Odisha Elections 2024

ଜାତୀୟ

ସୁପ୍ରିମକୋର୍ଟରେ ପହଞ୍ଚିଲା ବଜରଙ୍ଗ ଦଳ, ଭିଏଚ୍‌ପି ରାଲି ପ୍ରସଙ୍ଗ

ନୂଆଦିଲ୍ଲୀ,୨।୮: ନୁହ ହିଂସା ପରେ ବଜରଙ୍ଗ ଦଳ ଏବଂ ଭିଏଚ୍‌ପି ରାଲି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିୟୁ ସିଂ ମୁଖ୍ୟ ବିଚାରପତି (ସିଜେଆଇ) ଙ୍କ ସମ୍ମୁଖରେ ଦିଲ୍ଲୀ-ଏନସିଆରରେ ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି...

ନୁହରେ ସାମ୍ପ୍ରଦାୟିକ ହିଂସା ସରକାରଙ୍କ ଏକ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୨।୮: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଛନ୍ତି। ଏଠାରେ ହିଂସା ଘଟିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାଣିଥିଲେ। ଏହା ସରକାରଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ...

ମୁସଲମାନ ମହିଳାଙ୍କ ସହିତ ପାଳନ କରନ୍ତୁ ରକ୍ଷାବନ୍ଧନ: ଏନଡିଏ ଏମପିଙ୍କୁ ମୋଦିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୮ : ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ଏନଡିଏ ଏମପିଙ୍କ ସହ ବୈଠକ କରୁଛନ୍ତି। ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ଯାହା ଦ୍ୱାରା ମୁସଲମାନ...

ଇମ୍ଫାଲର ଏହି ଦୁଇ ଜିଲାରେ କର୍ଫ୍ୟୁ କୋହଳ କଲେ ସରକାର

ଇମ୍ଫାଲ,୨।୮: ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର। ଜାତିଆଣ ହିଂସାରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କିନ୍ତୁ ସରକାର ସଂସଦରେ ମଣିପୁରର ସ୍ଥିତିରେ ସୁଧାର ଆସିଛି ବୋଲି ନିଜ ସଫେଇ ଦେଇଛନ୍ତି। ସେହିପରି ମଣିପୁର ସରକାର ଇମ୍ଫାଲର ପୂର୍ବ...

ନିତିନ ଦେଶାଇଙ୍କ ପରଲୋକ, ଷ୍ଟୁଡିଓରୁ ମିଳିଲା ମୃତଦେହ, ଫିଲ୍ମ ଦେବଦାସ, ଯୋଦ୍ଧା-ଆକବର, ଲଗାନର ଥିଲେ ସେଟ ଡିଜାଇନର୍‌…

ମୁମ୍ବାଇ,୨।୮ : ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନିକଟ କରଜତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରେ ନିତିନ ଦେଶାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି।...

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ ଏମପି, କହିଲେ ଆମେ ମଣିପୁର ପ୍ରସଙ୍ଗରେ ଚାହୁଁଛୁ ଆଲୋଚନା…

ନୂଆଦିଲ୍ଲୀ,୨।୮ : ବୁଧବାର ବିରୋଧୀ ଏମପିମାନେ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ବିରୋଧୀ ଏମପିମାନେ ମଣିପୁରର ପରିସ୍ଥିତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇ ମଣିପୁର ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରପତିଙ୍କୁ ଭେଟିବା...

ଏନଡିଏ ଅବା ଇଣ୍ଡିଆ କାହା ସହିତ ନାହିଁ ବିଆରଏସ: କେସିଆର…

ହାଇଦ୍ରାବାଦ,୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ଗତ ଦୁଇଟି ଲୋକସଭା ନିର୍ବାଚନରେ ଦୃଢ଼ ପ୍ରଦର୍ଶନ କରିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ପ୍ରତ୍ୟେକ ରଣନୀତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାସ୍ତ କରିବାରେ ବିଫଳ ହୋଇଛି। କିନ୍ତୁ ବର୍ତ୍ତମାନ...

ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ

ଓ୍ବାଶିଂଟନ୍‌,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ ଏକ ସପ୍ତାହ ଗସ୍ତରେ ଭାରତ ଆସୁଛନ୍ତି। ଏନେଇ ଆମେରିକା ସ୍ବରାଷ୍ଟ୍ର ବିଭାଗ ସୂଚନା...

ଏମରଜେନ୍ସି ବେଳେ ଇନ୍ଧିରାଙ୍କୁ ସମର୍ଥନ କରିଥିଲା ଆରଏସ୍‌ଏସ୍‌, ୧୯୮୦ରେ କ୍ଷମତାକୁ ଫେରିବାକୁ ମଧ୍ୟ କରିଥିଲା ସାହାର୍ଯ୍ୟ: ନୂତନ ପୁସ୍ତକରେ ଦାବି

ନୂଆଦିଲ୍ଲୀ,୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରିୟ ସ୍ବୟଂସେବକ ସଂଘର ନେତାଙ୍କ ସହ ଭଲ ସମ୍ପର୍କ ରଥିଲା। ଦୁହେଁ ସାହାଯ୍ୟ ଜଣେ ଜଣଙ୍କ ପାଖକୁ ଯାଉଥିଲେ। ଜରୁରୀକାଳୀନ ସମୟରେ ସଂଘ କେବଳ ଇନ୍ଦିରାଙ୍କୁ ସମର୍ଥନ କରିନଥିଲା, ବରଂ ୧୯୮୦ରେ କ୍ଷମତାକୁ...

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ

ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ...

ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ

ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଏହି...

କର୍ନାଟକ କଂଗ୍ରେସ ନେତାଙ୍କ ସହ ଆଜି ବୈଠକ କରିବେ ରାହୁଲ, ଲୋକ ସଭା ନିର୍ବାଚନ ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୨।୮: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଦଳର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ରାଜ୍ୟରୁ ଦଳର ନେତାଙ୍କ ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri