ଜାତୀୟ

ବିରୋଧୀଙ୍କ ବୈଠକ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୋର୍ଟ ବ୍ଲେୟାରରେ ବୀର ସାବରକର ଅନ୍ତର୍ଜାତୀୟ ଏୟାରପୋର୍ଟର ନବନିର୍ମିତ ଇଣ୍ଟିଗ୍ରେଟେଡ୍‌ ଟର୍ମିନାଲ ଭବନର ଭର୍ଚୁଆଲ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବାଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକକୁ ନେଇ କଟାକ୍ଷ କରିବାକୁ...

ଜ୍ୟୋତିରାଦିତ୍ୟଙ୍କୁ ପ୍ରଶଂସା କଲେ ଉମା ଭାରତୀ, କହିଲେ କଂଗ୍ରେସ ହରାଇଛି ବିଜୟୀ ନାୟକ…

ଭୋପାଳ,୧୮।୭ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏପରି ‘ ହିରୋ’(ନାୟକ) ବୋଲି ବର୍ଣ୍ଣନା କରିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ପାଇଁ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଠନ ହୋଇଥିଲା। କଂଗ୍ରେସ ଏହି ବିଜୟୀ...

ମୋଦି-ଶାହାଙ୍କୁ ଅଲିମ୍ପିକ୍ସ ଚାମ୍ପିଅନ୍‌ଙ୍କ ନିବେଦନ: ‘ମଣିପୁରର ଲୋକଙ୍କୁ ବଞ୍ଚାନ୍ତୁ’

ଇମ୍ଫାଲ,୧୮।୭: ଅଲିମ୍ପିକ୍ସରେ ଭାରତକୁ ପଦକ ଜିତାଇଥିବା ଷ୍ଟାର ଭାରଉତ୍ତୋଳନକାରୀ ମିରାବାଇ ଚାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭାବୁକ ଅପିଲ କରିଛନ୍ତି। ଗତ ୩ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି। ଏହାକୁ...

ଆମର ପ୍ରିୟ ରାହୁଲ ଗାନ୍ଧୀ: ମମତା…

ବେଙ୍ଗାଲୁରୁ,୧୮।୭ : ବିରୋଧୀ ଦଳର ଦ୍ୱିତୀୟ ବଡ଼ ବୈଠକ ଶେଷ ହୋଇଛି। ଦୁଇ ଦିନ ଧରି ଆଲୋଚନା ପରେ ବିରୋଧୀ ଦଳର ବଡ ନେତାମାନେ ବୈଠକରେ ପ୍ରସ୍ତୁତ ଯୋଜନା ବିଷୟରେ ସୂଚନା ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଟିଏମସି ମୁଖ୍ୟ...

ବାଗେଶ୍ୱର ବାବାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ,ମହିଳା ସଂଗଠନ ପକ୍ଷରୁ ବିରୋଧ…

ନୂଆଦିଲ୍ଲୀ,୧୮।୭ : ଦଶ ଦିନ ଧରି ଦିଲ୍ଲୀ-ଏନସିଆରରେ ରହି ଭାଗବତ କଥାର ପାଠ କରିଥିବା ବାଗେଶ୍ୱର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀ ବର୍ତ୍ତମାନ ସେଠାରୁ ଫେରିଛନ୍ତି। କିନ୍ତୁ ବିବାଦ ଛାଡିଦେଇ ଯାଇଛନ୍ତି। ଗ୍ରେଟର ନୋଏଡାରେ ଆୟୋଜିତ ଭାଗବତ କଥା ସମୟରେ...

ବିରୋଧୀ ମେଣ୍ଟର ନୂଆ ନାମ ହେଲା ‘ଇଣ୍ଡିଆ’…

ବେଙ୍ଗାଲୁରୁ,୧୮।୭ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନର ବୈଠକରେ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାର ନାମ ଇଣ୍ଡିଆ (ଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ) (ଆଇଏନଡିଆଇଏ)ରେ...

ଆଇଏଏସ ଅଧିକାରୀଙ୍କୁ ବିରୋଧୀ ଦଳ ନେତାଙ୍କ ସେବାରେ କରାଯାଇଛି ନିୟୋଜିତ, କଂଗ୍ରେସକୁ ଟାର୍ଗେଟ କଲେ କୁମାରସ୍ବାମୀ…

ବେଙ୍ଗାଲୁରୁ,୧୮।୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ସେକୁଲାର) ନେତା ଏଚଡି କୁମାରସ୍ବାମୀ କର୍ନାଟକ କଂଗ୍ରେସ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଏକତାର ଦ୍ୱିତୀୟ ବୈଠକ ନେଇ ସେ କହିଛନ୍ତି ଏଥିରେ...

ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ୱେବସାଇଟକୁ ସରକାରୀ ନୋଟିସ…

ନୂଆଦିଲ୍ଲୀ,୧୮।୭ : ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଇ-ସିଗାରେଟ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଜଣାପଡିଛି। ଏହାର ବିପଦକୁ ଦୃଷ୍ଟିରେ ରଖି ଭାରତରେ ଏହାର ବିକ୍ରୟ ନିଷେଧ କରାଯାଇଛି। ଯଦିଓ ଏହା ଅନେକ ୱେବସାଇଟରେ ବିକ୍ରି ଜାରି ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ...

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ,ଶାହା କହିଲେ ଐତିହାସିକ କ୍ଷଣ…

ନୂଆଦିଲ୍ଲୀ,୧୮।୭ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ଚାରୋଟି ସହକାରୀ ସମିତିରେ...

ହାଜିପୁରରୁ ନିର୍ବାଚନ ଲଢିବେ ଚିରାଗ

ନୂଆଦିଲ୍ଳୀ,୧୮।୭: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନ ଏନଡିଏରେ ସବୁକିଛି ଠିକ ଥିବା କହିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ହେବ ଆଲୋଚନା ଚାଲିଥିଲା। ଆମର କିଛି ଚିନ୍ତା...

ପ୍ରେମିକଙ୍କ ଆଗରେ ନାବାଳିକାଙ୍କୁ ବଳାତ୍କାର

ଜୟପୁର,୧୮ା୭: ରାଜସ୍ଥାନର ଯୋଧପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଘଟିଛି। ୩ଜଣ କଲେଜ ଛାତ୍ର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।  ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ସମ୍ମୁଖରେ ବଳାତ୍କାର କରାଯାଇଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି...

ବୀମା ଯୋଜନାରେ ଆଇଆର୍‌ସିଟିସିରେ ବଡ଼ ପରବର୍ତ୍ତନ

ନୂଆଦିଲ୍ଲୀ, ୧୮ା୭: ଆଇଆର୍‌ସିଟିସି ପୋର୍ଟାଲରେ ଟ୍ରେନ୍‌ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ୩୫ ପଇସା ପ୍ରିମିୟମ ଦେଇ ସ୍ବତଃ ୧୦ ଲକ୍ଷ ଟଙ୍କାର ବୀମାଭୁକ୍ତ ହେବେ। ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜମ୍‌ କର୍ପୋରେଶନ ଲିଃ(ଆଇଆର୍‌ସିଟିସି) ପକ୍ଷରୁ ବୀମା ଯୋଜନାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri