ଜାତୀୟ

୧୦ ବିଧାୟକ ନିଲମ୍ବିତ

ବେଙ୍ଗାଲୁରୁ,୧୯ା୭: କର୍ନାଟକ ବିଧାନସଭା ଅଧିବେଶନରେ ହଟ୍ଟଗୋଳ ହେବା ପରେ ଭାଜପାର ୧୦ ଜଣ ବିଧାୟକଙ୍କୁ ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି । ଗୃହ ଚାଲିଥିବାବେଳେ ସେମାନେ ଉପବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ବିଧାନସଭା ବାଚସ୍ପତି ଗୃହର ଚଳିତ ଅଧିବେଶନରେ...

ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଲାଭ...

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୭: ଜମ୍ମୁ କଶ୍ମୀରର କୁପୱାରା ଜିଲାର ମାଛିଲ ସେକ୍ଟରରେ ଭାରତୀୟ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କଠାରୁ ୪ ଏକେ ରାଇଫଲ, ୫ଟି...

କାଲିଠାରୁ ଭୟରେ କମ୍ପୁଛି ଭାଜପା: ମମତା

ନୂଆଦିଲ୍ଲୀ,୧୯।୭: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ(ଇଣ୍ଡିଆ)ଘୋଷଣା କରାଯାଇଛି। ବିରୋଧୀ ମିଳିତ ବୈଠକରେ ‘ଇଣ୍ଡିଆ’ ଗଠନ ହେବାର ଦିନକ...

‘ଇଣ୍ଡିଆ’କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ: ପଚାରିଲେ ‘ମେଣ୍ଟ ଯଦି ଭାଙ୍ଗିଯାଏ ତେବେ…’

ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି କ୍ରମରେ କଂଗ୍ରେସ ନେତା ତଥା ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ୨୬ ଦଳଙ୍କ ଏହି ମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବୁଧବାର...

ପଦ୍ମାବତୀ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ହାଇଦ୍ରାବାଦ୍‌,୧୯।୭: ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ପଦ୍ମାବତୀ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ବୁଧବାର ସନ୍ଧ୍ୟାରେ ତିରୁପତି ରେଳ ଷ୍ଟେଶନରେ ପଦ୍ମାବତୀ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟ ମଧ୍ୟରେ କମ୍ପାର୍ଟମେଣ୍ଟରେ କୌଣସି ଯାତ୍ରୀ ନ ଥିଲେ। ଟ୍ରେନ୍‌ରେ...

ବିରୋଧୀଙ୍କ ଦାବି ପରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ 

ନୂଆଦିଲ୍ଲୀ,୧୯।୭: ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଯାଉଛି ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ବୁଧବାର(ଜୁଲାଇ ୧୯) କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧିବେଶନ ସହ ଜଡ଼ିତ ଅନେକ ପ୍ରସଙ୍ଗ...

କାହା ପାଖକୁ ଯିବ ମାୟାବତୀଙ୍କ ହାତୀ…

ଲକ୍ଷ୍ନୌ,୧୯।୭ : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜର ଫାଇଦା ସ୍ଥିର କରିବା ଆରମ୍ଭ କରିଛନ୍ତି। ଉଭୟ ପାର୍ଶ୍ୱର ରାଜନୈତିକ ଦଳ ସ୍ଥିର କରାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦେଶର...

ବସରେ କରେଣ୍ଟ ଲାଗି ୧୫ ମୃତ…

ଚାମୋଲି,୧୯।୭ : ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ହୃଦୟ ବିଦାରକ ଖବର ମିଳିଛି। ଏଠାରେ ଯାତ୍ରୀବାହୀ ବସରେ ବିଦ୍ୟୁତ ସଂଯୋଗ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ପ୍ରଶାସନ...

କଂଗ୍ରେସ ବିରୋଧରେ କିଛି ନ ଲେଖିବାକୁ ଏଏପି ସୋସିଆଲ ଟିମ୍‌କୁ କେଜରିଓ୍ବାଲଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୯।୭ : ବେଙ୍ଗାଲୁରୁରେ ୨୬ ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହେବାପରେ ଏଏପି କଂଗ୍ରେସ ପ୍ରତି ନିଜର ଆଭିମୁଖ୍ୟରେ କେତେକ ପରିବର୍ତ୍ତନ ଆଣିଛି। ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଦଳର ସୋସିଆଲ ମିଡିଆ...

ମମତା ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଟିଏମସି ନେତା…

କୋଲକାତା,୧୯।୭ : ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ଦାବିରୁ କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମସି ଏହାର ଦାବି ରଖିଛି। ଟିଏମସି ଏମପି ଶତାବ୍ଦୀ ରାୟ କହିଛନ୍ତି ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା...

ଭାଜପାକୁ ‘ନା’: ଏକୁଟିଆ ନିର୍ବାଚନ ଲଢିବ ଶିରୋମଣି ଅକାଳୀ ଦଳ

ଚଣ୍ଡିଗଡ,୧୯।୭: ପଞ୍ଜାବରେ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ଅକାଳୀ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅକାଳୀ ଦଳର ସଭାପତି ସୁଖବୀର ସିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri