Odisha Elections 2024

ଜାତୀୟ

୪ ମାସରେ ୧,୨୨୪ ମୃତ

ନୂଆଦିଲ୍ଲୀ,୩ା୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା ଓ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଭାରତରେ ଗତ ୪ ମାସ ମଧ୍ୟରେ ୧,୨୨୪ ଜଣଙ୍କ ଜୀବନ ଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ତଥ୍ୟ ପ୍ରଦାନ କରାଯାଇଛି। ମୃତକଙ୍କ...

ମଣିପୁର ହିଂସା: ୧୪ହଜାର ସ୍କୁଲ ପିଲା ବିସ୍ଥାପିତ

ନୂଆଦିଲ୍ଲୀ,୩।୮: ଗତ ପ୍ରାୟ ୩ ମାସ ଧରି ମଣିପୁରରେ ସୃଷ୍ଟ ହିଂସାରେ ପ୍ରାୟ ୧୪ହଜାର ସ୍କୁଲ ପିଲା ବିସ୍ତାପିତ ହୋଇଛନ୍ତି। ଏଥିମଧ୍ୟରୁ ୯୩ପ୍ରତିଶତ ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅର୍ନ୍ନପୂର୍ଣ୍ଣା ଦେବୀ ବୁଧବାର...

ନୁହ ହିଂସାର ହେବ ସମ୍ପୂର୍ଣ୍ଣ ଯାଞ୍ଚ: ଅନିଲ ବିଜ୍‌

ଚଣ୍ଡିଗଡ,୨।୮: ହରିୟାଣାର ନୁହରେ ଘଟଥିବା ସାମ୍ପ୍ରଦାୟିକ ହିଂସାକୁ ନେଇ ରାଜନୀତି ଜୋର ଧରିଛି। ଏହି ହିଂସା ପାଇଁ ବିରୋଧୀ ହରିୟାଣାର ଭାଜପା-ଜେଜେପି ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟର ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ବୁଧବାର କହିଛନ୍ତି, ନୁହରେ ଏତେ...

କ୍ଷମା ମାଗୁନାହିଁ ଅର୍ଥ ମୁଁ ଅହଙ୍କାରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍‌ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି ଯେ,...

ମିଶନ ୨୪: କର୍ନାଟକ କଂଗ୍ରେସର ସମରସଜ୍ଜା

କର୍ନାଟକ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ବୁଧବାର ଖାର୍ଗେ ଓ ରାହୁଲ ଗାନ୍ଧୀ କର୍ନାଟକର ପାର୍ଟି ମୁଖ୍ୟାଳୟର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଅଗାମୀ ୨୦୨୪ଲୋକସଭା ନିର୍ବାଚନର ରଣନୀତି ପ୍ରସ୍ତୁତ ପାଇଁ...

କେଜ୍‌ରିଓ୍ବାଲଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବୁଧବାର ଆଉ ଏକ ଝଟ୍‌କା ଲାଗିଛି। ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶ୍‌ନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ(ସଂଶୋଧନ) ବିଲ୍‌, ୨୦୨୩କୁ ଆନ୍ଧ୍ରପ୍ରଦେଶର ତେଲୁଗୁ ଦେଶମ...

ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା

ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି।...

ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ପାରିବନି ପୋଲିସ କି ସେନା: ଖଟ୍ଟର

ଚଣ୍ଡିଗଡ,୨।୮: ହରିୟାଣା ନୁହ ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବୁଧବାର ନିଜ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ସରକାର, ପୋଲିସ କିମ୍ବା ସେନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ପାରିବେ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇ...

କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ, ୪୭ହଜାର ନେଇଛନ୍ତି ଅବସର

ନୂଆଦିଲ୍ଲୀ,୨।୮: କେନ୍ଦ୍ର ସୁରକ୍ଷା ବାହିନୀରେ ଖାଲି ରହିଛି ୧ଲକ୍ଷରୁ ଅଧିକ ପଦ। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ର ବୁଧବାର ରାଜ୍ୟସଭାରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଆରପିଏଫ, ବିଏଏଫ ଏବଂ ଦିଲ୍ଲୀ ପୋଲିସ ଭଳି କେନ୍ଦ୍ରୀୟ ସୁରକ୍ଷା...

ଏଣିକି ନକଲି ଔଷଧ କରିପାରିବେ ଚିହ୍ନଟ, ଔଷଧ ଉପରେ ରହିବ କ୍ୟୁଆର କୋଡ୍‌

ନୂଆଦିଲ୍ଲୀ: ନକଲି ଔଷଧରେ ଲାଗିବ ଲଗାମ। ନକଲି ଔଷଧ ବିକ୍ରେତାଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ନକଲି ଔଷଧକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାର ଔଷଧ ଉପରେ କ୍ୟୁଆର କୋଡ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରଗ୍ସ...

ନିବେଶକଙ୍କ ୩.୫ ଲକ୍ଷ କୋଟି ପାଣିରେ ପଡ଼ିଲା, ସେନସେକ୍ସ ୭୦୦ପଏଣ୍ଟ ହ୍ରାସ…

ମୁମ୍ବାଇ,୨।୮ : ବୁଧବାର ଘରୋଇ ଷ୍ଟକ ବଜାରରେ ଏକ ବଡ଼ ହ୍ରାସ ଘଟିଛି। ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ, ସେନ୍ସେକ୍ସ ୭୦୨.୮୮ ପଏଣ୍ଟ ହ୍ରାସ ପାଇ ୬୫,୭୫୬.୪୩ରେ ବନ୍ଦ ହୋଇଛି। ସେନେସେକ୍ସରେ ୧.୦୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ସେହିପରି...

ଗତ ୬ମାସରେ ୫ହଜାର କୋଟି ଟଙ୍କାର କସେମେଟିକ୍‌ କିଣିଛନ୍ତି ମହିଳା, ୪୦ପ୍ରତିଶତ ଅନଲାଇନ ଶପିଂ

ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଜଣାପଡିଛି କି, ଗତ ୬ମାସ ମଧ୍ୟରେ ୫୦୦୦କୋଟି ଟଙ୍କା ମୂଲ୍ୟର ଲିପଷ୍ଟିକ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି। କାନ୍ତାରର ରିପୋର୍ଟ ଅନୁଯାୟୀ, ଭାରତର ଟପ୍‌-୧୦ ସହରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri