ଜାତୀୟ

ସାମରିକ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା,ଏଥର ଚମକାଇଦେବ..

ନୂଆଦିଲ୍ଲୀ,୭।୪: ସାରା ବିଶ୍ୱରେ ତାଙ୍କର ରହସ୍ୟମୟ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ମଧ୍ୟ ୨୦୨୫ ବିଷୟରେ ଅନେକ କଥା କହିଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୫ରେ ଏକ ମାରାତ୍ମକ ମହାମାରୀ ଇଂଲଣ୍ଡରେ ଏକ ସାମରିକ ଯୁଦ୍ଧ…

Anant Ambani Viral Video: କାହିଁକି ଦୁଇଗୁଣା ମୂଲ୍ୟ ଦେଇ ଶହ ଶହ କୁକୁଡ଼ା କିଣିନେଲେ ଅନନ୍ତ ଅମ୍ବାନୀ? ଜାଣନ୍ତୁ ସମ୍ପୂୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୭।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ପ୍ରାଣୀମାନଙ୍କ ପ୍ରତି ତାଙ୍କର ପ୍ରେମ ସର୍ବସାଧାରଣରେ ଜଣାଶୁଣା। ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବନ୍ତରା ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ…

ପାଣିପାଗ ବିଭାଗର ବଡ଼ ଚେତାବନୀ, ଡେଞ୍ଜର ଜୋନରେ ୨୧ ସହର! ପାରଦ ଡେଇଁଲା ୪୨

ନୂଆଦିଲ୍ଲୀ,୭।୪: ଏଥର ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଏପ୍ରିଲ ଆରମ୍ଭରୁ ରେକର୍ଡ ଭାଙ୍ଗିଛି। ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ରାଜଧାନୀ ଦିଲ୍ଲୀକୁ ଆଗାମୀ ତିନି…

ରାମନବମୀ ଶୋଭାଯାତ୍ରାରେ ହିଂସା

କୋଲକାତା,୭।୪: କୋଲକାତାର ପାର୍କ ସର୍କସ ସେଭେନ୍‌ ପଏଣ୍ଟ ଅଞ୍ଚଳରେ ରବିବାର ରାମନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଅନେକ ଶ୍ରଦ୍ଧାଳୁ ଆହତ ହେବା ସହ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଛି। ଭାଜପା ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଆକ୍ରମଣ…

ଗ୍ୟାରେଣ୍ଟି ମାଗିଲେ ଷ୍ଟାଲିନ୍‌, ତାମିଲ ପାଠ ପଢ଼ାଇଲେ ମୋଦି

ରାମେଶ୍ୱରମ୍‌,୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରୁ ରବିବାର ତାମିଲନାଡୁକୁ ଫେରି ରାମେଶ୍ୱରମ୍‌ରେ ପମ୍ବନ ବ୍ରିଜ୍‌ର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଥିବାବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା।…

ମାନସୀ ‘ଇଣ୍ଡିଆନ୍‌ ଆଇଡଲ ୧୫’ ବିଜେତା

ମୁମ୍ବାଇ, ୭।୪: ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେ ସମାରୋହରେ ଶୁଭ୍ରଜିତ ଚକ୍ରବର୍ତ୍ତୀ ପ୍ରଥମ ରନର-ଅପ୍‌ ଓ ସ୍ନେହା ଶଙ୍କର ଦ୍ୱିତୀୟ…

ବିଦାୟକାଳୀନ ଭାଷଣ ଦେବାବେଳେ ହୃଦ୍‌ଘାତ: ମଞ୍ଚ ଉପରୁ ଟଳିପଡ଼ିଲେ ୨୦ ବର୍ଷିଆ ଛାତ୍ରୀ

ମୁମ୍ବାଇ, ୬।୪: ମହାରାଷ୍ଟ୍ରର ଧାରାଶିଭ୍‌ ଜିଲା ପରାଡାସ୍ଥିତ ଆର୍‌.ଜି. ଶିନ୍ଦେ କଲେଜରୁ ରବିବାର ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। କଲେଜରେ ବିଦାୟକାଳୀନ ଉତ୍ସବ ଚାଲିଥିବାବେଳେ ବର୍ଷା କରାଟ (୨୦) ନାମ୍ନୀ ସ୍ନାତକ ଶେଷ ବର୍ଷର ଜଣେ ଛାତ୍ରୀ ଶିକ୍ଷୟିତ୍ରୀ, ଶିକ୍ଷକ,…

ପଶ୍ଚିମବଙ୍ଗ: ରାମନବମୀ ଶୋଭାଯାତ୍ରା ବେଳେ ଉତ୍ତେଜନା

କୋଲକାତା,୬।୪: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବ ପାଇଁ କକ୍ଷା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ଶୋଭାଯାତ୍ରାରେ ଅସ୍ତ୍ର ଧରି ସାମିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।…

Video: ଟାର୍ଗେଟ ପୂରଣରେ ବିଫଳ ହେବାରୁ କର୍ମଚାରୀଙ୍କୁ କୁକୁର ସଜାଇଲେ, ତଦନ୍ତ ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

କୋଚି, ୬।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଖରାପ ପ୍ରଦର୍ଶନ କରିଥିବା ଜଣେ କର୍ମଚାରୀଙ୍କୁ ଅମାନବୀୟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି।…

ଭାରତ ପାଇଁ ଲାଭବାନ ହେଲା ChatGPT, ରେକର୍ଡ କଲା Ghibli

ନୂଆଦିଲ୍ଲୀ,୬।୪: ChatGPTର ନୂତନ ଇମେଜ ଜେନେରେଶନ ଟୁଲ୍‌ ଗତ କିଛି ଦିନ ଧରି ଚର୍ଚ୍ଚାରେ ରହି ଆସୁଛି। ସମସ୍ତେ ଷ୍ଟୁଡିଓ ଘିବଲି ଆର୍ଟର ଫଟୋ ତିଆରି କରିବାରେ ବ୍ୟସ୍ତ। ଏହା ସମଗ୍ର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଷ୍ଟୁଡିଓ ଘିବଲି…

ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ। ହଠାତ୍‌ ଟଳିପଡ଼ିଲେ। ସିନ୍ଦେ କଲେଜ, ପରନ୍ଦାର ଜଣେ ଛାତ୍ରୀ ମଞ୍ଚ ଉପରେ ଭାଷଣ ଦେଉଥିବା…

ଲଣ୍ଡନର ହାର୍ଟ ସର୍ଜନ କହି ପାଇଥିଲେ ଚାକିରି, ସର୍ଜରୀ ବେଳେ ୭ ରୋଗୀଙ୍କୁ ମାରିଦେଲେ…

ଦମୋହ,୬।୪: ମଧ୍ୟପ୍ରଦେଶର ଦମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି। ଜିଲା ଅଧିକାରୀ ଅଭିଯୋଗର ତଦନ୍ତ ଚଳାଇଛନ୍ତି। ମାସେ ମଧ୍ୟରେ ଉକ୍ତ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?