ସରିଲା ମହାକୁମ୍ଭ ଆରମ୍ଭ ହେଲା ରାଜନୀତି, ରାହୁଲ-ପ୍ରିୟଙ୍କାଙ୍କୁ ସମାଜବାଦୀ ପାର୍ଟି କହିଲା ସନାତନ ବିରୋଧି
ଦୂଆଦିଲ୍ଲୀ,୨୭।୨: ମହାକୁମ୍ଭ ମହା ଆଡମ୍ବରରେ ଶେଷ ହୋଇଛି। ୪୫ ଦିନ ଧରି ଚାଲିଥିବା ମହାକୁମ୍ଭରେ, ୬୬ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ଦେଶ ଏବଂ ବିଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ମହାକୁମ୍ଭରେ ପହଞ୍ଚିଥିଲେ। ସୂଚନାଯୋଗୃ, ସମାଜବାଦୀ ପାର୍ଟି(ଏସପି)…
IIT ବାବାଙ୍କଠାରୁ ମୋନାଲିସାଙ୍କ ପର୍ଯ୍ୟନ୍ତ… କାହାକୁ ମିଳିଲା ଫିଲ୍ମ ଅଫର ତ କାହାକୁ ଟିଭି ଶୋ’, କିଏ ସେହି କୁମ୍ଭମେଳାର ଚର୍ଚ୍ଚିତ ଚେହେରା
ପ୍ରୟାଗରାଜ,୨୭।୨: ଶେଷ ହୋଇଛି ମହାକୁମ୍ଭ ୨୦୨୫। ହେଲେ ଏହାକୁ ନେଇ ଥମିନି ଆଲୋଚନା। ମହାକୁମ୍ଭରେ ସୋସିଆଲ ମିଡିଆ ମଧ୍ୟ ଚମତ୍କାର କରିଥିଲା। ଏଥର ମହାକୁମ୍ଭରେ ହର୍ଷ ରିଚାରିଆ, ଆଇଆଇଟିଆନ ବାବା, ମୋନାଲିସା, ଆକାଶ ଯାଦବ, ଚାଇ ୱାଲା, ଟୋଙ୍ଗସ ୱାଲେ ବାବାଙ୍କ…
ଭାଜପାରେ ସାମିଲ ହେବେ ଅଭିଷେକ ବାନାର୍ଜୀ! ନିଜେ କଲେ ଖୁଲାସା, ରାଜନୀତିରେ ଚହଳ
କୋଲକାତା,୨୭।୨: ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଗୁରୁବାର ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ସହ ମତଭେଦ ରିପୋର୍ଟକୁ ଖାରଜ କରିଛନ୍ତି । ଅଭିଷେକ କହିଛନ୍ତି, ମୁଁ ତୃଣମୂଳ କଂଗ୍ରେସର ଜଣେ ବିଶ୍ୱସ୍ତ ସୈନିକ ଏବଂ ମୋର…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବୋନସ ସହ ଅନେକ ସୁବିଧା
ପ୍ରୟାଗରାଜ,୨୭।୨:ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦…
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା
ଭୁବନେଶ୍ୱର,୨୭ା୨ : ୨୮ ତାରିଖ ଅର୍ଥାତ୍ ଆସନ୍ତାକାଲି ପ୍ରଥମଥର ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍ ପ୍ରକାଶ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ…
ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…
କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହିତ…
‘ମୁଁ ଜନସାଧାରଣଙ୍କ ନିକଟରେ କ୍ଷମା ମାଗୁଛି…’, ମହାକୁମ୍ଭର ସମାପନ ସମୟରେ କାହିଁକି କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି ?
