୍ୟରେ, ଶିବକୁମାର କହିଛନ୍ତି ଯେ ସେ ଜନ୍ମରୁ ସେ ଜଣେ…
ଦିଲ୍ଲୀ ବିଧାନସଭାର ଡେପୁଟି ସ୍ପିକର ହେଲେ ମୋହନ ସିଂହ ବିଷ୍ଟ
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମୁସ୍ତାଫାବାଦ ବିଧାନସଭା ଆସନରୁ ଭାଜପା ବିଧାୟକ ମୋହନ ସିଂହ ବିଷ୍ଟ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦିଲ୍ଲୀ ବିଧାନସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ରେଖା କହିଥିଲେ, ‘ମୁଁ…
‘ଶୀଶମହଲ’ ନୁହେଁ ଏବେ ଏଇଠି ରହିବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ସମସ୍ତ ମନ୍ତ୍ରୀ କେଉଁଠି ରହିବେ ସେ ବିଷୟରେ ପିଡବ୍ଲୁଡି ବିଭାଗର ଅଧିକାରୀଙ୍କ ଟେନସନ ଏବେ ଶେଷ ହେବାକୁ ଯାଉଛି। ଦିଲ୍ଲୀ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ (PWD) ଅନୁଯାୟୀ, ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ…
ଆମେରିକାରେ କୋମାରେ ଭାରତୀୟ ଝିଅ, ପରିବାର ଲୋକଙ୍କୁ ମିଳୁନି ଭିଜା
ମୁମ୍ବାଇ/ଓ୍ବାଶିଂଟନ,୨୭।୨: ୩୫ ବର୍ଷୀୟା ନୀଲମ ଶିନ୍ଦେ ନିକଟରେ କାଲିଫର୍ନିଆରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ଏକ କାର ଧକ୍କା ଦେଇଥିଲା। ଏବେ ତାଙ୍କ ପରିବାର ଆମେରିକା ଯିବା ପାଇଁ ଭିସା ଖୋଜୁଛନ୍ତି। ପରିବାର ପକ୍ଷରୁ ମୁମ୍ବାଇସ୍ଥିତ ଭାରତୀୟ ଦୂତାବାସରେ…
ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ: ରାଜସ୍ଥାନରରେ ଉତ୍ତେଜନା
ରାଜସ୍ଥାନ, ୨୭।୨: ରାଜସ୍ଥାନର ବେୱାର ଜିଲାରେ ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ଅଭିଯୋଗକୁ ନେଇ ଉତ୍ତେଜନା ଲାଗି ରହିଛି। ରିପୋର୍ଟ ଅନୁଯାୟୀ, ପ୍ରାୟ ଏକ ଲକ୍ଷ ବାସିନ୍ଦା ବିଶିଷ୍ଟ ଏକ ଛୋଟ ସହର ମାସୁଦା ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ଏବଂ…
୩୨ ଭାଜପା ନେତାଙ୍କର ସୁରକ୍ଷା ହଟାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ଶାହା କାହିଁକି ନେଲେ ଏମିତି ନିଷ୍ପତ୍ତି
ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର (୨୬ ଫେବୃଆରୀ, ୨୦୨୫) ପଶ୍ଚିମବଙ୍ଗର ୩୨ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି। ଗୃହ ମନ୍ତ୍ରଣାଳୟର ସମୀକ୍ଷା କମିଟି ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଗତ ବର୍ଷ…
ଅନନ୍ତ ଅମ୍ବାନୀଙ୍କ ‘Vantara’କୁ ମିଳିଲା ଏହି ପ୍ରତିଷ୍ଠିତ ପୁରସ୍କାର, Animal Welfareରେ ଯୋଗଦାନ ପାଇଁ…
ମୁମ୍ବାଇ,୨୭।୨: ଦେଶ ଏବଂ ବିଶ୍ୱର ଅନେକ ଲୋକ ପ୍ରାଣୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ, ରିଲାଏନ୍ସ ଫାଉଣ୍ଡେସନ ଅଧୀନରେ ପରିଚାଳିତ ଅନନ୍ତ ଅମ୍ବାନୀଙ୍କ ଏକ ପ୍ରୟାସ ମଧ୍ୟ ଅନ୍ତର୍ଭୁକ୍ତ। ପ୍ରାଣୀମାନଙ୍କ ସଂରକ୍ଷଣ, ବିଶେଷକରି ହାତୀଙ୍କ ସଂରକ୍ଷଣକୁ ଧ୍ୟାନରେ…