ନୂଆଦିଲ୍ଲୀ,୨୭।୨: ମହାକୁମ୍ଭମେଳା ୨୦୨୫ ମହା ଆଡମ୍ବରରେ ସମାପ୍ତ ହୋଇଛି। ୪୫ ଦିନ ଧରି ଚାଲିଥିବା ଏହି ଐତିହାସିକ ଉତ୍ସବରେ କୋଟି କୋଟି ଭକ୍ତ ବିଶ୍ୱାସ ଏବଂ ଭକ୍ତିର ସହିତ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଥିଲେ। ମହାକୁମ୍ଭର ସମାପନୀ ସମାରୋହ ଅବସରରେ,…
ସର୍ଦ୍ଦାର ପଟେଲଙ୍କ ସହ ଅମିତ ଶାହାଙ୍କ ତୁଳନା କଲେ ସଦ୍ଗୁରୁ
ନୂଆଦିଲ୍ଲୀ,୨୭।୨: ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍ଗୁରୁ ଜଗ୍ଗି ବାସୁଦେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତିଛନ୍ତି। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଶାହାଙ୍କ ପ୍ରୟାସ ପ୍ରଶଂସନୀୟ। କିଛି କ୍ଷେତ୍ରରେ ସେ ସର୍ଦ୍ଦାର ପଟେଲ ଯାହା କରିଥିଲେ, ସେହି କାମ କରିଛନ୍ତି।…
Reels ପାଇଁ ଏକ ନୂଆ App ଲଞ୍ଚ କରିପାରେ Instagram: ରିପୋର୍ଟ
ନୂଆଦିଲ୍ଲୀ,୨୭।୨: Instagram ଏହାର ସର୍ଟ ଭିଡିଓ ଫିଚର(Reels) ପାଇଁ ଏକ ପୃଥକ ଆପ୍ ଲଞ୍ଚ କରିବା ବିଷୟରେ ବିଚାର କରୁଛି। ଏହାର ମୁଖ୍ୟ ଆଦମ ମୋସେରି ଚଳିତ ସପ୍ତାହରେ କର୍ମଚାରୀମାନଙ୍କୁ ଏହା କହିଛନ୍ତି। ମେଟା-ମାଲିକାନାଧୀନ କମ୍ପାନୀ ଯୁକ୍ତରାଷ୍ଟ୍ରରେ TikTok ର ଅନିଶ୍ଚିତ…
India Blasts Pakistan in UN: ଜାତିସଂଘରେ ପାକିସ୍ତାନକୁ ଧୋଇଲା ଭାରତ, କହିଲା କାହାକୁ ଲେକଚର୍ ଦେବାକୁ ଯୋଗ୍ୟତା ନାହିଁ…
ନୂଆଦିଲ୍ଲୀ,୨୭।୨: ଜାତିସଂଘ ମାନବାଧିକାର ପରିଷଦ (UNHRC) ବୈଠକରେ କଶ୍ମିର ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ଭର୍ତ୍ସନା କରିଛି। ଏହି ବୈଠକରେ ପାକିସ୍ତାନକୁ ଏକ ବିଫଳ ଦେଶ ବୋଲି ଭାରତ କହିଛି। ଭାରତ ଆହୁରି କହିଛି ଯେ, ପାକିସ୍ତାନ ଏପରି ଏକ ଦେଶ ଯାହା…
ୱାକଫ୍ ବିଲକୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ; ବିରୋଧୀଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ,୨୭।୨: ସଂସଦରେ ୱାକଫ ବିଲ୍ ଆଣିବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଏହାକୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉପସ୍ଥାପିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି…
Universal Pension Scheme: କାହାକୁ ମିଳିବ ଫାଇଦା, କେତେ ଟଙ୍କା ଦେବେ ମୋଦି ସରକାର
ନୂଆଦିଲ୍ଲୀ,୨୭।୨: ଭାରତରେ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ, ମୋଦି ସରକାର ଏକ ନୂଆ ଏବଂ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହାକୁ Universal Pension Scheme: କୁହାଯାଏ। ଏହି ପେନସନ ଯୋଜନା ସମସ୍ତ ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ…

